୨୦ ହଜାର କୋଟି ଟଙ୍କାର ମାମଲା ଜିତିଲା ଭୋଡାଫୋନ, ହାରିଗଲେ ସରକାର

ନୂଆଦିଲ୍ଲୀ: ବୃହତ୍‌ ଟେଲିଫୋନ କମ୍ପାନୀ ଭୋଡାଫୋନକୁ ବଡ଼ ଆଶ୍ୱସ୍ତି ମିଳିଛି। ଭୋଡାଫୋନ ଉପରେ ଭାରତ ସରକାର ୨୦ ହଜାର କୋଟି ଟଙ୍କାର ମାମଲା କରିଥିଲେ। ତେବେ ଏହି କେସ୍‌କୁ ଭୋଡାଫୋନ ଜିତି ନେଇଛି। ସିଙ୍ଗାପୁରରେ ଥିବା ଅନ୍ତର୍ଜାତୀୟ କୋର୍ଟ ଭାରତ ସରକାର ବନାମ ଭୋଡାଫୋନ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରି ଟେଲିଫୋନ ସର୍ଭିସ ଯୋଗାଣ ସଂସ୍ଥା ସପକ୍ଷରେ ରାୟ ଦେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଭାରତ ସରକାର ସୁଧ ବାବଦରେ ୧୨ ହଜାର କୋଟିରୁ ଅଧିକ […]

cv

cv

Hemant Lenka
  • Published: Friday, 25 September 2020
  • Updated: 25 September 2020, 04:45 PM IST

Sports

Latest News

ନୂଆଦିଲ୍ଲୀ: ବୃହତ୍‌ ଟେଲିଫୋନ କମ୍ପାନୀ ଭୋଡାଫୋନକୁ ବଡ଼ ଆଶ୍ୱସ୍ତି ମିଳିଛି। ଭୋଡାଫୋନ ଉପରେ ଭାରତ ସରକାର ୨୦ ହଜାର କୋଟି ଟଙ୍କାର ମାମଲା କରିଥିଲେ। ତେବେ ଏହି କେସ୍‌କୁ ଭୋଡାଫୋନ ଜିତି ନେଇଛି। ସିଙ୍ଗାପୁରରେ ଥିବା ଅନ୍ତର୍ଜାତୀୟ କୋର୍ଟ ଭାରତ ସରକାର ବନାମ ଭୋଡାଫୋନ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି କରି ଟେଲିଫୋନ ସର୍ଭିସ ଯୋଗାଣ ସଂସ୍ଥା ସପକ୍ଷରେ ରାୟ ଦେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

ଭାରତ ସରକାର ସୁଧ ବାବଦରେ ୧୨ ହଜାର କୋଟିରୁ ଅଧିକ ଓ ଫାଇନ ଭାବେ ୭,୯୦୦ କୋଟି ଟଙ୍କା ଦେବାକୁ ଭୋଡାଫୋନକୁ କହିଥିଲେ। ତେବେ କମ୍ପାନୀ କର୍ତ୍ତୃପକ୍ଷ ୨୦୧୬ରେ ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏୟାର ୱେଭ୍ସ ଓ ଲାଇସେନ୍ସ ଫି’ ବିବାଦରେ ଭାରତ ସରକାର କମ୍ପାନୀଙ୍କୁ ପ୍ରାୟ ୨୦ ହଜାର କୋଟି ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଶୁଣାଣି ବେଳେ ଟ୍ରିବ୍ୟୁନାଲ କହିଛନ୍ତି ଯେ ଭାରତ ସରକାର ଭୋଡାଫୋନ ଉପରେ ଯେଉଁ ଟିକସ ଲାଗୁ କରିଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ। ଏହା ଭାରତ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ହୋଇଥିବା ପୁଞ୍ଜିନିବେଶ ଚୁକ୍ତିର ଉଲ୍ଲଙ୍ଘନ।

ଏହାପୂର୍ବରୁ ଅତ୍ୟଧିକ ଋଣରେ ବୁଡ଼ି ରହିଥିବା ଟେଲିକମ କମ୍ପାନୀଗୁଡ଼ିକୁ ସୁପ୍ରିମକୋର୍ଟ ନିକଟରେ ଆଶ୍ୱସ୍ତି ପ୍ରଦାନ କରିଥିଲେ। ସରକାରଙ୍କ ବକେୟା ପରିଶୋଧ କରିବାକୁ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ୧୦ ବର୍ଷର ସମୟ ଦେଇଥିଲେ। କିନ୍ତୁ ଏହାଦ୍ୱାରା ଭୋଡାଫୋନର କିଛି ବି ଲାଭ ହୋଇ ନଥିଲା।

ଭାରତରେ କାର୍ଯ୍ୟ କରୁଥିବା ଟେଲିକମ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଏୟାର ୱେଭ୍ସ ପାଇଁ ୩ରୁ ୫% ଓ ଲାଇସେନ୍ସ ପାଇଁ ନିଜର ଏଜିଆରରୁ ୮% ଅର୍ଥ ଟେଲିକମ ବିଭାଗକୁ ପ୍ରଦାନ କରିଥାଆନ୍ତି। ତେବେ ଏଜିଆରର ପ୍ରକୃତ ଅର୍ଥକୁ ନେଇ ସରକାର ଓ ଟେଲିକମ କମ୍ପାନୀଗୁଡ଼ିକ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ରହି ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story