କାହିଁକି ଓବାମାଙ୍କୁ ଡିଜ୍‌ନିଲ୍ୟାଣ୍ଡରୁ ବାହାର କରି ଦିଆଯାଇ ଥିଲା ?

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ କିଏ ନଜାଣେ ? କିନ୍ତୁ ଜାଣିଛନ୍ତି କି, ଦିନେ ଡିଜନିଲ୍ୟାଣ୍ଡ ପାର୍କ କର୍ତ୍ତୃପକ୍ଷ ଓବାମାଙ୍କୁ ବାହାର କରିଦେଇଥିଲେ।    ଏହା ପଛର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।    ପାର୍କ ମଧ୍ୟରେ ଓବାମା ସିଗାରେଟ୍‌ ଟାଣୁଥିବା ବେଳେ ଧରା ପଡ଼ିଯାଇଥିଲେ। ଏଥିଯୋଗୁ ତାଙ୍କୁ କର୍ତ୍ତୃପକ୍ଷ ଏଠାରୁ ବିଦା କରିଦେଇଥିଲେ।   ଆମେରିକାର ୪୪ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ଶେଷ କରିଥିବା ଓବାମା କାର୍ଲିଫର୍ନିଆରେ ଏକ କାର୍ଯ୍ୟକ୍ରମରେ […]

obama

obama

Hemant Lenka
  • Published: Monday, 10 September 2018
  • Updated: 10 September 2018, 10:45 AM IST

Sports

Latest News

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ କିଏ ନଜାଣେ ? କିନ୍ତୁ ଜାଣିଛନ୍ତି କି, ଦିନେ ଡିଜନିଲ୍ୟାଣ୍ଡ ପାର୍କ କର୍ତ୍ତୃପକ୍ଷ ଓବାମାଙ୍କୁ ବାହାର କରିଦେଇଥିଲେ। 
 
ଏହା ପଛର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। 
 
ପାର୍କ ମଧ୍ୟରେ ଓବାମା ସିଗାରେଟ୍‌ ଟାଣୁଥିବା ବେଳେ ଧରା ପଡ଼ିଯାଇଥିଲେ। ଏଥିଯୋଗୁ ତାଙ୍କୁ କର୍ତ୍ତୃପକ୍ଷ ଏଠାରୁ ବିଦା କରିଦେଇଥିଲେ।
 
ଆମେରିକାର ୪୪ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ଶେଷ କରିଥିବା ଓବାମା କାର୍ଲିଫର୍ନିଆରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏକଥା ନିଜେ କହିଛନ୍ତି।
 
ଓବମା କହିଛନ୍ତି, କଲେଜ୍‌ ପଡ଼ିବା ବେଳେ ସେ ଦ୍ୱିତୀୟଥର ପାଇଁ ଡିଜ୍‌ନିଲ୍ୟାଣ୍ଡକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ପାର୍କ ମଧ୍ୟରେ ନୌଚାଳନାକୁ ଉପଭୋଗ ମଧ୍ୟ କରିଥିଲେ। କିନ୍ତୁ ନୌଚାଳନା ସମୟରେ ଓବାମା ସିଗାରେଟ୍‌ ଟାଣିଥିଲେ। ସିଗାରେଟ୍‌ ଟାଣିବା ଘଟଣା କର୍ତ୍ତୃପକ୍ଷଙ୍କ ନଜରରେ ପଡ଼ିବା କ୍ଷଣି ସେମାନେ ତାଙ୍କୁ ପାର୍କରୁ ବିଦା କରିଦେଇଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story