ଉନ୍ନାଓ ଟ୍ରକ ଦୁର୍ଘଟଣା, ସିବିଆଇକୁ ଅଧିକ ୨ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉନ୍ନାଓ ଦୁର୍ଘଟଣା ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ଅଧିକ ୨ ସପ୍ତାହ ସମୟ ଦେଇଛନ୍ତି। ଆଜି ଏହି ଦୁର୍ଘଟଣା ମାମଲାର ଶୁଣାଣି ସମୟରେ ସିବିଆଇ ତଦନ୍ତ ପାଇଁ ଅଧିକ ୪ ସପ୍ତାହ ସମୟ ମାଗିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତା ଏବଂ ତାଙ୍କ ଓକିଲଙ୍କ ବୟାନ ରେକର୍ଡ ହୋଇପାରିନଥିବାରୁ ଅଧିକ ସମୟ ଦରକାର ବୋଲି ସିବିଆଇ ଆବେଦନ କରିଥିଲା। କିନ୍ତୁ କୋର୍ଟ ମାତ୍ର ୨ ସପ୍ତାହ ସମୟ ଦେଇଛନ୍ତି। ଏଥିସହ କୋର୍ଟ ଆହତ ଓକିଲଙ୍କୁ […]

supremecourt

supremecourt

Subhransu Sekhar
  • Published: Monday, 19 August 2019
  • Updated: 19 August 2019, 03:22 PM IST

Sports

Latest News

ନୂଆଦିଲ୍ଲୀ: ଉନ୍ନାଓ ଦୁର୍ଘଟଣା ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ଅଧିକ ୨ ସପ୍ତାହ ସମୟ ଦେଇଛନ୍ତି। ଆଜି ଏହି ଦୁର୍ଘଟଣା ମାମଲାର ଶୁଣାଣି ସମୟରେ ସିବିଆଇ ତଦନ୍ତ ପାଇଁ ଅଧିକ ୪ ସପ୍ତାହ ସମୟ ମାଗିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତା ଏବଂ ତାଙ୍କ ଓକିଲଙ୍କ ବୟାନ ରେକର୍ଡ ହୋଇପାରିନଥିବାରୁ ଅଧିକ ସମୟ ଦରକାର ବୋଲି ସିବିଆଇ ଆବେଦନ କରିଥିଲା। କିନ୍ତୁ କୋର୍ଟ ମାତ୍ର ୨ ସପ୍ତାହ ସମୟ ଦେଇଛନ୍ତି। ଏଥିସହ କୋର୍ଟ ଆହତ ଓକିଲଙ୍କୁ ୫ ଲକ୍ଷ ଟଙ୍କା ଦେବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତମାସ ଉତ୍ତର ପ୍ରଦେଶ ଉନ୍ନାଓ ପୀଡ଼ିତା ତାଙ୍କ ପରିବାର ସହ କାରରେ ରାଏବରେଲିରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ନମ୍ୱର ଘୋଡ଼ାଯାଇଥିବା ଏକ ଟ୍ରକ ଆସି ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଉନ୍ନାଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିବା ପରେ ମାମଲାର ତଦନ୍ତ ସିବିଆଇ କରୁଛି।

ଏବେ ଉଭୟ ପୀଡ଼ିତା ଏବଂ ତାଙ୍କ ଓକିଲ ଦିଲ୍ଲୀ ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଚାକିରୀ ଲୋଭ ଦେଖାଇ ବିଧାୟକ କୁଲଦୀପ ସେନଗାର ପୀଡ଼ିତାଙ୍କ ସହ ଦୁଇ ବର୍ଷ ତଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ ସିବିଆଇ କରୁଛି। ବିଧାୟକ ସେନଗାର ଏବେ ଦିଲ୍ଲୀ ତିହାର ଜେଲରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story