ନାସା କହିଲା ରାମସେତୁ ସୁପର ହନୁମାନଙ୍କ କୃତି, ରବିଶଙ୍କର କହିଲେ ବିଜ୍ଞାନର ସ୍ୱିକୃତୀ ପରେ ନ ରହୁ କନଫ୍ୟୁଜନ୍‌

ନୂଆଦିଲ୍ଲୀ: ରାମାୟଣ ବର୍ଣ୍ଣିତ ରାମ ସେତୁକୁ ନେଇ ନାସାର ନୂଆ ତଥ୍ୟ। ସାମନାକୁ ଆସିବାପରେ ଏହାକୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ଜିଓ ସାଇଣ୍ଟିଷ୍ଟମାନେ ଏହାକୁ ମନୁଷ୍ୟକୃତ କହିବା ପରେ ବିଭିନ୍ନ ମହଲରୁ ଆସୁଛି ପ୍ରତିକ୍ରିୟା।  ଐତିହାସିକଙ୍କ ପରେ ବୈଜ୍ଞାନିକମାନେ ମଧ୍ୟ ଏହି ଯୁକ୍ତିକୁ ସ୍ୱିକାର କରିଥିବା କହିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର।  ସେପଟେ ଏହି ତଥ୍ୟ ପରବର୍ତ୍ତୀ ଗବେଷଣା ପାଇଁ ରାସ୍ତା ଫିଟାଇବ ବୋଲି ମତ ପ୍ରକାଶ ପାଇଛି।

ବାସ୍ତବ ନା କାଳ୍ପନିକ

ଭାରତ ମହାସାଗରରେ ଥିବା ରାମ ସେତୁ  ବାସ୍ତବ ନା କାଳ୍ପନିକ? ସତରେ କ’ଣ ପ୍ରଭୁ ରାମଚନ୍ଦ୍ର ବାନର ସେନା ସହ ଲଙ୍କା ଯିବାକୁ ଏହି ସେତୁର ନିର୍ମାଣ କରିଥିଲେ? କାହିଁ କେଉଁ କାଳରୁ ବିତର୍କ ଚାଲି ଆସିଥିବା ବେଳେ ଆମେରିକାର ମହାକାଶ ଗବେଷଣା ସଂସ୍ଥା-ନାସାର ତଥ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ରାମ ସେତୁ ମନୁଷ୍ୟକୃତ ବୋଲି ମତ ଦେଇଛନ୍ତି ନାସାର ଭୁ-ବିଜ୍ଞାନୀ।  ଏହା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର କହିଛନ୍ତି ଯେ, ରାମସେତୁକୁ ପୂର୍ବରୁ ଐତିହାସିକ ସ୍ୱକୃତୀ ମିଳିଥିଲା।  ଏବେ ଏହା ବିଜ୍ଞାନ ସିଦ୍ଧ ହୋଇଛି।  ଯିଏ ଏହାକୁ  ଅସ୍ୱିକାର କରିବ, ସେ କ୍ଷୁଦ୍ରବୁଦ୍ଧି ସମ୍ପନ୍ନ ବ୍ୟକ୍ତି ବୋଲି କଟକରେ ଅନୁଷ୍ଠିତ  ଜାତୀୟ କର୍ମଶାଳାରେ ଯୋଗଦେବା ଅବସରରେ କହିଛନ୍ତି ଶ୍ରୀ ଶ୍ରୀ ରବିଶଙ୍କର।   ରାମସେତୁ କୌଣସି ସୁପର ହନୁମାନଙ୍କ ଆଶ୍ଚର୍ଯ୍ୟକର କୃତି । ନିକଟରେ ଏହି ମତ ଦେଇଛନ୍ତି ଆମେରିକାର ମହାକାଶ  ବିଜ୍ଞାନ ଗବେଷଣା ସଂସ୍ଥା ନାସା । ଭାରତରୁ-ଶ୍ରୀଲଙ୍କାକୁ ସମୁଦ୍ରପଥରେ ଯୋଡିବା ପାଇଁ ୪୮ କିଲୋମିଟର ଦୀର୍ଘ ସେତୁ ନିର୍ମାଣ କରାଯାଇଥିବା ଗବେଷଣାରୁ ସ୍ପଷ୍ଟ ହୋଇଥିବା  ନାସା କହିଛି।  ଦୁଇ ଭୂ-ଭାଗ ମଧ୍ୟରେ ଥିବା ସମୁଦ୍ର ମଧ୍ୟସ୍ଥ ପଥର ଚଟାଣ ସମ୍ପୂର୍ଣ୍ଣ ପ୍ରାକୃତିକ।  କିନ୍ତୁ ଏହା ଉପରେ ପଡିଥିବା ପଥର ଅନ୍ୟସ୍ଥାନରୁ ଆଣି ଏଠାରେ ପକାଯାଇଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି ।

କ’ଣ କହୁଛି ନାସା

ନାସାର ତଥ୍ୟ ଅନୁସାରେ ସମୁଦ୍ର ଗର୍ଭରେ ଥିବା ପଥର ପ୍ରାୟ ୭ ହଜାର ବର୍ଷ ପୁରୁଣା ହୋଇଥିବାବେଳେ ଏହା ଉପରେ ପକାଯାଇଥିବା ପଥର ଶୃଙ୍ଖଳ ପ୍ରାୟ ୪ ହଜାର ବର୍ଷ ପୁରୁଣା।  ରାମାୟଣ ଅନୁଯାୟୀ ଏହି ସେତୁର ବୟସ ପ୍ରାୟ ୩ ହଜାର ୫ଶହ ବର୍ଷ ହେବ।

Ordigital Desk
• Published: Thursday, 14 December 2017
• Updated: 14 December 2017, 09:52 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos