ଚାଇନା ଦ୍ୱାରା ଆହୂତ ନିରାପତ୍ତା ପରିଷଦ ବୈଠକକୁ ବୟକଟ କଲେ ଜୟଶଙ୍କର

ଜେନେଭା: ଲଦାଖରେ ଉତ୍ପନ୍ନ ହୋଇଥିବା ସ୍ଥିତିକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ରହିଛି। ଆଉ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଅନେକ ବୈଠକ ବସିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ। ଏଭଳି ସ୍ଥିତିରେ ଶୁକ୍ରବାର ଜାତିସଂଘ ନିରାପତ୍ତା ପରିଷଦ ଏକ ମନ୍ତ୍ରୀ ସ୍ତରୀୟ ବୈଠକ ଡାକିଥିଲା। ଏଥିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଭିଡିଓ କନଫରେନସିଂ ଜରିଆରେ ହେବାକୁ ଥିବା ଏହି ବୈଠକକୁ କିନ୍ତୁ […]

s-jayshankar

s-jayshankar

Subhransu Sekhar
  • Published: Saturday, 08 May 2021
  • Updated: 08 May 2021, 03:30 PM IST

Sports

Latest News

ଜେନେଭା: ଲଦାଖରେ ଉତ୍ପନ୍ନ ହୋଇଥିବା ସ୍ଥିତିକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ରହିଛି। ଆଉ ଦୁଇ ଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଅନେକ ବୈଠକ ବସିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ। ଏଭଳି ସ୍ଥିତିରେ ଶୁକ୍ରବାର ଜାତିସଂଘ ନିରାପତ୍ତା ପରିଷଦ ଏକ ମନ୍ତ୍ରୀ ସ୍ତରୀୟ ବୈଠକ ଡାକିଥିଲା। ଏଥିରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଭିଡିଓ କନଫରେନସିଂ ଜରିଆରେ ହେବାକୁ ଥିବା ଏହି ବୈଠକକୁ କିନ୍ତୁ ବୈଦେଶିକ ମନ୍ତ୍ରୀ ବୟକଟ୍ କରିଛନ୍ତି।

ଏହି ଉଚ୍ଚ ସ୍ତରୀୟ ବୈଠକ ଚାଇନା ଦ୍ୱାରା ଡକାଯାଇଥିଲା। ଯିଏକି ଚଳିତ ମାସ ପାଇଁ ନିରାପତ୍ତା ପରିଷଦର ସଭାପତି ରହିଛି। ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ୟି ଏହି ବୈଠକର ନେତୃତ୍ୱ ନେଉଛନ୍ତି। ଜୟଶଙ୍କର ଯୋଗ ଦେଉନଥିବାରୁ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗାଲ ଏହି ବୈଠକରେ ସାମିଲ୍ ଯୋଗ ଦେଇଥିଲେ।

ଯେହେତୁ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ରହିଛି ତେଣୁ ଜୟଶଙ୍କର ଏହି ବୈଠକରେ ଯୋଗ ଦେଇନଥିଲେ ବୋଲି ଜଣାପଡ଼ିଛି। ସୁରକ୍ଷା ପରିଷଦ ଦ୍ୱାରା ଆୟୋଜିତ ୧୪ ଜଣିଆ ମନ୍ତ୍ରୀ ସ୍ତରୟୀ ବୈଠକରେ କିନ୍ତୁ ଆମେରିକାର ବୈଦେଶିକ ସଚିବ ତଥା ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍, ଋଷିଆର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଏବଂ ସେଣ୍ଟ ଭିନ୍ସେଣ୍ଟ ପ୍ରମୁଖ ନେତା ଯୋଗ ଦେଇଥିଲେ।

