ଏପ୍ରିଲ ୨୭ରୁ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଇବେ ମମତା ସରକାର

କୋଲକାତା: ପଶ୍ଚିମବଙ୍ଗରେ ଆସନ୍ତା ୨୭ ତାରିଖରୁ ସରକାର ଲୋକଙ୍କ ଘରେ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପହଞ୍ଚାଇବା ପ୍ରକ୍ରିୟା ଆରମ୍ଭ କରିବେ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି। ସେହିପରି ମେ’ ୨୧ ମଧ୍ୟରେ ଜୋନ ଭିତ୍ତିରେ ଲକଡାଉନ ନିୟମକୁ କୋହଳ କରିବାକୁ ପାଇଁ କାର୍ଯ୍ୟ କରୁଛନ୍ତି। ଆମକୁ ମେ’ ୨୧ ଯାଏ ସତର୍କ ରହିବାକୁ ପଡ଼ିବ। ତେବେ ଲକଡାଉନ ଅବଧି ବୃଦ୍ଧି କରାଯିବ କି ନାହିଁ, ତା’ର ନିଷ୍ପତ୍ତି କେନ୍ଦ୍ର ସରକାର […]

re

re

Hemant Lenka
  • Published: Monday, 27 April 2020
  • Updated: 27 April 2020, 08:49 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ ଆସନ୍ତା ୨୭ ତାରିଖରୁ ସରକାର ଲୋକଙ୍କ ଘରେ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପହଞ୍ଚାଇବା ପ୍ରକ୍ରିୟା ଆରମ୍ଭ କରିବେ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି। ସେହିପରି ମେ’ ୨୧ ମଧ୍ୟରେ ଜୋନ ଭିତ୍ତିରେ ଲକଡାଉନ ନିୟମକୁ କୋହଳ କରିବାକୁ ପାଇଁ କାର୍ଯ୍ୟ କରୁଛନ୍ତି। ଆମକୁ ମେ’ ୨୧ ଯାଏ ସତର୍କ ରହିବାକୁ ପଡ଼ିବ।

ତେବେ ଲକଡାଉନ ଅବଧି ବୃଦ୍ଧି କରାଯିବ କି ନାହିଁ, ତା’ର ନିଷ୍ପତ୍ତି କେନ୍ଦ୍ର ସରକାର ନେବେ ବୋଲି ମମତା କହିଛନ୍ତି। ମମତା କହିଛନ୍ତି, “ଆମେମାନେ ଲୋକମାନଙ୍କୁ ଘରେ ରହିବାକୁ ନିବେଦନ କରୁଛୁ। ବିଭିନ୍ନ ସାମଗ୍ରୀ ଓ ସେବାକୁ ହୋମ ଡେଲିଭରୀ କରିବାକୁ ଆମେ କେନ୍ଦ୍ରର ମତାମତ ଲୋଡ଼ିଥିଲୁ। ପଶ୍ଚିମବଙ୍ଗରେ କୋଭିଡ-୧୯ର ମୁକାବିଲା କରିବା ପାଇଁ କ୍ୟାବିନେଟ କମିଟି ଗଠନ କରାଯାଇଛି।

ଯେଉଁ ରାଜ୍ୟରେ ଅଧିକ କରୋନା ଆକ୍ରାନ୍ତ ହୋଇଛନ୍ତି, ସେଥିପାଇଁ ରାଜ୍ୟକୁ ଦାୟୀ କରି ହେବନାହିଁ କିମ୍ବା ଯେଉଁଠାରେ କରୋନା ଆକ୍ରାନ୍ତ ହୋଇଛନ୍ତି ସେଠାରେ ରାଜ୍ୟକୁ ପ୍ରଶଂସା କରାଯାଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେଉଁମାନେ ଘରେ ରହୁଛନ୍ତି, ସେମାନଙ୍କୁ ବିଭିନ୍ନ ସାମଗ୍ରୀ ଦେବାର ବ୍ୟବସ୍ଥା କରାଯାଉଛି। ହେଲେ ସମସ୍ତଙ୍କୁ ମେ’ ୨୧ ଯାଏ ସତର୍କ ରହିବାକୁ ପଡ଼ିବ। ଝୋଟ ଓ ଚା’ ଚାଷ ପାଇଁ ଆମେ ଅନୁମତି ଦେଇଛୁ। ଆଗକୁ ପର୍ଯ୍ୟାୟକ୍ରମେ ଲକଡାଉନ ନିୟମ କୋହଲ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story