ଡ୍ରୋନ୍‌ ଆକ୍ରମଣରେ ପେଶାୱାର ସ୍କୁଲ ଗୁଳିକାଣ୍ଡର ମାଷ୍ଟର ମାଇଣ୍ଡ ମୃତ   

ପେଶାୱାର:୨୦୧୪ ଡିସେମ୍ବରରେ ପାକିସ୍ତାନର ପେଶାୱର ସ୍ଥିତ ସେନା ସ୍କୁଲ ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ ଉମର ମନ୍‌ସୂରର ଆଜି ମୃତ୍ୟୁ ଘଟିଛି। ୧୪୪ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆଖିବୁଜା ଗୁଳି କରି ମାରିଥବା ଆତଙ୍କବାଦୀଙ୍କ ଏହି ନେତାକୁ ଆଜି ଆଫଗାନିସ୍ତାନରେ ୟୁଏସ୍‌ ଓ ଆଫ୍‌ଗାନ ସେନାର ମିଳିତ ଡ୍ରୋନ୍‌ ଆକ୍ରମଣରେ ମୃତ୍ୟୁ ବରଣ କରିଛି। ଏହି ଆକ୍ରମଣରେ ଉମର ମନ୍‌ସୂର ଓରଫ୍‌ ଉମର ନରେ ଓରଫ ଖଲିଫା ମନସୂର ଓ ତାର ଜଣେ ସହଯୋଗୀ ୱାରି ସାଇଫୁଲ୍ଲାକୁ ଡ୍ରୋନ୍‌ […]

Peshawar school massacre

Peshawar school massacre

Rakesh Mallick
  • Published: Tuesday, 12 July 2016
  • Updated: 04 May 2017, 03:44 PM IST

Sports

Latest News

ପେଶାୱାର:୨୦୧୪ ଡିସେମ୍ବରରେ ପାକିସ୍ତାନର ପେଶାୱର ସ୍ଥିତ ସେନା ସ୍କୁଲ ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ ଉମର ମନ୍‌ସୂରର ଆଜି ମୃତ୍ୟୁ ଘଟିଛି। ୧୪୪ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଆଖିବୁଜା ଗୁଳି କରି ମାରିଥବା ଆତଙ୍କବାଦୀଙ୍କ ଏହି ନେତାକୁ ଆଜି ଆଫଗାନିସ୍ତାନରେ ୟୁଏସ୍‌ ଓ ଆଫ୍‌ଗାନ ସେନାର ମିଳିତ ଡ୍ରୋନ୍‌ ଆକ୍ରମଣରେ ମୃତ୍ୟୁ ବରଣ କରିଛି।

ଏହି ଆକ୍ରମଣରେ ଉମର ମନ୍‌ସୂର ଓରଫ୍‌ ଉମର ନରେ ଓରଫ ଖଲିଫା ମନସୂର ଓ ତାର ଜଣେ ସହଯୋଗୀ ୱାରି ସାଇଫୁଲ୍ଲାକୁ ଡ୍ରୋନ୍‌ ଆକ୍ରମଣ କରାଯାଇଥିବା ଦୁଇ ଜଣ ବରିଷ୍ଠ ସେନା ଅଧିକାରୀ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ପାକିସ୍ତାନରେ ନିଷିଦ୍ଧ ଘୋଷଣା ହୋଇଥିବା ତେହରିକ୍‌-ଇ-ତାଲିବାନ୍‌ ସଙ୍ଗଠନ ପକ୍ଷରୁ ମନସୂରର ମୃତ୍ୟୁ ନେଇ କିଛି ସ୍ପଷ୍ଟ କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story