କଟକଣା ହଟିବା ପରେ ମାଡ଼ିବସିଲା କରୋନା, ଶ୍ମଶାନରେ ମିଳୁନି ଜାଗା

ବେଜିଂ: ପୁଣି ଆତଙ୍କ ଖେଳାଇଛି ମହାମାରୀ କରୋନା। ନିଜକୁ ବଞ୍ଚାଇବା ପାଇଁ ଭୟରେ ଘରେ ଲୋକେ ବନ୍ଦି ହୋଇପଡିଛନ୍ତି। ଚାରିଆଡେ ଶୂନ୍‌ଶାନ ହୋଇପଡିଛି ରାସ୍ତାଘାଟ। କଟକଣା ହଟିବା ପରେ ଦେଶକୁ ମାଡି ବସିଛି କରୋନା। ଚୀନ୍‌ର ଅନେକ ସହରରେ ଏଭଳି କିଛି ସ୍ଥିତି ଦେଖିବାକୁ ମିଳିଛି। ଚୀନ୍‌ରେ କୋହଲ ହୋଇଛି ଜିରୋ କୋଭିଡ ପଲିସି ନୀତି। ଫଳରେ ଏଠାରେ ଦୈନିକ ସଂକ୍ରମଣ ସଂଖ୍ୟା ହୁ ହୁ ବଢ଼ି ଚାଲିଛି। ଏଠାରେ ତାଣ୍ଡବ ରଚିଛି କରୋନାର ଓମିକ୍ରନ ଭାରିଏଣ୍ଟ। […]

Corona cremation

Corona cremation

Madhupriya Mistry
  • Published: Monday, 19 December 2022
  • Updated: 19 December 2022, 12:09 PM IST

Sports

Latest News

ବେଜିଂ: ପୁଣି ଆତଙ୍କ ଖେଳାଇଛି ମହାମାରୀ କରୋନା। ନିଜକୁ ବଞ୍ଚାଇବା ପାଇଁ ଭୟରେ ଘରେ ଲୋକେ ବନ୍ଦି ହୋଇପଡିଛନ୍ତି। ଚାରିଆଡେ ଶୂନ୍‌ଶାନ ହୋଇପଡିଛି ରାସ୍ତାଘାଟ। କଟକଣା ହଟିବା ପରେ ଦେଶକୁ ମାଡି ବସିଛି କରୋନା। ଚୀନ୍‌ର ଅନେକ ସହରରେ ଏଭଳି କିଛି ସ୍ଥିତି ଦେଖିବାକୁ ମିଳିଛି।

ଚୀନ୍‌ରେ କୋହଲ ହୋଇଛି ଜିରୋ କୋଭିଡ ପଲିସି ନୀତି। ଫଳରେ ଏଠାରେ ଦୈନିକ ସଂକ୍ରମଣ ସଂଖ୍ୟା ହୁ ହୁ ବଢ଼ି ଚାଲିଛି। ଏଠାରେ ତାଣ୍ଡବ ରଚିଛି କରୋନାର ଓମିକ୍ରନ ଭାରିଏଣ୍ଟ। ସହରର ବିଭିନ୍ନ ହସ୍ପିଟାଲଗୁଡିକରେ ମଧ୍ୟ ମାଳ ମାଳ ରୋଗୀ ଭିଡ ଜମାଇଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି। ଫଳରେ ଶ୍ମଶାନରେ ଲୋକେ ଲମ୍ବା ଲାଇନ୍ ଲଗାଇଛନ୍ତି।

चीन में कोरोना से हाहाकार मचा हुआ है (फाइल फोटो)

ଚୀନ୍‌ର ମହାମାରୀ ଏକ୍ସପର୍ଟ ୱୁ ଜୁନିଓ ଚେତାବନୀ ଦେଇଛନ୍ତି, ଚୀନ୍‌ରେ ଆଗକୁ କରୋନାର ତିନୋଟି ଲହର ଆସିବ। ପ୍ରଥମ ଲହର ଖ୍ରୀଷ୍ଟମାସ ପରେ। ଦ୍ୱିତୀୟ ଲହର ନୂଆ ବର୍ଷ ଓ ତୃତୀୟଟି ଲୁନାର୍ ନ୍ୟୁ ଇୟର ପରେ ଆସିବ। ଏହି ସମୟରେ ଲୋକେ ସତର୍କ ରହିବା ଉଚିତ। ଅବହେଳା କଲେ ମାମଲା ଦ୍ୱିଗୁଣ ବଢ଼ିଯିବ।

ଚୀନ୍‌ର ସି ଜିନ୍‌ପିଙ୍ଗ ସରକାର ଦେଶରେ ଅନେକ ବିରୋଧ ପରେ ଜିରୋ କୋଭିଡ ପଲିସିକୁ ଶେଷ କରିଥିଲେ। ଏହାପରେ କରୋନା ମାମଲା ଏଠାରେ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି। ଚାଇନାର ଉତ୍ତରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପିଥିବା ସହରଗୁଡିକରେ କରୋନା ଗ୍ରାଫ ଉପରମୁହାଁ ରହିଛି।

ବେଜିଂର ସବୁଠୁ ବଡ ଶ୍ମଶାନ ବାବୋଶାନ୍‌ରେ ସ୍ଥିତି ଭୟଙ୍କର ରହିଛି। ଏଠାରେ ଦିନ ରାତି ୨୪ ଘଣ୍ଟା ଧରି ଲିଭୁନି ନିଆଁ। ଶ୍ମଶାନରେ ପାର୍କିଂ କରିବା ପାଇଁ ମଧ୍ୟ ସ୍ଥାନ ନାହିଁ। ଶ୍ମଶାନରେ କାମ କରୁଥିବା ଜଣେ କର୍ମଚାରୀଙ୍କ କହିବା ମୁତାବକ, ଶବଦାହ କରିବା ପାଇଁ ଏଠାରେ ଆଗୁଆ ବୁକିଂ କରିବା ବି ମୁସକିଲ ହୋଇପଡିଛି। ଏଥିପାଇଁ ଲୋକେ ନିଜ ପରିଜନ ଓ ସମ୍ପର୍କୀୟଙ୍କ ମୃତଦେହକୁ ବ୍ୟକ୍ତିଗତ ବାହାନରେ ନେଇ ଅନ୍ୟସ୍ଥନକୁ ଚାଲିଯାଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story