ରିପବ୍ଲିକ ଟିଭିର ଦୁଇ ସାମ୍ୱାଦିକ ଗିରଫ

ମୁମ୍ୱାଇ: ଇଂରାଜୀ ନ୍ୟୁଜ୍ ଟିଭି ଚ୍ୟାନେଲ ରିପବ୍ଲିକ ଟିଭିର ଦୁଇ ସାମ୍ୱାଦିକଙ୍କୁ ଗିରଫ କରିଛି ମୁମ୍ୱାଇ ପୁଲିସ। ଜଣେ ରିପୋର୍ଟର ଅନୁଜ କୁମାର ଏବଂ ଅନ୍ୟ ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ୟଶପାଲଜିତ୍ ସିଂହ ରହିଛନ୍ତି। ଏହାବାଦ୍ ସେମାନଙ୍କୁ ନେଇ ଯାଇଥିବା ଓଲା କାରର ଡ୍ରାଇଭର ପ୍ରଦୀପ ଦିଲ୍ଲୀପ ଧାନାଭଡେଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତିନି ଜଣଙ୍କୁ ଚାରି ଦିନିଆ ହେପାଜତକୁ ପଠାଇ ଦେଇଛି ପୁଲିସ୍। ରିପବ୍ଲିକ ଟିଭି ପକ୍ଷରୁ ଏହି ସୂଚନା ମିଳିଛି। କୋର୍ଟରେ ପକ୍ଷ […]

republic tv reporter (1)

republic tv reporter (1)

Subhransu Sekhar
  • Published: Wednesday, 09 September 2020
  • Updated: 09 September 2020, 05:45 PM IST

Sports

Latest News

ମୁମ୍ୱାଇ: ଇଂରାଜୀ ନ୍ୟୁଜ୍ ଟିଭି ଚ୍ୟାନେଲ ରିପବ୍ଲିକ ଟିଭିର ଦୁଇ ସାମ୍ୱାଦିକଙ୍କୁ ଗିରଫ କରିଛି ମୁମ୍ୱାଇ ପୁଲିସ। ଜଣେ ରିପୋର୍ଟର ଅନୁଜ କୁମାର ଏବଂ ଅନ୍ୟ ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ୟଶପାଲଜିତ୍ ସିଂହ ରହିଛନ୍ତି। ଏହାବାଦ୍ ସେମାନଙ୍କୁ ନେଇ ଯାଇଥିବା ଓଲା କାରର ଡ୍ରାଇଭର ପ୍ରଦୀପ ଦିଲ୍ଲୀପ ଧାନାଭଡେଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତିନି ଜଣଙ୍କୁ ଚାରି ଦିନିଆ ହେପାଜତକୁ ପଠାଇ ଦେଇଛି ପୁଲିସ୍। ରିପବ୍ଲିକ ଟିଭି ପକ୍ଷରୁ ଏହି ସୂଚନା ମିଳିଛି। କୋର୍ଟରେ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉନଥିବା ସଂପୃକ୍ତ ଟିଭି ଚ୍ୟାନେଲ ବିବୃତ୍ତିରେ କହିଛି।

ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର କରଜତରେ ଥିବା ଏକ ଫାର୍ମ ହାଉସ ସାମ୍ନାରୁ ରିପୋର୍ଟିଂ କରୁଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି ମୁମ୍ୱାଇ ପୁଲିସ। ତେବେ ଗିରଫ କରିବା ପଛର କାରଣ କହିନାହିଁ ମୁମ୍ୱାଇ ପୁଲିସ। ଏହି ଫାର୍ମ ହାଉସ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର ବୋଲି କୁହାଯାଉଛି।

https://twitter.com/republic/status/1303651166157328384

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଖବରକୁ ନେଇ ଏବେ ଚର୍ଚ୍ଚାରେ ରହିଛି ରିପବ୍ଲିକ ଟିଭି। ଏକ ଅନୁସନ୍ଧାନମୂଳକ ଖବରକୁ ନେଇ ସାମ୍ୱାଦିକ ଜଣଙ୍କ ରିପୋର୍ଟିଂ କରୁଥିବା ବେଳେ ପୁଲିସ ଗିରଫ କରିଥିବା ରିପବ୍ଲିକ ଟିଭି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story