ଅନୁପ୍ରବେଶକୁ ନେଇ ବେଜିଂକୁ ନାଲି ଆଖି ଦେଖାଇଲା ଆମେରିକା

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ଥିବା ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନର ଅନୁପ୍ରବେଶ ଉଦ୍ୟମକୁ ନେଇ କଡ଼ା ଟିପ୍ପଣୀ କରିଛି ଆମେରିକା। ଚୀନ୍‌ର ଏଭଳି ଆକ୍ରମଣାତ୍ମକ କାମ ଏବଂ ବିସ୍ତାରବାଦୀ ମନୋଭାବକୁ ବିରୋଧ କରିଛି ଆମେରିକା। ଆମେରିକାର ଡେପୁଟି ସେକ୍ରେଟେରୀ ଷ୍ଟିଫେନ୍ ବିଗାନ୍ କହିଛନ୍ତି ଯେ ଚୀନ୍ ବର୍ତ୍ତମାନ ମଧ୍ୟ ସବୁ ଦିଗରେ ବିସ୍ତା କରିବାକୁ ଚାହୁଁଛି। ଅନ୍ୟ ଦେଶର ସୀମା ଏବଂ ଜମିକୁ ଦଖଲ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛି। ଯାହାକି ଭୁଲ୍। ଚୀନ୍‌ର […]

stephen-biegun ON CHINA

stephen-biegun ON CHINA

Subhransu Sekhar
  • Published: Tuesday, 01 September 2020
  • Updated: 01 September 2020, 04:43 PM IST

Sports

Latest News

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ଥିବା ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନର ଅନୁପ୍ରବେଶ ଉଦ୍ୟମକୁ ନେଇ କଡ଼ା ଟିପ୍ପଣୀ କରିଛି ଆମେରିକା। ଚୀନ୍‌ର ଏଭଳି ଆକ୍ରମଣାତ୍ମକ କାମ ଏବଂ ବିସ୍ତାରବାଦୀ ମନୋଭାବକୁ ବିରୋଧ କରିଛି ଆମେରିକା।

ଆମେରିକାର ଡେପୁଟି ସେକ୍ରେଟେରୀ ଷ୍ଟିଫେନ୍ ବିଗାନ୍ କହିଛନ୍ତି ଯେ ଚୀନ୍ ବର୍ତ୍ତମାନ ମଧ୍ୟ ସବୁ ଦିଗରେ ବିସ୍ତା କରିବାକୁ ଚାହୁଁଛି। ଅନ୍ୟ ଦେଶର ସୀମା ଏବଂ ଜମିକୁ ଦଖଲ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛି। ଯାହାକି ଭୁଲ୍। ଚୀନ୍‌ର ସମସ୍ତ ରଣନୀତି ଉପରେ ଆମେରିକା ନଜର ରଖିଛି। ଆମେରିକା ଚୀନର ଏଭଳି ପ୍ରୟାସକୁ ସଫଳ ହେବାକୁ ଦେବନି ବୋଲି ସେ କହିଛନ୍ତି।

ଏବେ ସବୁ ଅଞ୍ଚଳରେ ଚୀନକୁ ପଛକୁ ଠେଲିବା ଆମର ରଣନୀତି। ଆମେ ଅନ୍ୟ ଦେଶର ସୁରକ୍ଷା ପାଇଁ ଏହା କରୁଛୁ। ଖାଲି ସୁରକ୍ଷା ନୁହଁ ଆର୍ଥିକ ଦୃଷ୍ଟିରୁ ଚୀନକୁ ଚେକ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି ବୋଲି ଆମେରିକାର ଏହି ସରକାର ଅଧିକାରୀ କହିଛନ୍ତି।

ସୋମବାର ଆମେରିକା-ଭାରତ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (USISPF) ର ଏକ ଶିଖର ସମ୍ମିଳନୀରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ରିଚାର୍ଡ ଭର୍ମାଙ୍କ ସହ କଥାବାର୍ତ୍ତା ବେଳେ ବିଗାନ୍ ଏହା କହିଛନ୍ତି।

ଶତାବ୍ଦୀର ପ୍ରାରମ୍ଭରେ ଚୀନ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପରେ ଅନେକ ଅନ୍ତର୍ଜାତୀୟ ଅନୁଷ୍ଠାନ ଉପରେ ମଧ୍ୟ ପ୍ରଭାବ ପକାଇବାକୁ ଚେଷ୍ଟା କରିଛି। ଯାହା ଆମେରିକାର ଦୃଷ୍ଟିକୋଣରୁ ଗ୍ରହଣୀୟ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story