ମୋଦିଙ୍କ ବିରୋଧରେ ବିଜେପି ସହଯୋଗୀଙ୍କ ବିଦ୍ରୋହ!

ପାଟନା: ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବିଜେପି ଓ ତା’ର ସହଯୋଗୀଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏନ୍‌ଡିଏରେ ଥିବା ଅଣ ବିଜେପି ଦଳର ସନସ୍ୟମାନେ ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ ବୋଲି ମତ ଦେଉଥିବା ଆଜି କେନ୍ଦ୍ରମନ୍ତ୍ରୀ ତଥା ଆର୍‌ଏଲ୍‌ଏସ୍‌ପି ମୁଖ୍ୟ ଉପେନ୍ଦ୍ର କୁସୱାହ କହିଛନ୍ତି। ସେ କାହାର ନାଁ ନ ନେଇ ଥିଲେ […]

Untitled-1

Untitled-1

Hemant Lenka
  • Published: Saturday, 01 September 2018
  • Updated: 01 September 2018, 10:30 AM IST

Sports

Latest News

ପାଟନା: ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବିଜେପି ଓ ତା’ର ସହଯୋଗୀଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏନ୍‌ଡିଏରେ ଥିବା ଅଣ ବିଜେପି ଦଳର ସନସ୍ୟମାନେ ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ ବୋଲି ମତ ଦେଉଥିବା ଆଜି କେନ୍ଦ୍ରମନ୍ତ୍ରୀ ତଥା ଆର୍‌ଏଲ୍‌ଏସ୍‌ପି ମୁଖ୍ୟ ଉପେନ୍ଦ୍ର କୁସୱାହ କହିଛନ୍ତି। ସେ କାହାର ନାଁ ନ ନେଇ ଥିଲେ ହେଁ କିଛି ଏନ୍‌ଡିଏ ସଦସ୍ୟମାନେ ଏଭଳି ମତ ଦେଇ ମେଣ୍ଟ ଭାଙ୍ଗିବାକୁ ଚେଷ୍ଟା କରୁଥିବା କହିଛନ୍ତି।
କେନ୍ଦ୍ର ମାନବ ସମ୍ବଳ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ କୁସୱାହ ଏହା ପୂର୍ବରୁ ବିହାରରେ ବିଜେପି ସହ ମେଣ୍ଟ ନ କରିବା ପାଇଁ ସଙ୍କେତ ଦେଇଥିଲେ। ସେ କହିଥିଲେ, “ସ୍ୱାଦିଷ୍ଟ କ୍ଷୀରି ସେତେବେଳେ ପ୍ରସ୍ତୁତ ହୋଇପାରିବ ଯେତେବେଳେ ଯାଦବଙ୍କ ଘରୁ କ୍ଷୀର ଆସିବ। ଖାଲି ଯାଦବଙ୍କ କ୍ଷୀର ନୁହେଁ, କୁସୱାହଙ୍କ ଚାଉଳ ଯଦି ଏଥିରେ ମିଶିବ, ତା’ହେଲେ କ୍ଷୀରି ଅଧିକ ସ୍ୱାଦିଷ୍ଟ ହୋଇପାରିବ।” ଶ୍ରୀ କୁସୱାହଙ୍କ ଏଭଳି ମନ୍ତବ୍ୟ ପରେ ସେ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡି ସହ ମେଣ୍ଟ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା।
ଆଜି ଶ୍ରୀ କୁସୱାହ କହିଛନ୍ତି, “ ଏନ୍‌ଡିଏରେ ଥିବା ଯେଉଁ ସହଯୋଗୀମାନେ ମୋଦିଜୀ ପୁଣି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁନାହାନ୍ତି, ଏହା ପଛରେ ସେମାନଙ୍କର କିଛି ବ୍ୟକ୍ତିଗତ ସ୍ୱାର୍ଥ ରହିଛି। ଏପରି ମତ ଦେଇ ସେମାନେ ମେଣ୍ଟକୁ ଭାଙ୍ଗିବାକୁ ଚାହୁଁଛନ୍ତି। କିନ୍ତୁ ଆମ ଦଳ ମୋଦିଜୀ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story