ରାଜନେତାଙ୍କ ମଧ୍ୟରେ ମୋଦି, ଦେଶରେ ତାମିଲ ସୁପରଷ୍ଟାର ବିଜୟ ପ୍ରଥମ

ନୂଆଦିଲ୍ଲୀ: ଚଳିତ ବର୍ଷ ସବୁଠାରୁ ଅଧିକ ରି-ଟ୍ୱିଟ ହୋଇଛି ତାମିଲ ସୁପରଷ୍ଟାର ଥାଲାପତି ବିଜୟଙ୍କର ଗୋଟିଏ ଟ୍ୱିଟ। ବିଜୟ ଫେବୃଆରୀ ୧୦ରେ ନିଜର ଫ୍ୟାନ୍‌ମାନଙ୍କ ସହ ନେୟଭଲି ଠାରେ ଉଠାଇଥିବା ଗୋଟିଏ ଚମତ୍କାର ସେଲଫିକୁ ଟ୍ୱିଟ କରିଥିଲେ। ରାତାରାତି ଏହା ଭାଇରାଲ ହୋଇଯାଇଥିଲା। ବିଜୟଙ୍କର ଏହି ଟ୍ୱିଟକୁ ୧୪୫,୦୦୦ ଥର ରି-ଟ୍ୱିଟ କରାଯାଇଛି। ସେହିପରି ୨୦୨.୧କେ ଲୋକ ଏଥିରେ କମେଣ୍ଟ କରିଥିବା ବେଳେ ୩୮୦.୩କେ ଲୋକ ଏହାକୁ ଲାଇକ କରିଛନ୍ତି। ୨୦୨୦ରେ ଯେତେ ଟ୍ୱିଟ ହୋଇଥିଲା, ସେଗୁଡ଼ିକ […]

3

3

Hemant Lenka
  • Published: Tuesday, 08 December 2020
  • Updated: 08 December 2020, 06:31 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ସବୁଠାରୁ ଅଧିକ ରି-ଟ୍ୱିଟ ହୋଇଛି ତାମିଲ ସୁପରଷ୍ଟାର ଥାଲାପତି ବିଜୟଙ୍କର ଗୋଟିଏ ଟ୍ୱିଟ। ବିଜୟ ଫେବୃଆରୀ ୧୦ରେ ନିଜର ଫ୍ୟାନ୍‌ମାନଙ୍କ ସହ ନେୟଭଲି ଠାରେ ଉଠାଇଥିବା ଗୋଟିଏ ଚମତ୍କାର ସେଲଫିକୁ ଟ୍ୱିଟ କରିଥିଲେ। ରାତାରାତି ଏହା ଭାଇରାଲ ହୋଇଯାଇଥିଲା।

ବିଜୟଙ୍କର ଏହି ଟ୍ୱିଟକୁ ୧୪୫,୦୦୦ ଥର ରି-ଟ୍ୱିଟ କରାଯାଇଛି। ସେହିପରି ୨୦୨.୧କେ ଲୋକ ଏଥିରେ କମେଣ୍ଟ କରିଥିବା ବେଳେ ୩୮୦.୩କେ ଲୋକ ଏହାକୁ ଲାଇକ କରିଛନ୍ତି। ୨୦୨୦ରେ ଯେତେ ଟ୍ୱିଟ ହୋଇଥିଲା, ସେଗୁଡ଼ିକ ମଧ୍ୟରୁ ବିଜୟଙ୍କ ଟ୍ୱିଟ ସବୁଠାରୁ ଅଧିକ ରି-ଟ୍ୱିଟ ହେବାର ରେକର୍ଡ କରିଛି।

ଅନ୍ୟପକ୍ଷରେ ରାଜନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୋଟିଏ ଟ୍ୱିଟ ସର୍ବାଧିକ ଥର ରି-ଟ୍ୱିଟ ହୋଇଛି। କରୋନା ମହାମାରୀ ଭିତରେ ଏପ୍ରିଲ ୫ରେ ମୋଦି ଦେଶବାସୀଙ୍କୁ ରାତି ୯ରେ ୯ମିନିଟ୍‌ ପାଇଁ ଦୀପ, ମହମବତୀ କିମ୍ବା ମୋବାଇଲ ପ୍ଲାଶ ଅନ୍ କରିବାକୁ ଆହ୍ୱାନ ଦେଇଥିଲେ।

ମୋଦି ମଧ୍ୟ ଏହି ସମୟରେ ନିଜ ବାସଭବନରେ ଦୀପ ପ୍ରଜ୍ୱଳିତ କରିଥିଲେ। ଏହାର ଫଟୋ ସେ ଏପ୍ରିଲ ୫ ତାରିଖ ରାତି ୯.୩୪ରେ ଟ୍ୱିଟ କରିଥିଲେ। ଏହା ସଙ୍ଗେସଙ୍ଗେ ଭାଇରାଲ ହୋଇଥିଲା। ଏହାକୁ ୫୧୩କେ ଲୋକ ଲାଇକ କରିଥିବା ବେଳେ ୧୧୮ କେ ଲୋକ ରି-ଟ୍ୱିଟ କରିଛନ୍ତି। ସେହିପରି ଏହି ଟ୍ୱିଟ ଉପରେ ୧୬୫କେ ଲୋକ କମେଣ୍ଟ କରିଛନ୍ତି। ମୋଦିଙ୍କ ବ୍ୟତୀତ ଚଳିତ ବର୍ଷ କୌଣସି ରାଜନେତାଙ୍କର ଟ୍ୱିଟକୁ ଏତେ ଲୋକ ରି-ଟ୍ୱିଟ କରିନାହାନ୍ତି। ୨୦୨୦ରେ ମୋଦି ଟ୍ୱିଟରରେ ରାଜନେତାଙ୍କ ଭିତରେ ଏକ ନମ୍ବରରେ ରହିଛନ୍ତି।

ସେହିପରି ୨୦୨୦ରେ ବିରାଟ ଓ ଅନୁଷ୍କାଙ୍କ ଗୋଟିଏ ଟ୍ୱିଟକୁ ସର୍ବାଧିକ ଲୋକ ଲାଇକ କରିଛନ୍ତି। ଅନୁଷ୍କା ମା’ ହେବାକୁ ଯାଉଥିବା ବିରାଟ ଟ୍ୱିଟ କରି ସୂଚନା ଦେଇଥିଲେ। ଏହି ଟ୍ୱିଟକୁ ୬୪୪.୩କେ ଲୋକ ଲାଇକ କରିଥିବା ବେଳେ ୯୩.୮କେ ଲୋକ କମେଣ୍ଟ କରିଛନ୍ତି। ସେହିପରି ୬୯.୭କେ ଲୋକ ରି-ଟ୍ୱିଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story