ଇଟାଲୀ ରାଜଦୂତଙ୍କୁ ଗୁଳିକରି ହତ୍ୟା

କଙ୍ଗୋ: ଆଫ୍ରିକାର କଙ୍ଗୋରେ ଜାତି ସଂଘର କନଭୟ ଉପରେ ଆକ୍ରମଣ ହୋଇଛି। ଏଥିରେ ଇଟାଲୀର ରାଜଦୂତଙ୍କ ମୃତ୍ୟୁ ହୋଇଛି। ଆତଙ୍କୀଙ୍କ ଗୁଳିରେ ଇଟାଲୀ ରାଜଦୂତଙ୍କର ମୃତ୍ୟୁ ହୋଇଛି। ଇଟାଲୀ ରାଜଦୂତଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ରହିଛି। କଙ୍ଗୋରେ ଏକ ବିଦ୍ରୋହୀ ଗୋଷ୍ଠୀ ଦୀର୍ଘ ଦିନ ହେବ ଆତଙ୍କ ସୃଷ୍ଟି କରି ଚାଲିଛନ୍ତି। ସେହିସ୍ଥାନକୁ ଯିବା ପାଇଁ ଜାତିସଂଘର ଏକ ଟିମ୍ ଯାଇଥିବା ବେଳେ ଆତଙ୍କୀ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ […]

congi-italy-ambasadoor

congi-italy-ambasadoor

Subhransu Sekhar
  • Published: Monday, 22 February 2021
  • Updated: 22 February 2021, 10:03 PM IST

Sports

Latest News

କଙ୍ଗୋ: ଆଫ୍ରିକାର କଙ୍ଗୋରେ ଜାତି ସଂଘର କନଭୟ ଉପରେ ଆକ୍ରମଣ ହୋଇଛି। ଏଥିରେ ଇଟାଲୀର ରାଜଦୂତଙ୍କ ମୃତ୍ୟୁ ହୋଇଛି। ଆତଙ୍କୀଙ୍କ ଗୁଳିରେ ଇଟାଲୀ ରାଜଦୂତଙ୍କର ମୃତ୍ୟୁ ହୋଇଛି। ଇଟାଲୀ ରାଜଦୂତଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ରହିଛି। କଙ୍ଗୋରେ ଏକ ବିଦ୍ରୋହୀ ଗୋଷ୍ଠୀ ଦୀର୍ଘ ଦିନ ହେବ ଆତଙ୍କ ସୃଷ୍ଟି କରି ଚାଲିଛନ୍ତି। ସେହିସ୍ଥାନକୁ ଯିବା ପାଇଁ ଜାତିସଂଘର ଏକ ଟିମ୍ ଯାଇଥିବା ବେଳେ ଆତଙ୍କୀ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ ଇଟାଲୀ ରାଜଦୂତଙ୍କର ମୃତ୍ୟୁ ହୋଇଛି।

ଜାତିସଂଘର ଖାଦ୍ୟ କାର୍ଯ୍ୟକ୍ରମ (WFP) ଏକ ବିବୃତ୍ତି ଜାରି କରି କହିଛି ପୂର୍ବ କ୍ଷେତ୍ରର ରାଜଧାନୀ ଗୋମାର ଏକ ସ୍କୁଲରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜାତିସଂଘର ଏକ ଟିମ୍ ଆସିଥିଲେ। ଆଉ ଆତଙ୍କୀମାନେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜାତିସଂଘର କାରେକେଡ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଠାରେ ଆତଙ୍କୀ ଆକ୍ରମଣ କରିଥିଲେ ସେଠାରେ ଜାତିସଂଘର ଟିମ୍ ବିନା ସୁରକ୍ଷାରେ ଯାତ୍ରା କରିବାକୁ ଅନୁମତି ଥିଲା।

WFP ମୃତକଙ୍କ ପରିଚୟ ଦେବାକୁ ଯାଇ କହିଛି ମୃତକ ହେଲେ ୨୦୧୭ରୁ କଙ୍ଗୋରେ ଅବସ୍ଥାପିତ ଥିବା ଇଟାଲୀର ରାଜଦୂତ ଲୁକା ଅତାନାସିୟୋ, ଇତାଲବି ପୁଲିସ କର୍ମୀ ଭିଟ୍ଟୋରିୟୋ ଇୟାକୋଓ୍ୱାକ୍କି ଏବଂ ତାଙ୍କ ଗାଡ଼ି ଚାଳକ। ଏହାବାଦ କାରକେଡରେ ଥିବା ଅନ୍ୟ କିଛି ବ୍ୟକ୍ତି ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story