ଟ୍ରମ୍ପ ପଚାରିଲେ ଆଫ୍‌ଗାନ୍‌ ପାଇଁ ଭାରତ କ’ଣ କରିଛି, ଆସିଲା ଏମିତି ଉତ୍ତର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନର ପୁନରୁଦ୍ଧାର କ୍ଷେତ୍ରରେ ଭାରତର ଅବଦାନ ବାବଦରେ ପ୍ରଶ୍ନ କରିବା ଛଳରେ ଉପହାସ କରିଥିବାରୁ ଭାରତ ମଧ୍ୟ ଏହାର କଡ଼ା ଜବାବ ରଖିଛି। ଭାରତ ପକ୍ଷରୁ କୁହାଯାଇଛି, ଆଫଗାନିସ୍ତାର ବିକାଶ ପାଇଁ ସହଯୋଗ ଅବିରତ ରହିଛି ଏବଂ ଏଥିରେ ପଛଘୁଞ୍ଚା ଦେବାର ପ୍ରଶ୍ନ ମଧ୍ୟ ଉଠୁନାହିଁ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାତ୍ସଲ୍ୟ କରି କହିଥିଲେ, ଆମେ ଯାହା ମାତ୍ର ୫ ଘଣ୍ଟାରେ କରିଛୁ ଭାରତ ସାମଗ୍ରୀକ ଭାବରେ ତାହା କରିପାରିଛି। […]

trump

trump

Subrat Kumar Nayak
  • Published: Friday, 04 January 2019
  • Updated: 04 January 2019, 09:00 AM IST

Sports

Latest News

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନର ପୁନରୁଦ୍ଧାର କ୍ଷେତ୍ରରେ ଭାରତର ଅବଦାନ ବାବଦରେ ପ୍ରଶ୍ନ କରିବା ଛଳରେ ଉପହାସ କରିଥିବାରୁ ଭାରତ ମଧ୍ୟ ଏହାର କଡ଼ା ଜବାବ ରଖିଛି। ଭାରତ ପକ୍ଷରୁ କୁହାଯାଇଛି, ଆଫଗାନିସ୍ତାର ବିକାଶ ପାଇଁ ସହଯୋଗ ଅବିରତ ରହିଛି ଏବଂ ଏଥିରେ ପଛଘୁଞ୍ଚା ଦେବାର ପ୍ରଶ୍ନ ମଧ୍ୟ ଉଠୁନାହିଁ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାତ୍ସଲ୍ୟ କରି କହିଥିଲେ, ଆମେ ଯାହା ମାତ୍ର ୫ ଘଣ୍ଟାରେ କରିଛୁ ଭାରତ ସାମଗ୍ରୀକ ଭାବରେ ତାହା କରିପାରିଛି। କିନ୍ତୁ ଭାରତ ଜବାବ ଦେଇ କହିଛି ଆମ ପକ୍ଷରୁ ୩୦୦ କୋଟି ଡଲାର ସହାୟତା ଦିଆଯାଇଛି, ଯାହାକି ସେହି ଯୁଦ୍ଧପ୍ରବଣ ରାଷ୍ଟ୍ରର ଲୋକଙ୍କ ଜୀବନ ବଦଳାଇବ।

ସେଠାରେ ଭାରତ ନିର୍ମିତ ସଂସଦ ଭବନକୁ ଟ୍ରମ୍ପ ଲାଇବ୍ରେରି ଭାବିଦେଇଥିବାରୁ ସେ ମତ ଦେଥିଲେ କିଏ ସେଇଠି ପଢ଼ିବ। ଭାରତର ପ୍ରଧାନମନ୍ତ୍ରୀ ଏହି ଲାଇବ୍ରେରି କଥା କାହିଁକି ବାରମ୍ବାର ଉଠାଉଛନ୍ତି ବୋଲି ମଧ୍ୟ ସେ ତାତ୍ସଲ୍ୟ କରିଥିଲେ। ପ୍ରକୃତରେ ଭାରତ ସେଠାରେ ସକାରାତ୍ମକ ପରିବର୍ତ୍ତନ ପାଇଁ ପ୍ରୟାସ କରୁଥିବାରୁ ଟ୍ରମ୍ପଙ୍କ ସାମରିକ କାର୍ଯ୍ୟକଳାପ ପାଇଁ ଆହ୍ୱାନ ପାଲଟିଥିବା ଚର୍ଚ୍ଚା ହୁଏ। ଜାତିଂସଘ ମିଶନ୍‌ର ‘ଶାନ୍ତିସେନା’ ଆବଶ୍ୟକତାଠାରୁ ଅଧିକ ସେନା ମୂତୟନ କରାଯିବାକୁ ଭାରତ ବିରୋଧ କରିଆସିଛି।

