ସ୍କୁଲକୁ ଟାର୍ଗେଟ କରି ଆତଙ୍କବାଦୀଙ୍କ ଭୟଙ୍କର ହମଲା, ଗଲା ୪୦ ଜଣଙ୍କ ଜୀବନ

କାବୁଲ: କିଛି ଦିନର ବ୍ୟବଧାନ ପରେ ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ରକ୍ତରହୋଲି ଖେଳିଛନ୍ତି। ଆଜି ଆତଙ୍କବାଦୀମାନେ କାବୁଲରେ ଥିବା ଗୋଟିଏ ସ୍କୁଲ ଓ ଏହାର ଆଖପାଖ ଅଞ୍ଚଳରେ ସିରିଜ୍‌ ବୋମା ବିସ୍ଫୋରଣ କରିଛନ୍ତି। ଏଥିରେ ଏଯାଏ ୪୦ ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀ ରହିଥିବା ଜଣାପଡ଼ିଛି। ସେହିପରି ଏକାଧିକ କାର ଓ ଗାଡ଼ି ମଧ୍ୟ ବିସ୍ଫୋରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଜଣେ ଅଧିକାରୀ […]

Terririst

Terririst

Hemant Lenka
  • Published: Saturday, 08 May 2021
  • Updated: 08 May 2021, 09:23 PM IST

Sports

Latest News

କାବୁଲ: କିଛି ଦିନର ବ୍ୟବଧାନ ପରେ ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ରକ୍ତରହୋଲି ଖେଳିଛନ୍ତି। ଆଜି ଆତଙ୍କବାଦୀମାନେ କାବୁଲରେ ଥିବା ଗୋଟିଏ ସ୍କୁଲ ଓ ଏହାର ଆଖପାଖ ଅଞ୍ଚଳରେ ସିରିଜ୍‌ ବୋମା ବିସ୍ଫୋରଣ କରିଛନ୍ତି। ଏଥିରେ ଏଯାଏ ୪୦ ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ରୀ ରହିଥିବା ଜଣାପଡ଼ିଛି। ସେହିପରି ଏକାଧିକ କାର ଓ ଗାଡ଼ି ମଧ୍ୟ ବିସ୍ଫୋରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି।

ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, କାବୁଲର ଦଶଟ-ଇ-ବାରଚି ଜିଲ୍ଲାରେ ଥିବା ସୟଦ ଉଲ ଶୁହାଦା ସ୍କୁଲ ଓ ଏହାର ଆଖପାଖ ଅଞ୍ଚଳରେ ବିସ୍ଫୋରଣ ହୋଇଛି। ପିଲାମାନେ ସ୍କୁଲରୁ ବାହାରୁ ଥିବା ବେଳେ ହଠାତ୍‌ ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ଏହି ସମୟରେ ଲୋକମାନେ ମଧ୍ୟ ଇଦ ପାଇଁ କିଣାକିଣି କରିବାକୁ ମାର୍କେଟ ଯାଉଥିଲେ। ହଠାତ୍‌ ସମସ୍ତଙ୍କୁ ଟାର୍ଗେଟ କରି ହମଲା ହୋଥିଲା।

ବିସ୍ଫୋରଣ ପରେ ପିଲାମାନଙ୍କ ମୃତଦେହ ଓ ବହି ଖାତା ରାସ୍ତାରେ ଛିନଛତ୍ର ହୋଇପଡ଼ିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏଥିରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରମଣର କାରଣ ଜଣାପଡ଼ିନାହିଁ। ଆକ୍ରମଣରେ ଆହତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ହସ୍ପିଟାଲ ନିଆଯାଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ଅନ୍ୟପକ୍ଷରେ ଆଜିର ହମଲା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ଆଫଗାନିସ୍ତାନରେ ସକ୍ରିୟ ତାଲିବାନ ପକ୍ଷରୁ ଆକ୍ରମଣକୁ ନିନ୍ଦା କରାଯାଇଛି। ସୂଚନା ଅନୁସାରେ, ଶିହା ମୁସଲିମ ରହୁଥିବା ୱେଷ୍ଟର୍ଣ୍ଣ କାବୁଲରେ ହିଁ ହମଲା ହୋଇଛି। ଏଠାରେ ରହୁଥିବା ଶିହା ମୁସଲିମମାନଙ୍କୁ ସୁନ୍ନି ଆଇଏସ୍ଆଇଏସ୍ ଆତଙ୍କବାଦୀମାନେ ଟାର୍ଗେଟ କରିଥାଆନ୍ତି। ତେଣୁ ଆଜିର ଆକ୍ରମଣ ପଛରେ ସେମାନଙ୍କ ହାତ ଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story