କଶ୍ମୀରରେ ପ୍ରସଙ୍ଗରେ ଭାରତ ଓ ପାକିସ୍ତାନରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗକୁ ନେଇ ଉଭୟ ଭାରତ ଏବଂ ପାକିସ୍ତାନ ଗୁରୁତର ସହ ନେଇଛନ୍ତି। ଆଜି ଗୃହମନ୍ତ୍ରୀ ଅମିତ ଶାହ କଶ୍ମୀର ପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ବୈଠକ କରୁଛନ୍ତି, ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ କଶ୍ମୀର ପ୍ରସଙ୍ଗରେ ବୈଠକ କରିଛନ୍ତି। ଗତକାଲି କେରାନ ସେକ୍ଟରରେ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ କରୁଥିବା ୭ ଆତଙ୍କବାଦୀ ଭାରତୀୟ ସେନା ଗୁଳିରେ ନିହତ ହୋଇଥିଲେ। ଏହି ଘଟଣା ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ […]

ajit-doval

ajit-doval

Subhransu Sekhar
  • Published: Sunday, 04 August 2019
  • Updated: 04 August 2019, 03:40 PM IST

Sports

Latest News

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗକୁ ନେଇ ଉଭୟ ଭାରତ ଏବଂ ପାକିସ୍ତାନ ଗୁରୁତର ସହ ନେଇଛନ୍ତି। ଆଜି ଗୃହମନ୍ତ୍ରୀ ଅମିତ ଶାହ କଶ୍ମୀର ପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ବୈଠକ କରୁଛନ୍ତି, ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ କଶ୍ମୀର ପ୍ରସଙ୍ଗରେ ବୈଠକ କରିଛନ୍ତି।

ଗତକାଲି କେରାନ ସେକ୍ଟରରେ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ କରୁଥିବା ୭ ଆତଙ୍କବାଦୀ ଭାରତୀୟ ସେନା ଗୁଳିରେ ନିହତ ହୋଇଥିଲେ। ଏହି ଘଟଣା ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ଏହି ବୈଠକରେ ଗୁଇନ୍ଦା ମୁଖ୍ୟ ଅରବିନ୍ଦ କୁମାର, ର’ ମୁଖ୍ୟ ସାମନ୍ତ ଗୋଏଲ, ଗୃହ ସଚିବ ରାଜୀବ ଗୌବା ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ କଶ୍ମୀରର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା କରିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ କରିଥିବା ବୈଠକରେ ଭାରତ ପଟୁ ପ଼ଡ଼ୁଥିବା କ୍ଲଷ୍ଟର ବୋମାକୁ ନେଇ ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ଅନ୍ୟାନ୍ୟ ମନ୍ତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ପାକ୍ ସେନା ସାହାଯ୍ୟରେ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ଗତ ଫେବୃଆରୀରେ ହୋଇଥିବା ପୁଲଓ୍ୱାମା ଆକ୍ରମଣ ଶୈଳୀରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଏହାପରେ ସପ୍ତାହକ ମଧ୍ୟରେ ୩୮ ହଜାରରୁ ଅଧିକ ଯବାନ କଶ୍ମୀରରେ ନିୟୋଜିତ କରାଯାଇଛି। ସୁରକ୍ଷାକୁ ନଜରରେ ରଖି ଅମରନାଥ ଯାତ୍ରା ବାତିଲ୍ କରି ଫେରିଯିବା ପାଇଁ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜମ୍ମୁ କଶ୍ମୀର ସରକାର।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, କିଛି ଆତଙ୍କବାଦୀ ଜୁଲାଇ ୨୯ରୁ ୩୧ ମଧ୍ୟରେ ଅନୁପ୍ରବେଶ କରିଛନ୍ତି। ହେଲେ ଗତକାଲି ପାକିସ୍ତାନ ବର୍ଡର ଆକ୍ସନ ଟିମ (ବ୍ୟାଟ)ର ସଦସ୍ୟ କେରାନ ସେକ୍ଟରରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବାବେଳେ ଭାରତୀୟ ସେନାର ଗୁଳିର ଶିକାର ହୋଇ ନିହତ ହୋଇଥିଲେ। ଭାରତ ଏହି ନିହତ ଅନୁପ୍ରବେଶକାରୀଙ୍କ ମୃତଦେହ ନେଇ ଯିବା ପାଇଁ ପାକିସ୍ତାନ ସେନାକୁ କହିଥିଲେ ମଧ୍ୟ ସେମାନେ ଏଯାଏ ଏହାର ଜବାବ ଦେଇନାହାନ୍ତି।

ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରି କିପରି ଆର୍ମି କ୍ୟାମ୍ପ ଉପରେ ସଫଳତାର ସହିତ ଆକ୍ରମଣ କରିପାରିବେ, ସେଥିପାଇଁ ପାକିସ୍ତାନ ଚେଷ୍ଟା କରୁଛି ବୋଲି ଜଣାପଡ଼ିଛି। ଏଭଳି ଆକ୍ରମଣ ଯୋଜନାକୁ ପାକିସ୍ତାନ ସେନା ମଧ୍ୟ ସମର୍ଥନ କରୁଛି। କାରଣ 'ବ୍ୟାଟ'ରେ ପାକିସ୍ତାନ ସେନାର ସ୍ୱତନ୍ତ୍ର ବଳର ଯବାନ ଏବଂ ଆତଙ୍କବାଦୀ ସାମିଲ୍ ହୋଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story