ଏକାନ୍ତବାସରେ ଥିବା ଦୁଇ ହସ୍ପିଟାଲ କର୍ମଚାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ଘରୋଇ ହସ୍ପିଟାଲ ସାର୍ ଗଙ୍ଗାରାମର ଦୁଇ ସ୍ୱାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି। ହସ୍ପିଟାଲରୁ ନିକଟରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ହସ୍ପିଟାଲର ୧୧୪ ଜଣ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଏକାନ୍ତବାସରେ ରଖାଯାଇଛି। ବୁଧବାର ଏକାନ୍ତବାସରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କର କରୋନା ପରୀକ୍ଷା ହୋଇଥିଲା। ଏଥିରେ ଦୁଇ ଜଣ କରୋନାରେ ସଂକ୍ରମିତ ହୋଇଥିବା ଗୁରୁବାର ସ୍ପଷ୍ଟ ହୋଇଛି। ଜଣେ ଓପିଡିର ନର୍ସ ହୋଇଥିବାବେଳେ ଅନ୍ୟଜଣେ ହସ୍ପିଟାଲର ଟେକନିସିଆନ୍ ଭାବରେ କାର୍ଯ୍ୟରତ। […]

Sir ganga ram delhi

Sir ganga ram delhi

Subhransu Sekhar
  • Published: Friday, 10 April 2020
  • Updated: 10 April 2020, 10:44 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଘରୋଇ ହସ୍ପିଟାଲ ସାର୍ ଗଙ୍ଗାରାମର ଦୁଇ ସ୍ୱାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି। ହସ୍ପିଟାଲରୁ ନିକଟରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ହସ୍ପିଟାଲର ୧୧୪ ଜଣ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଏକାନ୍ତବାସରେ ରଖାଯାଇଛି।

ବୁଧବାର ଏକାନ୍ତବାସରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କର କରୋନା ପରୀକ୍ଷା ହୋଇଥିଲା। ଏଥିରେ ଦୁଇ ଜଣ କରୋନାରେ ସଂକ୍ରମିତ ହୋଇଥିବା ଗୁରୁବାର ସ୍ପଷ୍ଟ ହୋଇଛି। ଜଣେ ଓପିଡିର ନର୍ସ ହୋଇଥିବାବେଳେ ଅନ୍ୟଜଣେ ହସ୍ପିଟାଲର ଟେକନିସିଆନ୍ ଭାବରେ କାର୍ଯ୍ୟରତ। ତେବେ ଏମାନଙ୍କ ଶରୀରରେ କରୋନାର ଲକ୍ଷଣ ଦେଖିବାକୁ ମିଳିନଥିଲା ବୋଲି ସାର୍ ଗଙ୍ଗାରାମ କୋଲମେଟ ହସ୍ପିଟାଲର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଏହି ହସ୍ପିଟାଲ ଏବେ କୋଭିଡ-୧୯ ହସ୍ପିଟାଲରେ ପରିଣତ ହୋଇଛି। ଏହି ଦୁଇ ଜଣଙ୍କୁ ମିଶାଇ ଗୁରୁବାର ସୁଦ୍ଧା ଦିଲ୍ଲୀରେ ୭୨୦ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧୨ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ହୋଇଥିବା ୨ ଜଣ ରୋଗୀ ଏହି ହସ୍ପିଟାଲକୁ ଆସି ଅନ୍ୟ ରୋଗର ଚିକିତ୍ସା କରାଇଥିଲେ। ହେଲେ କରୋନା ବାବଦରେ କିଛି କହିନଥିଲେ। କିନ୍ତୁ ଡାକ୍ତର କରୋନା ଲକ୍ଷଣ ଥିବା ନେଇ ସନ୍ଦେହ ପ୍ରକାଶ କରି ପରୀକ୍ଷା କରାଇଥିଲେ। ରେଜଲ୍ଚ ପିଜିଟିଭ୍ ଆସିଥିଲା। ଅନ୍ୟ ରୋଗର ଚିକିତ୍ସା କରାଇବାକୁ ଆସି ଅନେକ ଡାକ୍ତର ଏବଂ ନର୍ସଙ୍କ ସଂସ୍ପର୍ଶରେ ଏହି ଦୁଇ ଆକ୍ରାନ୍ତ ଆସିଥିଲେ। ଏହାପରେ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ଏକାନ୍ତବାସରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story