ୟୁରୋପରୁ ବ୍ରିଟେନକୁ ଶୀଘ୍ର ଅଲଗା କରିବା ପାଇଁ ତତ୍ପରତା

ବ୍ରସେଲ୍ସ: ୟୁରୋପୀୟ ନେତାମାନେ ବ୍ରିଟେନକୁ ୟୁରୋପରୁ ଶୀଘ୍ର ଅଲଗା କରିବା ପାଇଁ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ‘ବ୍ରେକ୍ସିଟ୍’ ସକଂଟ ଆନ୍ତର୍ଜାତିକ ସମସ୍ୟା ଭାବେ ଉଭା ହେବା ପରେ ଆମେରିକାର ବରିଷ୍ଢ ରାଜନୀତଜ୍ଞ ଜନ୍ କେରୀ ଆଲେ।ଚନାରେ ଭାଗ ନେବା ପାଇଁ ଏଠାରେ ପହଞ୍ଚିଛନ୍ତି। ବ୍ରିଟେନ୍ ୟୁରୋପକୁ ଛାଡ଼ିବା ସପକ୍ଷରେ ମତଦାନ କରିବାର ପ୍ରଭାବ ୟୁରୋପର ବାକି ସଦସ୍ୟ ଦେଶଙ୍କ ଉପରେ ପଡ଼ିବାର ଆଶଙ୍କା ଦେଖା ଦେଇଛି। ଜର୍ମାନୀର ଚାନସେଲର ଏଞ୍ଜେଲା ମେ।ର୍କେଲ୍ ଆଜି ବର୍ଲିନରେ ଫ୍ରାନ୍ସ, ଇଟାଲୀ ଏବଂ ୟୁରୋପିୟ ସଂଘର ନେତାମାନଙ୍କ ସହିତ ଆଲେ।ଚନା କରିବେ।

ଆହୁରି ପଢ଼ନ୍ତୁ

୭୫୦ ମେଗାୱାଟ ରେୱା ସୌର ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କେରଳ ହାତୀ ମୃତ୍ୟୁ: ଓଡ଼ିଶା ସମେତ ୧୨ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ଶହୀଦ ପୁଲିସଙ୍କ ସମ୍ପର୍କୀୟ କହିଲେ ଯୋଗୀ ରୁଦ୍ରଙ୍କ ଅବତାର

ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ରାଜନୀତିକ ଲିଙ୍କ୍

ଫି’ ଛାଡ଼ ବାବଦରେ ହାଇକୋର୍ଟ ନିଷ୍ପତ୍ତି ନେବେ

ଚୀନକୁ ବଡ଼ ଝଟକା

କେମିତି ପ୍ରାଣ ହରାଇଲା ବିକାଶ ଦୁବେ, କେଉଁ ସବୁ ସ୍ଥାନରେ ବାଜିଛି ଗୁଳି

୮ ପୁଲିସ୍‌ ସହିଦ ହେବା ପରଠୁ ବିକାଶ ଦୁବେର ଏନକାଉଣ୍ଟର: ଜାଣନ୍ତୁ ପୂରା ଘଟଣାକ୍ରମ

ପରିବାର ପାଇଁ ଭଉଣୀ ଓ ତାଙ୍କ ପ୍ରେମିକଙ୍କୁ ହତ୍ୟା, ଘଟଣାକୁ ଦେଖିଥିବା ଭାଇକୁ ବି ମାରିଦେଲା ବ୍ୟକ୍ତି

ଭାରତରେ କାରବାର ବଢ଼ାଇବ ଆମାଜନ, ଜାଣନ୍ତୁ କେତେ ଟଙ୍କା ନିବେଶ କଲା

ଆମେରିକା ଆକାଶରେ ଉଡ଼ିବନି ପାକିସ୍ତାନ ବିମାନ

ଆଜି ବି ବଞ୍ଚିଛି ମାନବିକତା, ଦେଖନ୍ତୁ ଏହି ଭିଡିଓ