ଉତ୍ତର ପ୍ରଦେଶରେ ଅନରକିଲିଂ: ଗର୍ଭବତୀ ହେବାରୁ ନାବାଳିକା ଝିଅକୁ ହତ୍ୟା କଲା ବାପା

ଶାହାଜାହାନପୁର: ପୁଣିଥରେ ଉତ୍ତର ପ୍ରଦେଶରୁ ସାଂଘାତିକ ଖବର ସାମ୍ନାକୁ ଆସିଛି। ଜଣେ ୧୪ ବର୍ଷୀୟ ଝିଅ ଗର୍ଭବତୀ ହେବାରୁ ତା’କୁ ତା’ର ବାପା ଓ ବଡ଼ ଭାଇ ମିଳିତ ଭାବେ ହତ୍ୟା କରିଛନ୍ତି। ବଡ଼ ଭାଇ ଓ ବାପା ନାବାଳିକାଟିକୁ କିଏ ଗର୍ଭବତୀ କଲା ବୋଲି ପ୍ରଶ୍ନ ବାରମ୍ବାର ପଚାରି ନିରାଶ ହେବାରୁ ଏଭଳି ଚରମ ପଦକ୍ଷେପ ଉଠାଇ ଥିବା ଜଣାପଡ଼ିଛି। ଉତ୍ତର ପ୍ରଦେଶର ଶାହାଜାହାନପୁରରେ ଘଟିଥିବା ଏହି ଅନରକିଲିଂକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। […]

yu

yu

Hemant Lenka
  • Published: Wednesday, 07 October 2020
  • Updated: 07 October 2020, 05:15 PM IST

Sports

Latest News

ଶାହାଜାହାନପୁର: ପୁଣିଥରେ ଉତ୍ତର ପ୍ରଦେଶରୁ ସାଂଘାତିକ ଖବର ସାମ୍ନାକୁ ଆସିଛି। ଜଣେ ୧୪ ବର୍ଷୀୟ ଝିଅ ଗର୍ଭବତୀ ହେବାରୁ ତା’କୁ ତା’ର ବାପା ଓ ବଡ଼ ଭାଇ ମିଳିତ ଭାବେ ହତ୍ୟା କରିଛନ୍ତି। ବଡ଼ ଭାଇ ଓ ବାପା ନାବାଳିକାଟିକୁ କିଏ ଗର୍ଭବତୀ କଲା ବୋଲି ପ୍ରଶ୍ନ ବାରମ୍ବାର ପଚାରି ନିରାଶ ହେବାରୁ ଏଭଳି ଚରମ ପଦକ୍ଷେପ ଉଠାଇ ଥିବା ଜଣାପଡ଼ିଛି।

ଉତ୍ତର ପ୍ରଦେଶର ଶାହାଜାହାନପୁରରେ ଘଟିଥିବା ଏହି ଅନରକିଲିଂକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ସ୍ଥାନୀୟ ଏସ୍‌ପି ଏସ୍‌ ଆନନ୍ଦ କହିଛନ୍ତି, ସିଧାଉଲି ଅନ୍ତର୍ଗତ ଦୁହ୍ଲାପୁର ଗାଁରେ ପ୍ରଥମେ ଲୋକମାନେ ଗୋଟିଏ ମୁଣ୍ଡ ବିହୀନ ନାବାଳିକାର ଶବ ଦେଖିଥିଲେ। ସେମାନେ ତୁରନ୍ତ ପୁଲିସ୍‌କୁ ଏ ସମ୍ପର୍କରେ ଖବର ଦେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ନାବାଳିକା ଜଣଙ୍କ ୬ ମାସର ଗର୍ଭବତୀ ଥିଲେ। ତାଙ୍କ ପରିବାର ଲୋକ ପିଲାର ବାପା ସମ୍ପର୍କରେ ଜାଣିବା ପାଇଁ ଝିଅକୁ ପଚାରିଥିଲେ। ହେଲେ ସେ ଚୁପ ରହିବାରୁ ଝିଅଟିକୁ ତାଙ୍କ ବାପା ଓ ଭାଇ ମିଳିତ ଭାବେ ହତ୍ୟା କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଅନରକିଲିଂ ଭଳି ଲାଗୁଛି।

ପରିବାର ଲୋକ କହିଛନ୍ତି ଯେ ସେପ୍ଟେମ୍ବର ୨୪ରେ ହିଁ ଝିଅର ହତ୍ୟା ହୋଇଥିଲା। କିନ୍ତୁ ସେମାନେ ପୁଲିସ୍‌ରେ ଅଭିଯୋଗ କରି ନଥିଲେ। ପରିବାର ଲୋକ ଝିଅର ସମ୍ପର୍କ ରହିଥିବା ବ୍ୟକ୍ତିଙ୍କ ସହ ତାଙ୍କର ବାହାଘର କରାଇବାକୁ ଚାହୁଁଥିଲେ। ଏଥିପାଇଁ ସେମାନେ ଝିଅକୁ ଗର୍ଭବତୀ କରିଥିବା ଲୋକର ନାଁ ପଚାରୁଥିଲେ। ହେଲେ ଝିଅ କିଛି ନ କହିବାରୁ ବାପା ହିଁ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏଥିରେ ତାଙ୍କ ଭାଇ ମଧ୍ୟ ସହଯୋଗ କରିଥିଲେ।

ଝିଅକୁ ହତ୍ୟା କରିବା ପରେ ସେମାନେ ତା’ର ମୁଣ୍ଡଟିକୁ କାଟି ସ୍ଥାନୀୟ ଡ୍ରେନରେ ପକାଇ ଦେଇଥିଲେ। ପୁଲିସ୍‌ ମାମଲା ରୁଜୁ କରି ବାପାକୁ ଗିରଫ କରିଥିବା ବେଳେ ବଡ଼ ଭାଇ ଫେରାର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story