ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ,  ୧୦ ମୃତ

କାବୁଲ: ଆଫଗାନିସ୍ତାନର କାବୁଲ୍‌ସ୍ଥିତ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ବିସ୍ଫୋରଣ ଘଟିବାର କାରଣ ଜଣାପଡ଼ି ନାହିଁ। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟିତ୍ୱ ଗ୍ରହଣ କରିନାହାଁନ୍ତି। ସେଥିପାଇଁ ଏହା ପଛରେ କାହାର ହାତ ରହିଛି, ସେ ନେଇ ଖୋଳତାଡ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ୩ ଦିନ ତଳେ ଆଫଗାନିସ୍ତାନର ଉତ୍ତରାଞ୍ଚଳ ଅନ୍ତର୍ଗତ ତଖାର୍ ପ୍ରଦେଶର […]

BUS-FIRE

BUS-FIRE

Tapas Behera
  • Published: Sunday, 01 January 2023
  • Updated: 01 January 2023, 10:03 PM IST

Sports

Latest News

କାବୁଲ: ଆଫଗାନିସ୍ତାନର କାବୁଲ୍‌ସ୍ଥିତ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ବିସ୍ଫୋରଣ ଘଟିବାର କାରଣ ଜଣାପଡ଼ି ନାହିଁ। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟିତ୍ୱ ଗ୍ରହଣ କରିନାହାଁନ୍ତି। ସେଥିପାଇଁ ଏହା ପଛରେ କାହାର ହାତ ରହିଛି, ସେ ନେଇ ଖୋଳତାଡ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ୩ ଦିନ ତଳେ ଆଫଗାନିସ୍ତାନର ଉତ୍ତରାଞ୍ଚଳ ଅନ୍ତର୍ଗତ ତଖାର୍ ପ୍ରଦେଶର ରାଜଧାନୀ ତାଲୁକ୍ବାନ୍‌ ନଗରୀରେ ବିସ୍ଫୋରଣ ଯୋଗୁଁ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ବିସ୍ଫୋରଣରେ ବ୍ୟବହୃତ ବୋମାଟିକୁ ଜଣେ ସ୍ଥାନୀୟ ପ୍ରଶାସକଙ୍କ ଡେସ୍କ୍‌ ତଳେ ରଖାଯାଇଥିବା କଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଥିଲା। ଏହି ଘଟଣା ପରେ ପୁଣି ଥରେ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ହେବାଟା ଆଫଗାନିସ୍ତାନର ଚିନ୍ତା ବଢ଼ାଇଛି।

କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ପାଖରେ ସାମରିକ ଏୟାରଫିଲ୍ଡ ରହିଛି। ୨୦୨୧ରେ ତାଲିବାନ ଦେଶର ଶାସନ କ୍ଷମତା ଅକ୍ତିଆର କରିବା ପରେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାର ପ୍ରତିଶ୍ରୁତି ଦେଇଥିଲା। ଦେଢ଼ବର୍ଷ ମଧ୍ୟରେ ଅନେକ ବିସ୍ଫୋରଣ ଓ ଆକ୍ରମଣ ଘଟିଲାଣି। ଅଧିକାଂଶ ଆକ୍ରମଣ ଇସ୍‌ଲାମିକ୍‌ ଷ୍ଟେଟ୍‌ ଗ୍ରୁପ୍‌ର ସ୍ଥାନୀୟ ସଂଗଠନ ଘଟାଉଥିବା ଦାବି କରିଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story