ସ୍କୁଲ ଶିକ୍ଷୟିତ୍ରୀଙ୍କ ମାସିକ ଦରମା କୋଟିଏ ଟଙ୍କା!

ଲକ୍ଷ୍ନୌ: ଅନାମିକା ଶୁକ୍ଳା ଜଣେ ଶିକ୍ଷୟିତ୍ରୀ। ସେ ଉତ୍ତର ପ୍ରଦେଶର ଅନାମିକା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତ। ହେଲେ ତାଙ୍କ ଦରମା କୋଟିଏ ଟଙ୍କା। ତେର ମାସ ଧରି ରାଜ୍ୟ ସରକାର ତାଙ୍କ ଆକାଉଣ୍ଟରେ ମାସକୁ କୋଟିଏ ଟଙ୍କା ଦରମା ବାବଦରେ ଜମା କରିଛନ୍ତି। ଏହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରୁଥିବ। ତେବେ ଏହାପଛରେ ଥିବା କାରଣ ସେତେବେଳେ ଜଣାପଡ଼ିଲା ଯେତେବେଳେ ରାଜ୍ୟ ସରକାର ସ୍କୁଲ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କର ଡିଜିଟାଲ […]

teacher

teacher

Subhransu Sekhar
  • Published: Friday, 05 June 2020
  • Updated: 05 June 2020, 01:56 PM IST

Sports

Latest News

ଲକ୍ଷ୍ନୌ: ଅନାମିକା ଶୁକ୍ଳା ଜଣେ ଶିକ୍ଷୟିତ୍ରୀ। ସେ ଉତ୍ତର ପ୍ରଦେଶର ଅନାମିକା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତ। ହେଲେ ତାଙ୍କ ଦରମା କୋଟିଏ ଟଙ୍କା। ତେର ମାସ ଧରି ରାଜ୍ୟ ସରକାର ତାଙ୍କ ଆକାଉଣ୍ଟରେ ମାସକୁ କୋଟିଏ ଟଙ୍କା ଦରମା ବାବଦରେ ଜମା କରିଛନ୍ତି। ଏହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରୁଥିବ। ତେବେ ଏହାପଛରେ ଥିବା କାରଣ ସେତେବେଳେ ଜଣାପଡ଼ିଲା ଯେତେବେଳେ ରାଜ୍ୟ ସରକାର ସ୍କୁଲ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କର ଡିଜିଟାଲ ଡାଟା ବେସ ତିଆରି କଲେ। ଏଥିରୁ ଜଣାପଡ଼ିଲା ଅନାମିକା ଶୁକ୍ଳାଙ୍କ ନାମ ରାଜ୍ୟର ଭିନ୍ନ ଭିନ୍ନ ୨୫ଟି ଜଲ୍ଲାରେ ଥିବା କସ୍ତୁରବା ବାଳିକା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବରେ ନିୟୋଜିତ ଅଛନ୍ତି। ଏହା ଜଣାପଡ଼ିବା ମାତ୍ରେ ସରକାର ନିଜ ତ୍ରୁଟି ସୁଧାରିଛନ୍ତି ଏବଂ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅନାମିକା ଶୁକ୍ଳାଙ୍କ ମାସିକ ଦରମା ହେଉଛି ୩୦ ହଜାର ଟଙ୍କା। କିନ୍ତୁ ୨୦୨୦ ଫେବୃଆରୀ ସୁଦ୍ଧା ୧୩ ମାସ ଧରି ତାଙ୍କ ଆକାଉଣ୍ଟରେ କୋଟିଏ ଲେଖାଏଁ ଟଙ୍କା ଦରମା ଆକାରରେ ଜମା ହେଉଥିଲା। ଖାଲି ଏତିକି ନୁହେଁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରେରଣା ଉପସ୍ଥାପନ ପୋର୍ଟାଲରେ ମଧ୍ୟ ତାଙ୍କର ଉପସ୍ଥାପନ ୨୫ଟି ସ୍କୁଲରେ ସଠିକ ଭାବରେ ପଡ଼ୁଥିଲା। ଏହା ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଆଶ୍ଚର୍ଯ୍ୟ କରିଛି। ଏହାର ତଦନ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

କିନ୍ତୁ ଆଶ୍ଚର୍ଯ୍ୟର କଥା ନିଜେ ଶିକ୍ଷୟିତ୍ରୀ ଅନାମିକ ଶୁକ୍ଳା ମଧ୍ୟ ଏତେ ପରିମାଣର ଟଙ୍କା ତାଙ୍କ ଆକାଉଣ୍ଟକୁ ଆସୁଥିବା ନେଇ କେବେ କୌଣସି ଉପରସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିନଥିବା ଜଣାପଡ଼ିଛି। ସେହିପରି ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ କି ନାହିଁ ସେ ନେଇ କିଛି ସୂଚନା ଦିଆଯାଇ ନାହିଁ।

ସୂଚନାଯୋଗ୍ୟ, ନିକଟରେ ରାଜ୍ୟ ସରକାର ମାନବ ସମ୍ପଦ ପୋର୍ଟାଲ ତିଆରି କରିଛନ୍ତି। ଏହି ପୋର୍ଟାଲରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କର ଜଏନିଂ ଏବଂ ଅବସର ତାରିଖ ସହିତ ପ୍ରମୋଶନ ତାରିଖ ମଧ୍ୟ ଉଲ୍ଲେଖ ରହିଛି। ରେକର୍ଡ ଅପଲୋଡ ହେବା ପରେ ୨୫ଟି ସ୍କୁଲରେ ଅନାମିକା ଶୁକ୍ଳାଙ୍କ ନାମ ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story