ଏହି ବୈଠକରେ ଯୋଗଦେଇ ଭାରତର ବୈଦେଶିକ ସଚିବ କହିଛନ୍ତି, କୋଭିଡ ମହାମାରୀ ପାଇଁ ବିଶ୍ୱରେ ଦେଶ ଦେଶ ମଧ୍ୟରେ ଥିବା ଅନେକ ତ୍ରୁଟି ପ୍ରକାଶ ପାଇଛି। ଯାହାକୁ ନେଇ ବିଶ୍ୱସ୍ତରୀୟ ପ୍ରତିକ୍ରିୟାର ଅଭାବ ରହିଛି। ଅର୍ଥାତ୍ ଏ ବାବଦରେ ସମସ୍ତ ଦେଶ ଆଲୋଚନା କରି ଏକାଠି ହୋଇ କରୋନା ବିରୋଧରେ ଲଢ଼ିବା ଦରକାର ବୋଲି ଭାରତ କହିଛି। କିନ୍ତୁ ଏହା ନହେବାରୁ ବ୍ୟବସ୍ଥାରେ ଥିବା ଦୁର୍ବଳତା ଜଳ ଜଳ କରି ଦେଖିବାକୁ ମିଳିଛି। ତେଣୁ ଏଥିରେ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି ବୋଲି ସଚିବ କହିଛନ୍ତି। ସେହିପରି ସାରା ବିଶ୍ୱ ଟିକାକରଣକୁ ଗୁରୁତ୍ୱ ଦେଉଥିବା ବେଳେ ଟିକା ତିଆରି ପାଇଁ ଦେଖିଦେଇଥିବା ସମସ୍ୟା ବାବଦରେ ଶିୃଙ୍ଗଲା ମତ ରଖିଥିଲେ।

ସେ କହିଛନ୍ତି ଯେ ୧୫୦ରୁ ଅଧିକ ଦେଶକୁ ଭାରତ ଟିକା, ଔଷଧ ଏବଂ ସ୍ୱାସ୍ଥ୍ୟ ଉପକରଣ ଯୋଗାଇଛି। ଭାରତ ଏଭଳି କରି ବନ୍ଧୁତା ଏବଂ ଏକତାର ଭାବନାକୁ ଆଗକୁ ଆଣିଛି। ଯାହାକି କରୋନା ମହାମାରୀ ଯୁଦ୍ଧ ପାଇଁ ପ୍ରାଥମିକତା ହେବା ଆବଶ୍ୟକ। ଏବେ କିନ୍ତୁ ନିଜେ କରୋନାର ଦ୍ୱିତୀୟ ଲହରକୁ ଭାରତ ସାମ୍ନା କରୁଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ପ୍ରତ୍ୟେକ ମାସରେ ଜଣେ ଲେଖାଏଁ ଦେଶ ଏହି ପରିଷଦର ଅଧ୍ୟକ୍ଷତା କରନ୍ତି ଆଉ ଏକ ବୈଠକ ଡାକନ୍ତି। ଚଳିତ ମାସରେ ଚାଇନା ଏହି ବୈଠକ ଡାକିଥିଲା। ଏଭଳି କାର୍ଯ୍ୟକ୍ରମକୁ ଦସ୍ତଖତ ଇଭେଣ୍ଟ ବୋଲି କୁହାଯାଏ। ଚାଇନା ଏହି ଅବସରରେ ଆଫ୍ରିକା ଏବଂ କୋଭିଡ ମହାମାରୀରୁ ଉଦ୍ଧାର ଆଉ ଶାନ୍ତିଦୂତଙ୍କ ସୁରକ୍ଷା ବାବଦରେ ଆଲୋଚନା କରିବ।

ସୂଚନାଯୋଗ୍ୟ, କୋଭିଡ ମହାମାରୀ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅନେକ ବୌଠକ ଭିଡିଓ କନଫେରନସିଂ ଜରିଆରେ ଆୟୋଜିତ ହେଉଛି। ଅଧିକାଂଶ ଦେଶ କରୋନାରେ ଆକ୍ରାନ୍ତ ଥିବାରୁ ନ୍ୟୁୟର୍କ ଯାଇ ବୈଠକରେ ଭାଗ ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଅନେକ ଦେଶର ନେତା। ତେଣୁ ଏହି ବୈଠକ ଭିଡିଓ କନଫରେନସିଂ ଜରିଆରେ ଆୟୋଜିତ ହେଉଥିଲେ ମଧ୍ୟ ଜୟଶଙ୍କର ବୈଠକରେ ଯୋଗ ଦେବେନି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story