ମହାମାରୀ କରୋନାକୁ ରୋକିବା ପାଇଁ ଟିକା ଯଥେଷ୍ଟ ନୁହେଁ: ହୁ’ ମୁଖ୍ୟ

ୱାଶିଂଟନ: କରୋନା ଭାଇରସ କବଳରେ ପଡ଼ି ଛଟପଟ ହେଉଥିବା ସାରା ବିଶ୍ୱର ନଜର ଟିକା ଉପରେ ରହିଛି। କେବେ ଟିକା ଆସିବ ଓ ବିଶ୍ୱବାସୀ କରୋନା ମହାମାରୀରୁ ରକ୍ଷା ପାଇବେ, ତା’ ଉପରେ ସମସ୍ତେ ଫୋକସ କରିଛନ୍ତି। ହେଲେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରିୟସ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମହାମାରୀ କରୋନକୁ ରୋକିବା ପାଇଁ ଟିକା ଯଥେଷ୍ଟ ନୁହେଁ। ଟିକା ମିଳିଗଲେ ଯେ କରୋନା ସଂକ୍ରମଣର ଭୟ ଟଳିଯିବ, […]

uj

uj

Hemant Lenka
  • Published: Monday, 16 November 2020
  • Updated: 16 November 2020, 08:14 PM IST

Sports

Latest News

ୱାଶିଂଟନ: କରୋନା ଭାଇରସ କବଳରେ ପଡ଼ି ଛଟପଟ ହେଉଥିବା ସାରା ବିଶ୍ୱର ନଜର ଟିକା ଉପରେ ରହିଛି। କେବେ ଟିକା ଆସିବ ଓ ବିଶ୍ୱବାସୀ କରୋନା ମହାମାରୀରୁ ରକ୍ଷା ପାଇବେ, ତା’ ଉପରେ ସମସ୍ତେ ଫୋକସ କରିଛନ୍ତି। ହେଲେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରିୟସ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ମହାମାରୀ କରୋନକୁ ରୋକିବା ପାଇଁ ଟିକା ଯଥେଷ୍ଟ ନୁହେଁ। ଟିକା ମିଳିଗଲେ ଯେ କରୋନା ସଂକ୍ରମଣର ଭୟ ଟଳିଯିବ, ତାହା ଭାବିବା ମଧ୍ୟ ଭୁଲ। କରୋନା ଭାଇରସ ସହ ଲଢ଼େଇ ପାଇଁ ଆମେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଟିକା ଅନ୍ୟତମ ଅସ୍ତ୍ର ଭାବେ ସାମିଲ ହେବ। ହେଲେ ଏହା ଅନ୍ୟମାନଙ୍କ ବଦଳରେ ଏକାକୀ ଲଢ଼େଇ କରି ଗେମ ଚେଞ୍ଜର ସାବ୍ୟସ୍ତ ହେବନାହିଁ। ଗୋଟିଏ ଟିକା ମିଳିଗଲେ ଯେ ମହାମାରୀ କରୋନାକୁ ଆମେ ଜିତିଯିବା, ତା’ହା ଭାବିବା ଭୁଲ।

କରୋନା ଟିକା ଆସିଲେ ପ୍ରଥମେ କଟକଣା ମଧ୍ୟରେ ଏହାକୁ ବିତରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକ ଓ ସଂକ୍ରମଣ ଆଶଙ୍କା ଅଧିକ ବର୍ଗରେ ଆସୁଥିବା ଲୋକଙ୍କୁ ଦିଆଯିବ। ଏହାଦ୍ୱାରା ମୃତ୍ୟୁସଂଖ୍ୟା କମ ହୋଇପାରିବ ଓ ସ୍ୱାସ୍ଥ୍ୟସେବା ଉପରେ ପଡ଼ିଥିବା ଅତିରିକ୍ତ ଚାପ ଦୂର ହୋଇପାରିବ।

ଏହା ସତ୍ତ୍ୱେ ଭାଇରସ ଜଣଙ୍କ ଠାରୁ ଆଉ ଜଣଙ୍କ ଶରୀରକୁ ବ୍ୟାପିବାର ଭୟ ରହିଛି। ସର୍ଭେଲାନ୍ସ ଦରକାର ଓ ଟେଷ୍ଟ ମଧ୍ୟ ଜାରି ରହିବା ଉଚିତ। ଆଇସୋଲେସନ ଓ ଚିକିତ୍ସା ବି ଜରୁରୀ। ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ସତର୍କତା ଟିକା ଆସିବା ପରେ ମଧ୍ୟ ବଜାୟୀ ରଖିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story