ସରକାରୀ ବୈଠକକୁ ମୋବାଇଲ୍‌ ଫୋନ୍‌ ମନା

ଲକ୍ଷ୍ନୌ: ଏଣିକି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ହେଉଥିବା ଯେକୌଣସି ବୈଠକରେ ଯୋଗଦେବା ବେଳେ ମନ୍ତ୍ରୀ କିମ୍ବା ସରକାରୀ ବାବୁମାନେ ସାଙ୍ଗରେ ମୋବାଇଲ୍ ଫୋନ ନେଇ ପାରିବେ ନାହିଁ। କ୍ୟାବିନେଟ୍‌ ମିଟିଂ ବେଳେ ମଧ୍ୟ ଏଭଳି ନିୟମ ଲାଗୁ ହେବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ନିୟମ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “କ୍ୟାବିନେଟ୍‌ ଏବଂ ଅନ୍ୟ ସରକାରୀ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା […]

i

i

Hemant Lenka
  • Published: Saturday, 01 June 2019
  • Updated: 01 June 2019, 05:20 PM IST

Sports

Latest News

ଲକ୍ଷ୍ନୌ: ଏଣିକି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ହେଉଥିବା ଯେକୌଣସି ବୈଠକରେ ଯୋଗଦେବା ବେଳେ ମନ୍ତ୍ରୀ କିମ୍ବା ସରକାରୀ ବାବୁମାନେ ସାଙ୍ଗରେ ମୋବାଇଲ୍ ଫୋନ ନେଇ ପାରିବେ ନାହିଁ। କ୍ୟାବିନେଟ୍‌ ମିଟିଂ ବେଳେ ମଧ୍ୟ ଏଭଳି ନିୟମ ଲାଗୁ ହେବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ନିୟମ ଲାଗୁ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଫିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “କ୍ୟାବିନେଟ୍‌ ଏବଂ ଅନ୍ୟ ସରକାରୀ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥାଏ। କିନ୍ତୁ ମୋବାଇଲ୍‌ ଫୋନ୍‌ ଯୋଗୁ ସେମାନେ ଉକ୍ତ ପ୍ରସଙ୍ଗ ଉପରେ ଫୋକସ କରିପାରନ୍ତିନାହିଁ। ତେଣୁ ଏଣିକି ବୈଠକରେ ଆଲୋଚିତ ହେଉଥିବା ପ୍ରସଙ୍ଗ ଉପରେ ମନ୍ତ୍ରୀ ଓ ଅଫିସରମାନେ କେମିତି ଅଧିକ ଧ୍ୟାନ ଦେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ବୈଠକ ସମୟରେ ଏକାଧିକ ମନ୍ତ୍ରୀ ହ୍ୱାଟସ୍‌ଆପରେ ଆସିଥିବା ମେସେଜ୍‌ ପଢ଼ିବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଥିଲା। ଏଥିସହ ବୈଠକରେ ଗୁପ୍ତ ଏଜେଣ୍ଡା ମଧ୍ୟ ବେଳେ ବେଳେ ଲିକ୍‌ ହେବାର ଆଶଙ୍କା ରହୁଥିଲା। ହେଲେ ଏବେ ଏସବୁ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି।”

ପୂର୍ବରୁ ମନ୍ତ୍ରୀମାନେ ମୋବାଇଲ୍‌ ଫୋନ୍‌ ନେଉଥିଲେ ହେଁ ଏହାକୁ ସାଇଲେଣ୍ଟ କରି ରଖୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story