'ରାହୁଲ ଗାନ୍ଧୀଙ୍କ କଥା ମାନିଲେ ଦେଶର ସ୍ଥିତି ଇଟାଲୀ ଭଳି ହେବ'

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାନ୍ଧୀ ପରିବାର ଉପରେ ଜୋରଦାର ବର୍ଷିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଯୋଗୀ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଉଥିବା କରୋନା ପରାମର୍ଶକୁ କଟାକ୍ଷ କରିଛନ୍ତି। ଆଜି ଯୋଗୀଙ୍କ ଜନ୍ମଦିନ। ଏହି ଅବସରରେ ଯୋଗୀ ସାକ୍ଷାତକାର ଦେବା ବେଳେ କହିଛନ୍ତି, କରୋନା ପ୍ରସଙ୍ଗରେ ରାହୁଲ ଯାହା ପରାମର୍ଶ ଦେଉଛନ୍ତି ତାହା ଶୁଣିଲେ ଦେଶର ସ୍ଥିତି ଇଟାଲୀ ଭଳି ହେବ। ଇଟାଲୀ ପ୍ରଥମ ୟୁରୋପୀୟ ଦେଶ ଯିଏକି […]

yogi adityanath

yogi adityanath

Subhransu Sekhar
  • Published: Friday, 05 June 2020
  • Updated: 05 June 2020, 07:55 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାନ୍ଧୀ ପରିବାର ଉପରେ ଜୋରଦାର ବର୍ଷିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଯୋଗୀ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଉଥିବା କରୋନା ପରାମର୍ଶକୁ କଟାକ୍ଷ କରିଛନ୍ତି। ଆଜି ଯୋଗୀଙ୍କ ଜନ୍ମଦିନ। ଏହି ଅବସରରେ ଯୋଗୀ ସାକ୍ଷାତକାର ଦେବା ବେଳେ କହିଛନ୍ତି, କରୋନା ପ୍ରସଙ୍ଗରେ ରାହୁଲ ଯାହା ପରାମର୍ଶ ଦେଉଛନ୍ତି ତାହା ଶୁଣିଲେ ଦେଶର ସ୍ଥିତି ଇଟାଲୀ ଭଳି ହେବ।

ଇଟାଲୀ ପ୍ରଥମ ୟୁରୋପୀୟ ଦେଶ ଯିଏକି କରୋନାରେ ସଂକ୍ରମିତ ହୋଇଥିଲା। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ଭାରତ ତୁଳନାରେ ଅଧିକ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ଇଟାଲୀରେ ୨.୩୩ ଲକ୍ଷ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଥିବାବେଳେ 33,000 ରୁ ଅଧିକ ମୃତ୍ୟୁ ବରଣ କରିଛନ୍ତି। ଭାରତରେ ଏଯାବତ ୨.୨୬ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ୬,୩୪୮ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ଯ, ରାହୁଲ ଗାନ୍ଧୀ ଲକଡାଉନକୁ ନେଇ ପ୍ରଶ୍ନ ଉଠାଇଥିଲେ। ଲକଡାଉନ୍ ପାଇଁ ଦେଶର ଆର୍ଥିକ ସ୍ଥିତି ଖରାପ ହେଉଛି। ସରକାର କରୋନା ମୁକାବିଲା କରିବାରେ ବିଫଳ ହୋଇଛନ୍ତି। ଲକଡାଉନରୁ ବାହାରିବାକୁ କେନ୍ଦ୍ର ସରକାର ବାଟ ପାଉ ନାହାନ୍ତି ବୋଲି କହିଥିଲେ ରାହୁପଲ ଗାନ୍ଧୀ। ଏଥିସହ କିଛି ବିଶେଷଜ୍ଞଙ୍କ ସହ ରାହୁଲ କଥା ହୋଇ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହାବାଦ ଉତ୍ତର ପ୍ରଦେଶ ସରକାରକୁ ମଧ୍ୟ ଉଭୟ ରାହୁଲ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ସମାଲୋଚନା କରିଥିଲେ।

କରୋନା ମହାମାରୀ ବେଳେ ବିରୋଧୀ ଏଠି ରାଜନୀତି କରିବାକୁ ପ୍ରୟାସ କରୁଛନ୍ତି। ଆଉ କଂଗ୍ରେସ ଯେଉଁ ସବୁ ଅଭିଯୋଗ ଆଣିଛି ରାଜ୍ୟ ସରକାର ବିରୋଧରେ ତାହା ସମ୍ପୂର୍ଣ୍ଣ ମିଛ। ମିଛ କହିବା ଗାନ୍ଧୀ ପରିବାରର ଜିନରେ ଅଛି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story