ନିଜକୁ ଦ୍ୱିତୀୟ ପ୍ରଫେଟ ବୋଲି ଦାବି କରିବାରୁ ମହିଳାଙ୍କୁ ଫାଶୀଦଣ୍ଡ

ଇସଲାମାବାଦ: ପ୍ରଫେଟ ମହମ୍ମଦଙ୍କ ପରେ ଜଣେ ମହିଳା ଶିକ୍ଷୟିତ୍ରୀ ନିଜକୁ ଦ୍ୱିତୀୟ ପ୍ରଫେଟ ବୋଲି ଦାବି କରିବାରୁ ତାଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ପାକିସ୍ତାନରେ ଏଭଳି ଘଟଣା ଘଟିଛି। ସଲ୍‌ମା ତନଭୀର ନାମ୍ନୀ ଜଣେ ଶିକ୍ଷୟିତ୍ରୀଙ୍କୁ ଏମିତି କଠୋର ଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ତାଙ୍କୁ ପାକିସ୍ତାନ କରେନ୍ସିରେ ୫୦୦୦ ଟଙ୍କା ଜରିମାନା କରାଯାଛି। ଯାହା ୨୩ ଡଲାର ହେବ। ପାକିସ୍ତାନର ଏକ ଜିଲ୍ଲା କୋର୍ଟ ଏହି ରାୟ ଦେଛନ୍ତି।  ନିଶ୍‌ତାର କଲୋନୀରେ ଥିବା ଏକ ଘରୋଇ […]

Court

Court

Tapas Behera
  • Published: Wednesday, 29 September 2021
  • Updated: 29 September 2021, 12:46 PM IST

Sports

Latest News

ଇସଲାମାବାଦ: ପ୍ରଫେଟ ମହମ୍ମଦଙ୍କ ପରେ ଜଣେ ମହିଳା ଶିକ୍ଷୟିତ୍ରୀ ନିଜକୁ ଦ୍ୱିତୀୟ ପ୍ରଫେଟ ବୋଲି ଦାବି କରିବାରୁ ତାଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ପାକିସ୍ତାନରେ ଏଭଳି ଘଟଣା ଘଟିଛି। ସଲ୍‌ମା ତନଭୀର ନାମ୍ନୀ ଜଣେ ଶିକ୍ଷୟିତ୍ରୀଙ୍କୁ ଏମିତି କଠୋର ଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ତାଙ୍କୁ ପାକିସ୍ତାନ କରେନ୍ସିରେ ୫୦୦୦ ଟଙ୍କା ଜରିମାନା କରାଯାଛି। ଯାହା ୨୩ ଡଲାର ହେବ। ପାକିସ୍ତାନର ଏକ ଜିଲ୍ଲା କୋର୍ଟ ଏହି ରାୟ ଦେଛନ୍ତି।  ନିଶ୍‌ତାର କଲୋନୀରେ ଥିବା ଏକ ଘରୋଇ ସ୍କୁଲରେ ତନଭୀର ପ୍ରିନ୍ସପାଲ ଅଛନ୍ତି। ପ୍ରଫେଟ ମହମ୍ମଦ ଇସଲାମର ଶେଷ ପ୍ରଫେଟ ବୋଲି ମହିଳା ଜଣକ ଅସ୍ୱୀକାର କରିବାକୁ ନେଇ  କୋର୍ଟ କଡ଼ା ନିନ୍ଦା କରଇଚନ୍ତି।

ମହମ୍ମଦଙ୍କ ପ୍ରତି ଏହା ଅପମାନଜନକ ମନ୍ତବ୍ୟ ବୋଲି  ସ୍ଥାନୀୟ ଧର୍ମଗୁରୁ ୨୦୧୩ରେ  ଅଭିଯୋଗରେ କରିଥିଲେ। ଏହାକୁ ନେଇ ପୁଲିସ  ତନଭୀରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେପଟେ ତନଭୀରଙ୍କ ଓକିଲ କହିଛନ୍ତି ଯେ, ତାଙ୍କ ମହକିଲଙ୍କର ମାନସିକ ଅବସ୍ଥାରେ ବିକୃତି ରହିଛି ଏହାକୁ କୋର୍ଟ ବିଚାର କରିବା ଆବଶ୍ୟକ ବୋଲି କହିଥିଲେ ।

ଏହା ପରେ ମହିଳା ଜଣକର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଥିଲା। ରିପୋର୍ଟରେ ତାଙ୍କ ମାନସିକ ଅବସ୍ଥା ଭଲ ଥିବା କୁହାଯାଥିଲା। ଏହା ପରେ ମହିଳା ଜଣଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଛି। ପାକିସ୍ତାନରେ ମହମ୍ମଦଙ୍କ ବିରୋଧୀ ମନ୍ତବ୍ୟକୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଆଇନ ରହିଛି। ୧୯୮୭ଠାରୁ ସେହି ଆଇନ୍ ଅନୁଯାୟୀ, ଏ ଯାଏଁ  ୧୪୭୨ ଜଣଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି। ସାଧାରଣତଃ  ଅଭିଯୁକ୍ତମାନେ ନିଜ ପକ୍ଷ ରଖିବାର ସୁଯୋଗରୁ ବଞ୍ଚିତ ହୋଇଥାନ୍ତି। କାରଣ ଏଭଳି ସମ୍ବେଦନଶୀଳ ମାମାଲାକୁ କୌଣସି ଓକିଲ ଲଢ଼ିବାକୁ ଆଗଭର ହୋଇ ନଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story