୬.୨ ତୀବ୍ରତାର ଭୂକମ୍ପ ଝଟକାରେ ଥରିଲା ସୁମାତ୍ରା

ଜାକର୍ତ୍ତା: ଭୂକମ୍ପ ପ୍ରବଣ ଇଣ୍ଡୋନେସିଆର ସୁମାତ୍ରା ଆଜି ପୁଣିଥରେ ଥରି ଉଠିଛି। ଭୂକମ୍ପ ଝଟକା ସୁମାତ୍ରା ଦ୍ୱୀପପୁଞ୍ଜକୁ ଏକ ପ୍ରକାର ଆତଙ୍କିତ କରିଦେଇଛି। ଆଜି ଏଠାରେ ବଡ଼ଧରଣର ଭୂକମ୍ପକୁ ସାମ୍ନା କରିଛନ୍ତି ଲୋକେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ତେବେ ଏଯାଏ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ସେହିପରି ସୁନାମୀ ନେଇ କୌଣସି ସତର୍କ ସୂଚନା ମଧ୍ୟ ଜାରି କରାଯାଇ ନାହିଁ। ଆମେରିକା ଜିଓଲଜିକାଲ ସର୍ଭେର […]

earth-quack

earth-quack

Hemant Lenka
  • Published: Monday, 16 January 2023
  • Updated: 16 January 2023, 10:19 AM IST

Sports

Latest News

ଜାକର୍ତ୍ତା: ଭୂକମ୍ପ ପ୍ରବଣ ଇଣ୍ଡୋନେସିଆର ସୁମାତ୍ରା ଆଜି ପୁଣିଥରେ ଥରି ଉଠିଛି। ଭୂକମ୍ପ ଝଟକା ସୁମାତ୍ରା ଦ୍ୱୀପପୁଞ୍ଜକୁ ଏକ ପ୍ରକାର ଆତଙ୍କିତ କରିଦେଇଛି। ଆଜି ଏଠାରେ ବଡ଼ଧରଣର ଭୂକମ୍ପକୁ ସାମ୍ନା କରିଛନ୍ତି ଲୋକେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ତେବେ ଏଯାଏ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ସେହିପରି ସୁନାମୀ ନେଇ କୌଣସି ସତର୍କ ସୂଚନା ମଧ୍ୟ ଜାରି କରାଯାଇ ନାହିଁ।

ଆମେରିକା ଜିଓଲଜିକାଲ ସର୍ଭେର ରିପୋର୍ଟ ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଆଚେ ପ୍ରଦେଶର ସିଙ୍ଗକିଲ ସହରଠାରୁ ୪୮ କିମି ଦୂର। ଏହା ଭୂପୃଷ୍ଠରୁ ୩୭ କିମି ଗଭୀରରେ ସୃଷ୍ଟି ହୋଇଛି। ସକାଳ ୬.୩୦ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ପ୍ରାଥମିକ ଭାବେ ଏହାର ତୀବ୍ରତା ୬.୦ କୁହାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି।

ଇଣ୍ଡୋନେସିଆର ମେଟ୍ରୋଲଜି ବିଭାଗ ଭୂକମ୍ପର ତୀବ୍ରତା ୬.୨ ଥିବା କହିଥିଲେ ହେଁ ସୁନାମୀର କୌଣସି ଆଶଙ୍କା ନଥିବା ସ୍ପଷ୍ଟ କରିଛି। ଦେଶର ବିପର୍ଯ୍ୟୟ ଏଜେନ୍ସି କହିଛି ଯେ ଏଯାଏ ମୃତାହତ କିମ୍ବା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ “ଭୂକମ୍ପ ଝଟକା ପରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ୪ଟି ଜିଲ୍ଲାରେ ୩ରୁ ୧୦ ସେକେଣ୍ଡ ଧରି ଝଟକା ଅନୁଭବ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ଝଟକା ପରେ ଲୋକମାନେ ବେଶ କିଛି ସମୟ ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ। ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେଉଛି।”

ଏହାପୂର୍ବରୁ ଅନେକଥର ଇଣ୍ଡୋନେସିଆର ସୁମାତ୍ରା ସମେତ ବିଭିନ୍ନ ସ୍ଥାନରେ ବଡ଼ଧରଣର ଭୂକମ୍ପ ଘଟିଥିଲା। ଏଥିରେ ଅନେକ ଲୋକ ପ୍ରାଣ ମଧ୍ୟ ହରାଇବାର ନଜିର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story