ୟୌଙ୍ଗୟାଙ୍ଗ: ଜାତିସଂଘ ପକ୍ଷରୁ ପ୍ରତିବନ୍ଧକ ଲଗାଇବାର କିଛି ସମୟ ପରେ ଉତ୍ତର କୋରିଆ ସ୍ୱଳ୍ପ ଦୂରଗାମୀ ମିଜାଇଲ୍ ପରୀକ୍ଷା କରିଛି। ଦକ୍ଷିଣ କୋରିଆ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ସମୁଦ୍ରର ଉତ୍ତର ଭାଗରେ ଏହି ପରୀକ୍ଷଣ କରାଯାଇଥିବା ଦାବି କରାଯାଇଛି।
ୟୁନ୍ ପକ୍ଷରୁ ଉତ୍ତର କୋରିଆର ସମସ୍ତ ପ୍ରକାର ପରମାଣୁ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସ୍ଥଳପଥ, ଜଳପଥ ଓ ଆକାଶ ମାର୍ଗ ଉତ୍ତର କୋରିଆର ଆମଦାନୀ ଓ ରତ୍ପାନୀ ଉପରେ ବାଧ୍ୟତାମୂଳକ ତଲାସୀ, ଛୋଟ ହତିଆର ବିକ୍ରି ଓ ବ୍ୟବହାର ଉପରେ ୟୁଏନ୍ ପ୍ରତିବନ୍ଧ ଲଗାଇଛି। ମିଜାଇଲ୍ ପରୀକ୍ଷାର କିଛି ସମୟ ପୂର୍ବରୁ ୟୁଏନ୍ ପକ୍ଷରୁ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ଉତ୍ତର କୋରିଆ ଉପରେ ଏହି ସବୁ ପ୍ରତିବନ୍ଧକ ଲଗାଯାଇଥିଲା।
ତେବେ ଉତ୍ତର କୋରିଆର ଏହି ମିଜାଇଲ ପରୀକ୍ଷଣ ବିପଦଜନକ ନ ଥିବା ଦର୍ଶା ଯାଉଥିଲେ ମଧ୍ୟ ୟୁଏନ୍ ଲଗାଇ ଥିବା ପ୍ରତିବନ୍ଧକର ଏହା ଜବାବ ବୋଲି ଆଲୋଚନା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଡୁଆରେ ମହାୟୁତି! ଶିବସେନା କହିଲା ଉପମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର କରିବେନି ଏକନାଥ
ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ଛକାପଞ୍ଝା।
National
ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍ର ଖଣ୍ଡନ, କହିଲା- ଏହା ସମ୍ପୂର୍ଣ୍ଣ ମିଥ୍ୟା
ଆଦାନୀ ଗ୍ରୀନ ଏନର୍ଜୀ ଏକ ବୟାନ ଜାରି ଲାଞ୍ଚ ଅଭିଯୋଗକୁ ନେଇ ନିଜ ସ୍ପଷ୍ଟୀକରଣ ରଖିଛି।
National
ଟ୍ରକ୍କୁ ଧକ୍କା ଦେଲା କାର୍, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।