ପାକ୍‌ ବିରୋଧରେ ମୁହଁ ଖୋଲିଲେ ଆଜାଦ କଶ୍ମୀରର ପ୍ରଧାନମନ୍ତ୍ରୀ

ଇସଲାମାବାଦ: ଆଜାଦ ଜମ୍ମୁ-କଶ୍ମୀରକୁ ପାକିସ୍ତାନରେ ସାମିଲ କରିବାକୁ ପ୍ରୟାସ କରାଯାଉଥିବା ସେଠାକାର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦାର ଖାନ କହିଛନ୍ତି। ଏଥିପାଇଁ ଜମ୍ମୁ-କଶ୍ମୀରରୁ ଆଜାଦ ଶବ୍ଦ ହଠାଇବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି। ତେବେ ସେ କେବେ ହେଲେ ଆଜାଦ ଜମ୍ମୁ-କଶ୍ମୀରକୁ ପାକିସ୍ତାନର ଅଂଶ ଭାବେ ବିବେଚନା ହେବାକୁ ଦେବେ ନାହିଁ ବୋଲି ରୋକଠୋକ କହି ଦେଇଛନ୍ତି। ସେ କହିଛନ୍ତି ‘ଏଜେକେ’ ବିଧାନସଭା ବହୁତ କଷ୍ଟ ଓ ସଂଘର୍ଷ ପରେ ତିଆରି ହୋଇଛି। ତେଣୁ ଏହାକୁ […]

AJK

AJK

Hemant Lenka
  • Published: Thursday, 24 June 2021
  • Updated: 24 June 2021, 05:35 PM IST

Sports

Latest News

ଇସଲାମାବାଦ: ଆଜାଦ ଜମ୍ମୁ-କଶ୍ମୀରକୁ ପାକିସ୍ତାନରେ ସାମିଲ କରିବାକୁ ପ୍ରୟାସ କରାଯାଉଥିବା ସେଠାକାର ପ୍ରଧାନମନ୍ତ୍ରୀ ରାଜା ଫାରୁକ ହାଇଦାର ଖାନ କହିଛନ୍ତି। ଏଥିପାଇଁ ଜମ୍ମୁ-କଶ୍ମୀରରୁ ଆଜାଦ ଶବ୍ଦ ହଠାଇବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି। ତେବେ ସେ କେବେ ହେଲେ ଆଜାଦ ଜମ୍ମୁ-କଶ୍ମୀରକୁ ପାକିସ୍ତାନର ଅଂଶ ଭାବେ ବିବେଚନା ହେବାକୁ ଦେବେ ନାହିଁ ବୋଲି ରୋକଠୋକ କହି ଦେଇଛନ୍ତି।

ସେ କହିଛନ୍ତି ‘ଏଜେକେ’ ବିଧାନସଭା ବହୁତ କଷ୍ଟ ଓ ସଂଘର୍ଷ ପରେ ତିଆରି ହୋଇଛି। ତେଣୁ ଏହାକୁ ପାକିସ୍ତାନରେ ସାମିଲ କରିବାକୁ ହେଉଥିବା କୌଣସି ପ୍ରକାରର ଷଡ଼ଯନ୍ତ୍ରକୁ କେବେ ହେଲେ ସହ୍ୟ କରାଯିବ ନାହିଁ। ପାକିସ୍ତାନ ପାଇଁ ଆମର ଭଲ ପାଇବା ଆମ ରକ୍ତରେ ରହିଛି। କିନ୍ତୁ ଏଜେକେ ସରକାର ଉପରେ କୌଣସି ବିଭାଗ ବଡ଼ ନୁହେଁ।

ଆମେ କେବଳ ଏଜେକେ ସରକାରଙ୍କୁ ମାନିବୁ। ଏଜେକେ ସରକାର ହିଁ କଶ୍ମୀରର ଭବିଷ୍ୟତ ନିର୍ଦ୍ଧାରଣ କରିବେ। ଆମେ ପଛେ ଆମ ଜୀବନ ଦେଇଦେବୁ,ହେଲେ ଏଜେକେକୁ କେବେ ହେଲେ ପାକିସ୍ତାନର ଅଂଶ ଭାବେ ସାମିଲ କରିବାକୁ ଅନୁମତି ଦେବୁ ନାହୁଁ। ପାକିସ୍ତାନ ସ୍ୱାର୍ଥକୁ କ୍ଷତି ପହଞ୍ଚାଉଥିବା ଭଳି ବୟାନ ଆମେ କେବେ ଦେବାକୁ ଇଚ୍ଛା କରି ନଥିଲୁ। ଏହି କାରଣ ପାଇଁ ଆମେ ସବୁବେଳେ ଚୁପ ରହି ଆସିଛୁ।

କଶ୍ମୀର ବ୍ୟାପାରର ଫେଡରାଲ ମନ୍ତ୍ରୀ ଏଜେକେ ପାଇଁ ତାଙ୍କୁ ୫ ବିଲିୟନ ଟଙ୍କା ଦେବାକୁ ପ୍ରଲୋଭିତ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ହାଇଦର ଆହୁରି କହିଛନ୍ତି, ସେମାନେ କହିଥିଲେ ଯେ ଭାରତ ଏବେ ଶକ୍ତିଶାଳୀ ହୋଇଯାଇଛି। କଶ୍ମୀରକୁ ଭୁଲି ଯାଅ ଓ ଅନ୍ୟ କିଛି ପ୍ରାୟସ କରିବା ଦରକାର।

ତେବେ ଆମେ କେମିତି କଶ୍ମୀରକୁ ଭୁଲି ଯିବୁ? କାହିଁକି ଆମେ ଭୁଲିବୁ? ପାକିସ୍ତାନ ପତାକା ତଳେ ପୋତା ଯାଉଥିବା ଲୋକଙ୍କ ବଳିଦାନକୁ ଭୁଲି ଯିବା ପାଇଁ କହିବାକୁ ଆପଣମାନେ କିଏ? ଆମେ ସେମାନଙ୍କୁ କେବେ ହେଲେ ଭୁଲିବୁ ନାହିଁ କିମ୍ବା କାହାକୁ ଏହା ଭୁଲିବାକୁ ଦେବୁନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story