ବିଶ୍ୱର ୧୦ ସର୍ବଶ୍ରେଷ୍ଠ ନେତାଙ୍କ ମଧ୍ୟରେ ମୋଦି ଜଣେ: ଭେଙ୍କେୟା

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତକୁ ନେଇ ବିରୋଧୀମାନେ ସମାଲୋଚନା କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଭେଙ୍କେୟା ନାଇଡୁ ଆଜି କହିଛନ୍ତି ଯେ ମୋଦି ବିଶ୍ୱର ୧୦ ଜଣ ସର୍ବଶ୍ରେଷ୍ଠ ନେତାଙ୍କ ମଧ୍ୟରୁ ଜଣେ। ତାଙ୍କ ସ୍ୱର ଏବେ ସାରା ବିଶ୍ୱ ଶୁଣୁଛି। ନାଇଡୁ କହିଛନ୍ତି,“ଭାରତକୁ ଏବେ ବିଶ୍ୱ ସ୍ତରରେ ସ୍ୱୀକୃତି ଓ ସମ୍ମାନ ମିଳୁଛି। ଦେଶ ପରେ ଦେଶ ଆମ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରୁଛନ୍ତି। ସେ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ନେତାଙ୍କ […]

Venkaiah-Naidu-

Venkaiah-Naidu-

Rakesh Mallick
  • Published: Friday, 03 June 2016
  • Updated: 03 June 2016, 11:06 AM IST

Sports

Latest News

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତକୁ ନେଇ ବିରୋଧୀମାନେ ସମାଲୋଚନା କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଭେଙ୍କେୟା ନାଇଡୁ ଆଜି କହିଛନ୍ତି ଯେ ମୋଦି ବିଶ୍ୱର ୧୦ ଜଣ ସର୍ବଶ୍ରେଷ୍ଠ ନେତାଙ୍କ ମଧ୍ୟରୁ ଜଣେ। ତାଙ୍କ ସ୍ୱର ଏବେ ସାରା ବିଶ୍ୱ ଶୁଣୁଛି।

ନାଇଡୁ କହିଛନ୍ତି,“ଭାରତକୁ ଏବେ ବିଶ୍ୱ ସ୍ତରରେ ସ୍ୱୀକୃତି ଓ ସମ୍ମାନ ମିଳୁଛି। ଦେଶ ପରେ ଦେଶ ଆମ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରୁଛନ୍ତି। ସେ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ନେତାଙ୍କ ମଧ୍ୟରୁ ଜଣେ। ସେ ଆମ ଦେଶକୁ ଯେଉଁ ଭଳି ଭାବେ ବିକାଶ ପଥରେ ଆଗେଇ ନେଉଛନ୍ତି, ତାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି।”

ସେ କହିଛନ୍ତି,“ୟୁପିଏ ସରକାର ଅମଳରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୭୫ଟି ଦେଶ ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଫଳରେ ଦେଶକୁ କ’ଣ ଲାଭ ହେଉଛି ତା’ ଉପରେ ସମସ୍ତେ ଗୁରୁତ୍ୱାରୋପ କରିବା ଉଚିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story