ଯୁବତୀଙ୍କୁ ଦେଖି କୁକୁର ବି କଲା ଯୋଗ, ଭିଡିଓ ହେଉଛି ଭାଇରାଲ

ୱାଶିଂଟନ: ଯୋଗ କଲେ ଶରୀର ସୁସ୍ଥ ରହିଥାଏ। ସମ୍ଭବତଃ ଏକଥା ବୋଧେ ଗୋଟିଏ କୁକୁର ବୁଝିଛି। କାରଣ ସେ ତା’ର ମାଲିକ(ଜଣେ ଯୁବତୀ) ଯୋଗ କରୁଥିବା ଦେଖି ଏହାର ନକଲ କରିଛି। କୁକୁର ଅତି ଚମତ୍କାର ଭାବେ ଯୋଗ କରୁଥିବା ବେଳର ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଲୋକମାନେ ଶେୟାର କରିବା ସହ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି। ଗୋଟିଏ କୁକୁର କେମିତି ଜଣେ ଯୁବତୀଙ୍କ ସହ ମିଶି […]

Dog-yoga

Dog-yoga

Hemant Lenka
  • Published: Thursday, 20 May 2021
  • Updated: 20 May 2021, 11:41 AM IST

Sports

Latest News

ୱାଶିଂଟନ: ଯୋଗ କଲେ ଶରୀର ସୁସ୍ଥ ରହିଥାଏ। ସମ୍ଭବତଃ ଏକଥା ବୋଧେ ଗୋଟିଏ କୁକୁର ବୁଝିଛି। କାରଣ ସେ ତା’ର ମାଲିକ(ଜଣେ ଯୁବତୀ) ଯୋଗ କରୁଥିବା ଦେଖି ଏହାର ନକଲ କରିଛି। କୁକୁର ଅତି ଚମତ୍କାର ଭାବେ ଯୋଗ କରୁଥିବା ବେଳର ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ଲୋକମାନେ ଶେୟାର କରିବା ସହ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି। ଗୋଟିଏ କୁକୁର କେମିତି ଜଣେ ଯୁବତୀଙ୍କ ସହ ମିଶି ଯୋଗ କରୁଛି, ତା’ର ଭିଡିଓ ପ୍ରଥମେ ରେକ୍ସ ଚାମ୍ପନ ଟ୍ୱିଟ କରିଥିଲେ। ସେ ଏହାର କ୍ୟାପସନ “କୁକୁରଟି ବାସ୍ତବରେ ଯୋଗ କରୁଛି’ ବୋଲି ରଖିଥିଲେ। ଏହି ଭିଡିଓକୁ ଟ୍ୱିଟରରେ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଲକ୍ଷାଧିକ ଲୋକ କମେଣ୍ଟ କରିଛନ୍ତି।

ଭିଡିଓ ଅନୁଯାୟୀ, କୁକୁଟି ଯୁବତୀଙ୍କୁ ଦେଖି ତାଙ୍କ ଭଳି ଯୋଗ ମ୍ୟାଟ୍‌କୁ ତଳେ ପକାଉଛି। ଏହାପରେ ସେ ମ୍ୟାଟ୍‌ ଉପରେ ଶୋଇ ଯୋଗ କରିବା ଆରମ୍ଭ କରୁଛି। ଯୁବତୀ ଜଣଙ୍କ ଯେମିତି ଆଣ୍ଟେଇ ପେଟେଇ ଓ ଗୋଡ଼ ଟେକି ଯୋଗ କରୁଛନ୍ତି, କୁକୁରଟି ମଧ୍ୟ ତାଙ୍କୁ ଦେଖି ସେମିତି ଯୋଗ କରିବାରେ ଲାଗୁଛି।

କୁକୁରଟି ମଣିଷଙ୍କ ଭଳି ପୂରା ଠିକ୍‌ ଭାବେ ଗୋଡ଼ ଭାଙ୍ଗି ଯୋଗ କରୁଥିବାରୁ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story