ସିଏଏ ବିରୋଧୀ ମହିଳା ବିକ୍ଷୋଭକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ୍‌

ଇଠାୱା: ଉତ୍ତର ପ୍ରଦେଶ ପୁଲିସ୍‌ର ବର୍ବରତା ପୁଣି ସାମ୍ନାକୁ ଆସିଛି। ଇଠାୱାରେ ବିବାଦୀୟ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ମହିଳା ବିକ୍ଷୋଭକାରୀଙ୍କୁ ଉତ୍ତର ପ୍ରଦେଶ ପୁଲିସ୍‌ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ଭିଡିଓ ସାମ୍ନାକୁ ଆସିଛି। ଏଥିସହ ସ୍ଥାନୀୟ ଅଞ୍ଚଳରେ ଥିବା ଦୋକାନ ଗୁଡ଼ିକରେ ପୁଲିସ୍‌ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ସେମାନଙ୍କୁ ଶଟର ପକାଇବାକୁ ଧମକ ଦେଇଛି। ପଚରାହରେ ଥିବା ଛୋଟିଆ ଗଳିରେ କିଛି ମହିଳାଙ୍କୁ ପ୍ରଥମେ ପୁଲିସ୍‌ ଗୋଡ଼ାଇ ଥିଲା। ଏହାପରେ ତାଙ୍କୁ ଲାଠିରେ […]

ew

ew

Hemant Lenka
  • Published: Wednesday, 22 January 2020
  • Updated: 22 January 2020, 05:17 PM IST

Sports

Latest News

ଇଠାୱା: ଉତ୍ତର ପ୍ରଦେଶ ପୁଲିସ୍‌ର ବର୍ବରତା ପୁଣି ସାମ୍ନାକୁ ଆସିଛି। ଇଠାୱାରେ ବିବାଦୀୟ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ମହିଳା ବିକ୍ଷୋଭକାରୀଙ୍କୁ ଉତ୍ତର ପ୍ରଦେଶ ପୁଲିସ୍‌ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ଭିଡିଓ ସାମ୍ନାକୁ ଆସିଛି।

ଏଥିସହ ସ୍ଥାନୀୟ ଅଞ୍ଚଳରେ ଥିବା ଦୋକାନ ଗୁଡ଼ିକରେ ପୁଲିସ୍‌ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ସେମାନଙ୍କୁ ଶଟର ପକାଇବାକୁ ଧମକ ଦେଇଛି। ପଚରାହରେ ଥିବା ଛୋଟିଆ ଗଳିରେ କିଛି ମହିଳାଙ୍କୁ ପ୍ରଥମେ ପୁଲିସ୍‌ ଗୋଡ଼ାଇ ଥିଲା। ଏହାପରେ ତାଙ୍କୁ ଲାଠିରେ ପ୍ରବଳ ମାଡ଼ ମାରିଥିଲା।

ବିକ୍ଷୋଭକୁ ଭାଙ୍ଗିବା ପାଇଁ ମଧ୍ୟ ପୁଲିସ୍‌ ସେମାନଙ୍କୁ ପେଲା ଠେଲା କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ୧୭ ସେକେଣ୍ଡର ଭିଡିଓରେ ମହିଳାମାନେ ପୁଲିସ୍‌ କାହିଁକି ସେମାନଙ୍କୁ ମାଡ଼ ମାରୁଛି ବୋଲି ପ୍ରଶ୍ନ କରୁଥିବା ଶୁଣିବାକୁ ମିଳୁଛି।

ଆଉ ଏକ ଭିଡିଓରେ ପୁଲିସ୍‌ ରାସ୍ତାକଡ଼ରେ ଥିବା ଦୋକାନା ଗୁଡ଼ିକରେ ପ୍ରବେଶ କରି ଏଗୁଡ଼ିକୁ ବନ୍ଦ କରିବାକୁ ଧମକ ଦେବା ସହ ଏଠାରେ ଖାଉଥିବା ଲୋକଙ୍କୁ ମଧ୍ୟ ମାଡ଼ ମାରୁଥିବା ଦୃଶ୍ୟ ରହିଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଏଥିରେ ତାଳି ପକାଇବାକୁ ଉଦ୍ୟମ କରିଛି। ଆନ୍ଦୋଳନକାରୀମାନେ ପଥର ମାଡ଼ କରିବାରୁ କୁଆଡ଼େ ପୁଲିସ୍‌ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛି।

ସୌଜନ୍ୟ ଏନଡିଟିଭି
https://www.facebook.com/ndtv/videos/815351602260888/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story