ବିବାହର ଦୁଇ ଦିନ ପରେ ବୋହୂ କରୋନାରେ ଆକ୍ରାନ୍ତ

ଭୋପାଲ: ବିବାହର ଦୁଇ  ଦିନ ପରେ ନବ ବିବାହିତା ମହିଳା କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପରେ ବିବାହରେ ଯୋଗ ଦେଇଥିବା ୩୫ ଜଣଙ୍କୁ ବାଧ୍ୟତାମୂଳକ ଭାବରେ କ୍ୱାରେଣ୍ଟାଇନରେ ରଖାଯାଇଛି। ୩୫ ଜଣଙ୍କ ମଧ୍ୟରେ ମହିଳାଙ୍କ ସ୍ୱାମୀ ମଧ୍ୟ ରହିଛନ୍ତି। ଆକ୍ରାନ୍ତ ମହିଳା ଜଣଙ୍କ ଭୋପାଳର ଜାଟ୍ ଖେଦି ଅଞ୍ଚଳର। ସେ ରାଇସେନ ଜିଲ୍ଲାର ସତଲପୁର ଗାଁରେ ବିବାହ କରିଥିଲେ। ବିବାହର ଦୁଇ ଦିନ ପରେ ସୋମବାର ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏବେ ଆକ୍ରାନ୍ତ ମହିଳା […]

Wedding

Wedding

Subhransu Sekhar
  • Published: Friday, 22 May 2020
  • Updated: 22 May 2020, 03:47 PM IST

Sports

Latest News

ଭୋପାଲ: ବିବାହର ଦୁଇ  ଦିନ ପରେ ନବ ବିବାହିତା ମହିଳା କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପରେ ବିବାହରେ ଯୋଗ ଦେଇଥିବା ୩୫ ଜଣଙ୍କୁ ବାଧ୍ୟତାମୂଳକ ଭାବରେ କ୍ୱାରେଣ୍ଟାଇନରେ ରଖାଯାଇଛି। ୩୫ ଜଣଙ୍କ ମଧ୍ୟରେ ମହିଳାଙ୍କ ସ୍ୱାମୀ ମଧ୍ୟ ରହିଛନ୍ତି।

ଆକ୍ରାନ୍ତ ମହିଳା ଜଣଙ୍କ ଭୋପାଳର ଜାଟ୍ ଖେଦି ଅଞ୍ଚଳର। ସେ ରାଇସେନ ଜିଲ୍ଲାର ସତଲପୁର ଗାଁରେ ବିବାହ କରିଥିଲେ। ବିବାହର ଦୁଇ ଦିନ ପରେ ସୋମବାର ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏବେ ଆକ୍ରାନ୍ତ ମହିଳା ଜଣଙ୍କ ଭୋପାଳ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମଧ୍ୟପ୍ରଦେଶ ସରକାର ସୂଚନା ଦେଇଛନ୍ତି।

ଅନ୍ୟପଟେ ଜାଟ୍ କଣ୍ଟେନମେଣ୍ଟ ଜୋନରେ ଥିବା ବେଳେ କିଭଳି ବିବାହ ହେଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। କରୋନା ପାଇଁ ଯେଉଁ ନିୟମ ରହିଛି ସେଥିରେ ବିବାହ ବେଳେ ୨୫ ଜଣ ରହିବା କଥା, ହେଲେ ଏହି ବାହାଘର ବେଳେ ୩୫ ଜଣ ରହିଥିବା ଜଣାପଡ଼ିଛି। ଏମିତିକି ଶୋଭାଯାତ୍ରା ହୋଇଥିବା ଜଣାପଡ଼ିଛି। ଯାହାକି କରୋନା ପାଇଁ ବାରଣ କରିଛନ୍ତି ସରକାର। ଏବେ ଉଭୟ ପରିବାର ବିରୋଧରେ ଏତଲା ଦିଆଯିବ ବୋଲି ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି।

ଏବେ ସ୍ୱାସ୍ଥ୍ୟ କର୍ମୀ ନବ ବିବାହିତ ମହିଳା ଜଣଙ୍କ କିଭଳି କରୋନା ସଂସ୍ପର୍ଶରେ ଆସିଲେ ସେ ବାବଦରେ ଅନୁଧ୍ୟାନ କରୁଛନ୍ତି। ସୂଚନା ଅନୁଯାୟୀ, ଗତ ସପ୍ତାହରେ ମହିଳା ଜଣଙ୍କ ଜ୍ୱରରେ ଆକ୍ରାନ୍ତ ଥିଲେ। ଏହାପରେ ସେ ଜ୍ୱର ପାଇଁ ଔଷଧ ଖାଇଥିଲେ। ଏହାପରେ ଶନିବାର ମହିଳାଙ୍କ ପରିବାର ଲୋକେ ତାଙ୍କର କରୋନା ପରୀକ୍ଷା କରାଇଥିଲେ। ସୋମବାର ସେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଶନିବାର ଦିନ ହିଁ ମହିଳାଙ୍କର ବିବାହ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story