କାଠମାଣ୍ଡୁ: ଭାରତୀୟ ନକ୍ସାରେ ଥିବା କଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରାକୁ ନେପାଳ ନିଜ ନକ୍ସାରେ ସାମିଲ୍ କରି ନିମ୍ନ ସଦନରେ ବିଧେୟକ ପାରିତ କରିଛି। ଏବେ ମଙ୍ଗଳବାର ଏହି ବିଧେୟକକୁ ଉପର ସଦନରେ ପାରିତ କରିବେ ନେପାଳ ସରକାର। ଏବା ପୂର୍ବରୁ ନେପାଳ ସରକାର ରବିବାର ଦିନ ଏହି ବିଧେୟକକୁ ଉପର ସଦନରେ ଆଗତ କରିଛି।
ଏହି ବିଧେୟକ ବା ବିଲକୁ ପାସ୍ କରିବାକୁ ହେଲେ ମଙ୍ଗଳବାର ଗୃହରେ ଭୋଟ୍ ହେବ। ଉପର ସଦନରେ ବିଧେୟକ ଗୃହୀତ ହେଲେ ଏହି ବିଲ୍ ଅନୁମୋଦନ ପାଇଁ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କ ନିକଟକୁ ପଠାଯିବ।
ତେବେ ଏହି ବିଧେୟକକୁ ଭାରତ ଆରମ୍ଭରୁ ବିରୋଧ କରିଆସୁଛି। ଏହାକୁ ନେଇ ଦେଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଖରାପ ହୋଇଛି। ଭାରତ ଏହି ବିଧେୟକ ବା ପ୍ରସ୍ତାବକୁ କେବେ ଗ୍ରହଣ କରିବ ନାହିଁ ବୋଲି କହି ଦେଇଛି। ଶନିବାର ନେପାଳ ସଂସଦର ନିମ୍ନ ଗୃହରେ ଏହି ବିବାଦୀୟ ବିଧେୟକ ପାରିତ ହୋଇଥିଲା। ହେଲେ ସଂସଦରେ ଯେଉଁ ତଥ୍ୟ ପ୍ରମାଣ ସ୍ୱରୂପ ଦିଆଯାଇଛି ତାହା ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ ବୋଲି ଭାରତ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।