ଟ୍ୱିଟର ଆଣିଲା ନୂଆ ଫିଚର, ଏବେ ଆପଣଙ୍କୁ ଆଉ ହେବନି ଅସୁବିଧା

ନୂଆଦିଲ୍ଲୀ: ଏବେ ସାମାଜିକ ଗଣମାଧ୍ୟମ ବିନା ବଞ୍ଚିବା ଭାରି କଷ୍ଟକର। ଏଥିପାଇଁ ବିଭିନ୍ନ ପ୍ରକାରର ଆପ୍‌ର ବହୁଳ ବ୍ୟବହାର ହେଉଛି। ଦିନକୁଦିନ ଏହି ଆପ୍‌ ଗୁଡ଼ିକ ଲୋକପ୍ରିୟତା ମଧ୍ୟ ବଢ଼ୁଛି। ଏହିକ୍ରମରେ ବ୍ୟବହାରକାରୀଙ୍କ ଆବଶ୍ୟକ ପୂରଣ କରିବା ପାଇଁ ସଫ୍ଟୱେର କମ୍ପାନୀ ଗୁଡ଼ିକ ବିଭନ୍ନ ପ୍ରକାରର ଫିଚର ସଂଯୋଗ କରି ବିଭିନ୍ନ ସୋଶାଲ ମିଡିଆ ଆପ‌ ଗୁଡ଼ିକକୁ ଅଧିକ ସହଜ ବ୍ୟବହାର ଉପଯୋଗୀ କରୁଛନ୍ତି। ସୋଶାଲ ମିଡିଆ ଆପଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ଟ୍ୱିଟର। ଏହା ସାରା […]

tq

tq

Hemant Lenka
  • Published: Monday, 20 July 2020
  • Updated: 20 July 2020, 04:46 PM IST

Sports

Latest News

ନୂଆଦିଲ୍ଲୀ: ଏବେ ସାମାଜିକ ଗଣମାଧ୍ୟମ ବିନା ବଞ୍ଚିବା ଭାରି କଷ୍ଟକର। ଏଥିପାଇଁ ବିଭିନ୍ନ ପ୍ରକାରର ଆପ୍‌ର ବହୁଳ ବ୍ୟବହାର ହେଉଛି। ଦିନକୁଦିନ ଏହି ଆପ୍‌ ଗୁଡ଼ିକ ଲୋକପ୍ରିୟତା ମଧ୍ୟ ବଢ଼ୁଛି। ଏହିକ୍ରମରେ ବ୍ୟବହାରକାରୀଙ୍କ ଆବଶ୍ୟକ ପୂରଣ କରିବା ପାଇଁ ସଫ୍ଟୱେର କମ୍ପାନୀ ଗୁଡ଼ିକ ବିଭନ୍ନ ପ୍ରକାରର ଫିଚର ସଂଯୋଗ କରି ବିଭିନ୍ନ ସୋଶାଲ ମିଡିଆ ଆପ‌ ଗୁଡ଼ିକକୁ ଅଧିକ ସହଜ ବ୍ୟବହାର ଉପଯୋଗୀ କରୁଛନ୍ତି।

ସୋଶାଲ ମିଡିଆ ଆପଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ଟ୍ୱିଟର। ଏହା ସାରା ବିଶ୍ୱରେ ବେଶ ଲୋକପ୍ରିୟ। ଏହାକୁ ବିଶ୍ୱର ଶକ୍ତିଶାଳୀ ବ୍ୟକ୍ତିଙ୍କଠାରୁ ଆରମ୍ଭକରି ସାଧାରଣ ଲୋକ ବ୍ୟବହାର କରୁଛନ୍ତି। ତେବେ ଏଥିରେ ଜଣେ ଅନ୍ୟଜଣଙ୍କୁ ସିଧାସଳଖ ମେସେଜ ପଠାଇବାର ସୁବିଧା ନଥିଲା। ବ୍ୟବହାରକାରୀ ମେସେଜ କରିବା ପାଇଁ ଅଲଗା ସାଇଟ୍‌ ବା ଆପ୍‌କୁ ଯାଉଥିଲେ। ଫଳରେ ବ୍ୟବହାରକାରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏହାକୁ ଦୃଷ୍ଟିରେ ରଖି ଟ୍ୱିଟର ତା’ର ବ୍ୟବହାରକାରୀଙ୍କ ଅସୁବିଧା ଦୂର କରିଛି। ଟ୍ୱିଟର ଜରିଆରେ ଏବେ ଜଣେ ବ୍ୟକ୍ତି ଆଉ ଜଣଙ୍କୁ ସିଧାସଳଖ ମେସେଜ କରିପାରିବ। ଏଥିପାଇଁ ଟ୍ୱିଟର ଏକ ନୂଆ ଫିଚର ନିଜ ଆପ ସହ ଯୋଡ଼ିଛି।

ଏହି ଫିଚର ଦ୍ୱାରା ଜଣେ ବ୍ୟବହାରକାରୀ ଫେସବୁକ୍‌ର ମେସେଞ୍ଜର, ଗୁଗୁଲ ହ୍ୟାଙ୍ଗ ଆଉଟ ଓ ଲିଙ୍କଡିନ ଭଳି ଅନ୍ୟ ଜଣଙ୍କୁ ମେସେଜ କରିପାରିବେ ବୋଲି ଟ୍ୱିଟର ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ହ୍ୱାଟସଆପ ଭଳି ଟ୍ୱିଟରରେ ଷ୍ଟାଟସ ରଖିବା ପାଇଁ ଫ୍ଲିଟ୍ ନାମକ ଏକ ଫିଚର ଯୋଗ କରାଯାଇଥିଲା ବୋଲି ଟ୍ୱିଟର ଅଫିସିଆଲ କହିଛନ୍ତି।

ଅଧିକ ପଢନ୍ତୁ : ଚାଟିଂ ବେଳେ ଆପଣଙ୍କ ସ୍କ୍ରିନ୍ ରେକର୍ଡ କରୁଛି ଏହି ଭାଇରସ!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story