୨୦୦୩ ମସିହାରେ ଇରାକ୍‌ରେ ଆମେରିକା ସେନା ମୂତୟନ କରିଥିଲେ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଭାରତୀୟ ସେନା ପଠାଇନଥିଲେ ଏବଂ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ବଳବତ୍ତର ରହିଛି।

୨୦୧୯ ମସିହାର ପ୍ରଥମ ଆମେରିକା କ୍ୟାବିନେଟ୍‌ ବୈଠକରେ ଟ୍ରମ୍ପ ରୁଷ୍‌, ଭାରତ ଏବଂ ପାକିସ୍ତାନକୁ ଆଫଗାନ୍‌ର ସୁରକ୍ଷାପାଇଁ ସେନା ମୂତୟନ କରିବାକୁ ଆହ୍ୱାନ କରିଥିଲେ।

ସେ ଏହି ଅବସରରେ ଥଟ୍ଟା କରି କହିଥିଲେ, “ମୁଁ ଗୋଟିଏ ଉଦାହରଣ ଦେବି, ମୁଁ ଯେତେବେଳେ ବି ମୋଦିଙ୍କ ସହିତ କଥା ହୁଏ ସେ ସବୁବେଳେ କୁହନ୍ତି ସେ ଆଫଗାନିସ୍ତାନରେ ଲାଇବ୍ରେରି ନିର୍ମାଣ କରାଇଛନ୍ତି। ଜାଣଇଛନ୍ତି ସେଇଟା କ’ଣ, ଆମ ପାଇଁ ମାତ୍ର ୫ ଘଣୋଟାର କାମ। ସେ ଭାରି ଚାଲାକ, ଭାବିଥିଲେ ମୁଁ କହିବି ଲାଇବ୍ରେରି ନିର୍ମାଣ କରିଥିବାରୁ ଧନ୍ୟବାଦ। ଜଣାନାହିଁ ଆଫଗାନିସ୍ତାନରେ ଲାଇବ୍ରେରି କିଏ ବ୍ୟବହାର କରିବ।”

ଭାରତ ପକ୍ଷରୁ କୁହାଯାଇଛି, ତାହା ଆଫଗାନିସ୍ତାନର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ। ସାମାଜିକ ଅର୍ଥନୀତିକ ଭିତ୍ତିଭୂମିର ବିକାଶ କରିବା ସହିତ ସେଠାକାର ଲୋକଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିବ।

ଭାରତ ଆଫଗାନିସ୍ତାନକୁ ସବୁଠାରୁ ଅଧିକ ପରିମାଣର ସହାୟତା ଅର୍ଥାତ୍‌ ୩୦୦ କୋଟି ଡଲାର ଅର୍ଥ ଦେଇଛି। ଏତଦ୍‌ ବ୍ୟତୀତ ୫ ଥାକିଆ ସହଭାଗୀତା ସ୍ଥାପନ କରିଛି। ସେଗୁଡ଼ିକ ହେଲା, ଭିତ୍ତିଭୂମି ପ୍ରକଳ୍ପ, ମାନବିକ ସହାୟତା, ଯୋଗାଯୋଗ, କ୍ଷମତା ନିର୍ମାଣ ଏବଂ ଅର୍ଥନୀତିକ ବିକାଶ। ଭାରତ ନିର୍ମିତ ଜରାଞ୍ଜ-ଡେଲାରାମ୍‌ ସଡ଼କ ଏବଂ ସଲ୍‌ମା ଡ୍ୟାମ୍‌ ସ୍ଥାନୀୟ ଲୋକଙ୍କ ଆଦୃତି ଲାଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story