ବିଳମ୍ବିତ ରାତି ପର୍ଯ୍ୟନ୍ତ ମହିଳାଙ୍କୁ ଥାନାରେ ରଖି ବାବୁ ଗଣିଲେ ତଣ୍ଡ

ଅମରାବତୀ: ବିଳମ୍ବିତ ରାତି ପର୍ଯ୍ୟନ୍ତ ମହିଳାଙ୍କୁ ଥାନାରେ ଅଟକ ରଖିବା ମହଙ୍ଗା ପଡ଼ିଲା। ଏମିତି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ଅମରାବତୀରେ। ଯେଉଁଠାରେ ଜଣେ ମହିଳାଙ୍କୁ ଥାନାକୁ ଡକାଇ ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଖିବାରୁ ପୂର୍ବତନ ପୁଲିସ୍ କମିଶନର ଓ ବର୍ତ୍ତମାନର ନାଗପୁର କମିଶନର ଅମିତେଶ କୁମାରଙ୍କୁ ଲକ୍ଷେ ଟଙ୍କାର ଜୋରିମାନା ଦେବାକୁ ପଡ଼ିଛି। ମହାରାଷ୍ଟ୍ର ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏହି ଜୋରିମାନା ଦିଆଯାଇଛି। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୂର୍ଯ୍ୟାସ୍ତ ପରେ କୌଣସି […]

police

police

Ranjit Kumar Jena
  • Published: Tuesday, 02 February 2021
  • Updated: 02 February 2021, 03:47 PM IST

Sports

Latest News

ଅମରାବତୀ: ବିଳମ୍ବିତ ରାତି ପର୍ଯ୍ୟନ୍ତ ମହିଳାଙ୍କୁ ଥାନାରେ ଅଟକ ରଖିବା ମହଙ୍ଗା ପଡ଼ିଲା। ଏମିତି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ଅମରାବତୀରେ। ଯେଉଁଠାରେ ଜଣେ ମହିଳାଙ୍କୁ ଥାନାକୁ ଡକାଇ ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଖିବାରୁ ପୂର୍ବତନ ପୁଲିସ୍ କମିଶନର ଓ ବର୍ତ୍ତମାନର ନାଗପୁର କମିଶନର ଅମିତେଶ କୁମାରଙ୍କୁ ଲକ୍ଷେ ଟଙ୍କାର ଜୋରିମାନା ଦେବାକୁ ପଡ଼ିଛି। ମହାରାଷ୍ଟ୍ର ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏହି ଜୋରିମାନା ଦିଆଯାଇଛି। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୂର୍ଯ୍ୟାସ୍ତ ପରେ କୌଣସି ମହିଳାଙ୍କୁ ଥାନାଙ୍କୁ ଡକା ଯିବ ନାହିଁ।

ମାର୍ଚ୍ଚ ୨୧, ୨୦୧୧ରେ ହୋଇଥିବା ଏକ ମାମଲାରେ କାଞ୍ଚନମାଳା ଗାୱଣ୍ଡେଙ୍କ ପତିଙ୍କର ଗିରଫଦାରୀ ପରେ ଅମରାବତୀ ପୁଲିସ୍ କାଞ୍ଚନମାଳା ଓ ତାଙ୍କର ଦୁଇ ଝିଅଙ୍କୁ ପୁଲିସ୍ ଷ୍ଟେସନ୍ ଡକାଇଥିଲା ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନଙ୍କୁ ଅଟକ ରଖି ଧମକ ଦେଇଥିଲା। ଏହି ମାମଲାରେ କାଞ୍ଚନମାଳା ଗାୱଣ୍ଡେ ରାଜ୍ୟ ମାନବ ଅଧିକାର ଆୟୋଗରେ ତତ୍କାଳୀନ ପୁଲିସ୍ କମିଶନର ଅମିତେଶ କୁମାର ଓ କୋତୱାଲି ପୁଲିସ୍ ଷ୍ଟେସନର ନୀରିକ୍ଷକ ଶିବାଜୀ ବଚତେଙ୍କ ବିରୋଧରେ ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ଠାରେ ଅଭିଯୋଗ କରିଥିଲେ। ଯାହା ପରେ ରାଜ୍ୟ ମାନବ ଅଧିକାର ଆୟୋଗ ପୁଲିସ୍ ଉପରେ ୧ଲକ୍ଷ ଟଙ୍କାର ଜୋରିମାନା ଲଗାଇଥିଲା।

ଏ ନେଇ କାଞ୍ଚନମାଳା କହିଛନ୍ତି, ମୁଁ ପାଖାପାଖି ୧୧ ବର୍ଷ ଧରି ଅପେକ୍ଷା କରିଥିଲି ଏବଂ ଆଜି ମୋତେ ନ୍ୟାୟ ମିଳିଛି। ମୁଁ ନିଜର ସ୍ୱାମୀ ସମ୍ବନ୍ଧରେ ଜାଣିବା ପାଇଁ ପୁଲିସର ସହଯୋଗ କରିବା ପାଇଁ ପ୍ରସ୍ତୁତ ଥିଲି, କିନ୍ତୁ ସେମାନେ ମୋତେ ଯିବାକୁ ଦେଇନଥିଲେ। ମୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜର ଝିଅ ସହ ଥାନାରେ ଅପେକ୍ଷା କରି ରହିଥିଲି। ମୋ ପ୍ରତି ପୁଲିସର ଏହି ଆଭିମୁଖ୍ୟ କ'ଣ ଠିକ୍ ଥିଲା ବୋଲି କାଞ୍ଚନମାଳା ପ୍ରଶ୍ନ କରିଛନ୍ତି। କାଞ୍ଚନମାଳାଙ୍କୁ ଅମରାବତୀ ପୁଲିସ୍ କମିଶନରଙ୍କଠାରୁ ୧ଲକ୍ଷ ଟଙ୍କାର ଚେକ୍ ମିଳିଛି। ଯାହା ପୁଲିସ୍ ବିଭାଗ ପାଇଁ ବଡ଼ ଝଟକା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story