ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ ଅସୁସ୍ଥ। କର୍ଣ୍ଣାଟକର ଚିତ୍ରଦୁର୍ଗର ସହରର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। କାରରେ ବସିଥିବା ବେଳେ ସଦାନନ୍ଦ ଗୌଡ ସିଟରେ ଖସି ପଡିଥିଲେ। ସୂଚନାଯୋଗ୍ୟ, ରକ୍ତଚାପ କମ୍ ଏବଂ ବ୍ଲଡ ସୁଗାର ପାଇଁ ସଦାନନ୍ଦ ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି ଜଣାପଡ଼ିଛି। କର୍ଣ୍ଣାଟକ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେଇ ଫେରୁଥିବା ବେଳେ ବିଜେପିର ଏହି ବରିଷ୍ଠ ନେତା ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି ଜଣାପଡ଼ିଛି। ନିକଟରେ ସଦାନନ୍ଦ କରୋନାରେ ସଂକ୍ରମିତ ହୋଇ ଆରୋଗ୍ୟ […]

sadananda

sadananda

Subhransu Sekhar
  • Published: Sunday, 03 January 2021
  • Updated: 03 January 2021, 06:07 PM IST

Sports

Latest News

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ ଅସୁସ୍ଥ। କର୍ଣ୍ଣାଟକର ଚିତ୍ରଦୁର୍ଗର ସହରର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। କାରରେ ବସିଥିବା ବେଳେ ସଦାନନ୍ଦ ଗୌଡ ସିଟରେ ଖସି ପଡିଥିଲେ।

ସୂଚନାଯୋଗ୍ୟ, ରକ୍ତଚାପ କମ୍ ଏବଂ ବ୍ଲଡ ସୁଗାର ପାଇଁ ସଦାନନ୍ଦ ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି ଜଣାପଡ଼ିଛି। କର୍ଣ୍ଣାଟକ କାର୍ଯ୍ୟନିର୍ବାହୀ ବୈଠକରେ ଯୋଗଦେଇ ଫେରୁଥିବା ବେଳେ ବିଜେପିର ଏହି ବରିଷ୍ଠ ନେତା ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି ଜଣାପଡ଼ିଛି। ନିକଟରେ ସଦାନନ୍ଦ କରୋନାରେ ସଂକ୍ରମିତ ହୋଇ ଆରୋଗ୍ୟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos