ଅନୈତିକ ପ୍ରେମ ସମ୍ପର୍କର ପର୍ଦ୍ଦାଫାଶ କଲା କରୋନା କଟକଣା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜଣେ ୩୬ ବର୍ଷୀୟ ମହିଳା ନିଜ ସ୍ୱାମୀଙ୍କ ନାମରେ ଜାଲି ପାସପୋର୍ଟ ତିଆରି କରି ପ୍ରେମିକଙ୍କ ସହିତ ଅଷ୍ଟ୍ରେଲିଆ ବୁଲି ଆସିଥିବା ଜଣାପଡ଼ିଛି। ଏହି ଘଟଣା ଜାନୁଆରୀ ମାସର ବୋଲି ଜଣାପଡ଼ିଛି। ଏବେ ଉକ୍ତ ମହିଳାଙ୍କ ସ୍ୱାମୀ ଏହି ଦାବି କରିଥିବା ସୂଚନା ରହିଛି। ମହିଳାଙ୍କ ଘର ଉତ୍ତର ପ୍ରଦେଶର ପିଲଭିଟ୍ ବୋଲି ଜଣାପଡ଼ିଛି। ସୂଚନାନୁସାରେ, ଉଭୟ ମାର୍ଚ୍ଚରେ ଫେରିବା କଥା କିନ୍ତୁ କରୋନା ପାଇଁ ବିମାନ ସେବା ବନ୍ଦ ରହିଥିବାରୁ ଏବେ […]

passport

passport

Subhransu Sekhar
  • Published: Sunday, 30 August 2020
  • Updated: 30 August 2020, 04:20 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜଣେ ୩୬ ବର୍ଷୀୟ ମହିଳା ନିଜ ସ୍ୱାମୀଙ୍କ ନାମରେ ଜାଲି ପାସପୋର୍ଟ ତିଆରି କରି ପ୍ରେମିକଙ୍କ ସହିତ ଅଷ୍ଟ୍ରେଲିଆ ବୁଲି ଆସିଥିବା ଜଣାପଡ଼ିଛି। ଏହି ଘଟଣା ଜାନୁଆରୀ ମାସର ବୋଲି ଜଣାପଡ଼ିଛି। ଏବେ ଉକ୍ତ ମହିଳାଙ୍କ ସ୍ୱାମୀ ଏହି ଦାବି କରିଥିବା ସୂଚନା ରହିଛି। ମହିଳାଙ୍କ ଘର ଉତ୍ତର ପ୍ରଦେଶର ପିଲଭିଟ୍ ବୋଲି ଜଣାପଡ଼ିଛି। ସୂଚନାନୁସାରେ, ଉଭୟ ମାର୍ଚ୍ଚରେ ଫେରିବା କଥା କିନ୍ତୁ କରୋନା ପାଇଁ ବିମାନ ସେବା ବନ୍ଦ ରହିଥିବାରୁ ଏବେ ୨୪ ଅଗଷ୍ଟରେ ଫେରିଥିବା ଜଣାପଡ଼ିଛି।

ଦାମଗଢ଼ି ଗାଁର ବାସିନ୍ଦା ତଥା ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାମ କରନ୍ତି ମହିଳାଙ୍କ ସ୍ୱାମୀ (୪୬)। ଏବେ ସେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ସ୍ତ୍ରୀ, ସନ୍ଦୀପ ସିଂ (୩୬) ନାମକ ବ୍ୟକ୍ତିଙ୍କ ସହିତ ଅନୈତିକ ସମ୍ପର୍କ ରଖିଛନ୍ତି ବୋଲି ୪୬ ବର୍ଷୀୟ ସ୍ୱାମୀ ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀ ଓ ସନ୍ଦୀପ ସିଂହ (ପ୍ରେମିକ)ଙ୍କ ସହ ଅଷ୍ଟ୍ରେଲିଆ ଯିବା ପାଇଁ ତାଙ୍କ ନାମରେ ଜାଲ ଡକ୍ୟୁମେଣ୍ଟ ବ୍ୟବହାର କରି ପାସପୋର୍ଟ ତିଆରି କରିଛନ୍ତି ବୋଲି ସେ କହିଛନ୍ତି।

ଥାନା ଅଧିକାରୀ ଜୟ ପ୍ରକାଶ ଯାଦବ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଗ୍ରହଣ କରି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି। ଅଭିଯୋଗକାରୀଙ୍କ କହିବାନୁସାରେ, ସେ ଗତ ୨୦ ବର୍ଷ ଧରି ମୁମ୍ବାଇରେ କାମ କରୁଛନ୍ତି ଏବଂ ବେଳେବେଳେ ତାଙ୍କ ସ୍ତ୍ରୀଙ୍କୁ ଦେଖା କରିବାକୁ ଗାଁକୁ ଆସନ୍ତି।

ଅଭିଯୋଗକାରୀ ଆହୁରି କହିଛନ୍ତି, "ମୁଁ ମେ ୧୮ରେ ପିଲଭିଟକୁ ଯାଇଥିଲି। ହେଲେ ମୁଁ ମୋର ପତ୍ନୀ ଘରେ ନଥିଲେ। ତେବେ ସନ୍ଦୀପଙ୍କ ପରିବାର ପାଖରୁ ଜଣାପଡ଼ିଲା ଯେ ଉଭୟ ଅଷ୍ଟ୍ରେଲିଆ ଯାଇଛନ୍ତି। ସନ୍ଦୀପ ଅଷ୍ଟ୍ରେଲିଆ ଯିବା ପାଇଁ ମୋର ଡକ୍ୟୁମେଣ୍ଟ ବ୍ୟବହାର କରିଛନ୍ତି କି ନାହିଁ ଜାଣିବା ପାଇଁ ବରେଲି ସ୍ଥିତ ପାସପୋର୍ଟ ଅଫିସ ଯାଇ ଆବେଦନ କରିଥିଲି। ହେଲେ ପାସପୋର୍ଟ କର୍ତ୍ତୃପକ୍ଷ କହିଥିଲେ ଯେ ଫେବୃଆରୀ ୨, ୨୦୧୯ରେ ମୋ ନାଁରେ ପାସପୋର୍ଟ ଜାରି ହୋଇ ସାରିଛି।"

ତେବେ ପାସପୋର୍ଟ କିଭଳି ବିନା ଯାଞ୍ଚରେ ଜାରି ହେଲା ସେ ନେଇ ତଦନ୍ତ ହେବ ବୋଲି ଏସପି କହିଥିବା ଅଭିଯୋଗକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story