ତେଜିଲା ପାକିସ୍ତାନ କବଳରୁ ପିଓକେକୁ ସ୍ୱାଧୀନ କରାଇବା ଦାବି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ମୋଦି ସରକାରର ଆଉ ଜଣେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ପାକିସ୍ତାନ ଅଧିକୃତ କଶ୍ମୀର ପ୍ରସଙ୍ଗରେ ମତ ରଖିଛନ୍ତି। ଏକ ବୈଠକରେ ଯୋଗଦେଇ ସେ କହିଛନ୍ତି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ପିଓକେ କିଭଳି ଭାରତରେ ସାମିଲ୍ ହେବ ସେ ନେଇ ପ୍ରଚେଷ୍ଟା କରିବା ଦରକାର। ଶ୍ରୀ ସିଂହ ଆହୁରି କହିଛନ୍ତି ଯେ ତାଙ୍କ ଜୀବନକାଳ ଭିତରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇପାରିଥିବାରୁ […]

jitendra singh bjp

jitendra singh bjp

Subhransu Sekhar
  • Published: Monday, 19 August 2019
  • Updated: 19 August 2019, 03:56 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ପରେ ମୋଦି ସରକାରର ଆଉ ଜଣେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ପାକିସ୍ତାନ ଅଧିକୃତ କଶ୍ମୀର ପ୍ରସଙ୍ଗରେ ମତ ରଖିଛନ୍ତି। ଏକ ବୈଠକରେ ଯୋଗଦେଇ ସେ କହିଛନ୍ତି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ପିଓକେ କିଭଳି ଭାରତରେ ସାମିଲ୍ ହେବ ସେ ନେଇ ପ୍ରଚେଷ୍ଟା କରିବା ଦରକାର। ଶ୍ରୀ ସିଂହ ଆହୁରି କହିଛନ୍ତି ଯେ ତାଙ୍କ ଜୀବନକାଳ ଭିତରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇପାରିଥିବାରୁ ସେ ବହୁତ ଖୁସି। ଏହା ତିନି ପିଢ଼ିର ବଳିଦାନ ପରେ ସଫଳ ହୋଇପାରିଛି ବୋଲି ସେ କହିଛନ୍ତି।

ଏଣିକି ପାକିସ୍ତାନ ଅଧିକୃତ କଶ୍ମୀର କିଭଳି ଭାବରେ ଭାରତରେ ସାମିଲ୍ ହେବ ସେ ନେଇ ସକାରାତ୍ମକ ଭାବରେ ଚିନ୍ତା କରିବା ଦରକାର ଏବଂ ୧୯୯୪ର ସର୍ବସମ୍ମତ ପ୍ରସ୍ତାବ ଅନୁସାରେ ଦେଶର ଅଭିନ୍ନ ଅଙ୍ଗ ଭାବରେ ପିଓକେ ସାମିଲ୍ ହେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି।

ରବିବାର ଜୀତେନ୍ଦ୍ର ସିଂହ ଏକ ବୈଠକରେ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ସରକାର ବ୍ୟାପକ ଅନୁସନ୍ଧାନ ଓ ବିଚାର ବିମର୍ଷ କରିବା ପରେ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ପରିଣତ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ କୋର୍ଟରେ ଅନେକ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ଜମ୍ମୁ କଶ୍ମୀରର ସମ୍ୱିଧାନ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ରାଜନାଥ ସିଂହ ହରିଆନାର ପୁଞ୍ଚକୁଲାରେ ଏକି ନିର୍ବାଚନୀ ସଭାରେ ଉଦବୋଧନ ଦେବା ବେଳେ କହିଥିଲେ ଆଗାମୀ ଦିନରେ ଭାରତ ପାକିସ୍ତାନ ସହ ପିଓକେ ବାବଦରେ କଥା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story