ତ୍ରିରଙ୍ଗା ପାଇଁ ପାକିସ୍ତାନ ଓ ଖଲିସ୍ତାନ ସମର୍ଥକଙ୍କ ସହ ଭିଡ଼ିଗଲେ ମହିଳା ସାମ୍ୱାଦିକ

ଲଣ୍ଡନ: ୧୫ ଅଗଷ୍ଟରେ ଦେଶ ବିଦେଶରେ ପ୍ରତ୍ୟେକ ଭାରତୀୟ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏହି ଅବସରରେ ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିଶନର ଅଫିସରେ ବି ଜାତୀୟ ପତାକା ଉଡ଼ା ଯାଇଥିଲା। କିନ୍ତୁ ଭାରତୀୟ ହାଇ କମିଶନରଙ୍କ ଅଫିସ ସାମ୍ନାରେ ପାକିସ୍ତାନ ଏବଂ ଖଲିସ୍ତାନ ସମର୍ଥକ ମାନେ ଏହି ଅବସରରେ ଭାରତ ବିରୋଧରେ ନାରା ଦେବା ସହ ଜାତୀୟ ପତାକା ତ୍ରିରଙ୍ଗାକୁ ପାଦ ତଳେ ରଖି ଅସମ୍ମାନ କରିଥିଲେ। ଯାହାକୁ ଦେଖି ଖବର ସରବରାହ ସଂସ୍ଥା […]

PROTEST AGAINST INDIA INFRONT OF INDIAN HIGH COMMISON OFFICE AT LONFON

Subhransu Sekhar
  • Published: Sunday, 18 August 2019
  • Updated: 18 August 2019, 12:34 PM IST

Sports

Latest News

ଲଣ୍ଡନ: ୧୫ ଅଗଷ୍ଟରେ ଦେଶ ବିଦେଶରେ ପ୍ରତ୍ୟେକ ଭାରତୀୟ ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ଏହି ଅବସରରେ ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିଶନର ଅଫିସରେ ବି ଜାତୀୟ ପତାକା ଉଡ଼ା ଯାଇଥିଲା। କିନ୍ତୁ ଭାରତୀୟ ହାଇ କମିଶନରଙ୍କ ଅଫିସ ସାମ୍ନାରେ ପାକିସ୍ତାନ ଏବଂ ଖଲିସ୍ତାନ ସମର୍ଥକ ମାନେ ଏହି ଅବସରରେ ଭାରତ ବିରୋଧରେ ନାରା ଦେବା ସହ ଜାତୀୟ ପତାକା ତ୍ରିରଙ୍ଗାକୁ ପାଦ ତଳେ ରଖି ଅସମ୍ମାନ କରିଥିଲେ।

[caption id="attachment_421680" align="aligncenter" width="750"] ଏଏନଆଇର ସାମ୍ୱାଦିକ ପୂନମ ଯୋଶୀ[/caption]

ଯାହାକୁ ଦେଖି ଖବର ସରବରାହ ସଂସ୍ଥା ଏଏନଆଇର ସାମ୍ୱାଦିକ ପୂନମ ଯୋଶୀ ବିକ୍ଷୋଭକାରୀଙ୍କୁ ଠେଲିଦେଇ ଜାତୀୟ ପତାକାକୁ ତଳୁ ଉଠାଇଥିଲେ। ଏହାକୁ ନେଇ ପାକିସ୍ତାନ ଓ ଖଲିସ୍ତାନ ସମର୍ଥକଙ୍କ ସହିତ ମହିଳା ସାମ୍ୱାଦିକଙ୍କର ତୁ ତୁ ମେଁ ମେଁ ମଧ୍ୟ ହୋଇଥିଲା। ସୂଚନାଯୋଗ୍ୟ, ଲଣ୍ଡନ ସ୍ଥିତ ଭାରତୀୟ ହାଇ କମିଶନ ଅଫିସରେ ସ୍ୱାଧୀନତା ଦିବସ ପାଳନର ଖବର ସଂଗ୍ରହ କରିବା ପାଇଁ ପୁନମ୍ ଯୋଶୀ ସେଠାକୁ ଯାଇଥିଲେ।

https://twitter.com/ANI/status/1162761389829763072?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1162761389829763072&ref_url=https%3A%2F%2Faajtak.intoday.in%2Fstory%2Fjournalist-poonam-joshi-london-save-indian-tricolor-flag-khalistan-supporters-india-twitter-trending-salute-1-1111463.html

ଖବର ସରବରାହ ସଂସ୍ଥା ଏଏନଆଇ ଟୁଇଟ୍ କରି ପୂନମ ଯୋଶୀ ଓ ଭାରତ ବିରୋଧୀ ନାରା ଦେଉଥିବା ଲୋକଙ୍କ ମଧ୍ୟରେ ହୋଇଥିବା ଘଟଣାର ଭିଡିଓ ଜାରି କରିଥିଲା। ଏବେ ସୋଶାଲ ମିଡିଆରେ ଏହି ଭିଡିଓକୁ ଅଧିକରୁ ଅଧିକ ଲୋକ ଶେୟାର କରୁଛନ୍ତି। ଏବଂ ସାମ୍ୱାଦିକ ପୂନମ୍ ଯୋଶୀଙ୍କର ଏହି କାର୍ଯ୍ୟକୁ ସମସ୍ତେ ସାଲ୍ୟୁଟ କରୁଛନ୍ତି।
ଦେଶ ପାଇଁ ଏତିକି ଛୋଟିଆ କାମ କରି ସୋଶାଲ ମିଡିଆରେ ଟ୍ରେଣ୍ଡ କରିବେ ବୋଲି ସେ ଜାଣିନଥିଲେ ବୋଲି ସାମ୍ୱାଦିକ ପୂନମ ଯୋଶୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story