ଓବାମାଙ୍କ 'ମନ୍ କି ବାତ୍': ଡୋନାଲ୍ଡ ଟ୍ରମ୍ପ ଜଣେ ପାଗଳ, ଦୁର୍ନୀତିଗ୍ରସ୍ତ...

ଓ୍ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉତ୍ତରାଧିକାରୀ ହେଉଛନ୍ତି ଏବେର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଓବାମାଙ୍କୁ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ହରାଇବା ପରେ ହସହସ ମୁହଁରେ କ୍ଷମତା ହସ୍ତାନ୍ତର କରିଥିଲେ ନୋବେଲ ବିଜେତା ବାରାକ ଓବାମା। ନିକଟରେ ଏକ ବହି ବଜାରକୁ ଆସିବାକୁ ଯାଉଛି। ଏହି ବହିରେ କିନ୍ତୁ ଓବାମା ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ନିଜର ମନର କଥା କହିଛନ୍ତି। ଆଉ ଏଭଳି ଅପଶବ୍ଦ ଓବାମା କହିଛନ୍ତି ଯାହାକି ବାରାକ କେବେ ସାର୍ବଜନୀନ […]

obama-on-trump

obama-on-trump

Subhransu Sekhar
  • Published: Thursday, 20 May 2021
  • Updated: 20 May 2021, 08:47 PM IST

Sports

Latest News

ଓ୍ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉତ୍ତରାଧିକାରୀ ହେଉଛନ୍ତି ଏବେର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଓବାମାଙ୍କୁ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ହରାଇବା ପରେ ହସହସ ମୁହଁରେ କ୍ଷମତା ହସ୍ତାନ୍ତର କରିଥିଲେ ନୋବେଲ ବିଜେତା ବାରାକ ଓବାମା। ନିକଟରେ ଏକ ବହି ବଜାରକୁ ଆସିବାକୁ ଯାଉଛି। ଏହି ବହିରେ କିନ୍ତୁ ଓବାମା ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ନିଜର ମନର କଥା କହିଛନ୍ତି। ଆଉ ଏଭଳି ଅପଶବ୍ଦ ଓବାମା କହିଛନ୍ତି ଯାହାକି ବାରାକ କେବେ ସାର୍ବଜନୀନ ଭାବରେ ନିଜ ବିରୋଧୀ କିମ୍ୱା ସମାଲୋଚକଙ୍କ ଉପରେ ବର୍ଷିବା ବେଳେ ଏଭଳି ଅପଶବ୍ଦ କହି ନଥିବା ଜଣାପଡ଼ିଛି।

ଦ ଗାର୍ଡିଆନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଟ୍ରମ୍ପ ଜଣେ ପାଗଳ, ଦୁର୍ନୀତିଗ୍ରସ୍ତ... ଇତ୍ୟାଦି ଅନେକ ଅପଶବ୍ଦ ଓବାମା ଲେଖିଛନ୍ତି। ଏହି ବହିର ନାମ ରହିଛି ‘Battle for the Soul: Inside the Democrats’ Campaigns to Defeat Donald Trump’। ଏହି ବହିରେ ୨୦୨୦ରେ କିଭଳି ରିପବ୍ଲିକିଆନ ପାର୍ଟିର ଲୋକପ୍ରିୟ ନେତା ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ହରାଇବା ପାଇଁ ଡେମୋକ୍ରାଟିକ ପାର୍ଟି ଅଭିଯାନ ଚଳାଇଥିଲା ସେ ବାବଦରେ ଉଲ୍ଲେଖ ରହିଛି। ଏହି ବହିଟିକୁ ଏଡୱାର୍ଡ ଆଇଜାକ୍ ଡୋଭର ଲେଖିଛନ୍ତି। ଯିଏକି ଆଟଲାଣ୍ଟିକର ଜଣେ ଲେଖକ। ଆସନ୍ତା ସପ୍ତାହ ସୁଦ୍ଧା ଏହି ବହି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଏହି ବହିରେ କେବଳ ଡୋନାଲ୍ଡ ଟ୍ରମ୍ପ ନୁହେଁ, ଆମେରିକାର ଉପ ରାଷ୍ଟ୍ରପତି କମଲା ହାରିସ, ଆଉ ବାରାକ ଓବାମାଙ୍କୁ ନେଇ ଟ୍ରମ୍ପଙ୍କ 'ମନ୍ କି ବାତ୍' ଉଲ୍ଲେଖ ରହିଛି।

ଲେଖକ ଜଣଙ୍କ ଏହି ବହିରେ ଲେଖିଥିବା କିଛି ଅଂଶ ଏବେ ଦ ଗାର୍ଡିଆନ ହାତରେ ଲାଗିଛି। ଯେଉଁଥିରେ ଏବେର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ତଥା ଏବେର  ପ୍ରଥମ ମହିଳା ଜିଲ ବାଇଡେନଙ୍କ ବିବୃତ୍ତି ଉପସ୍ଥାପିତ ହୋଇଛି। ସେ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏହା ସେତେବେଳର ମନ୍ତବ୍ୟ ଯେତେବେଳେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଆଉ ବିତର୍କ ସମୟରେ କମଲା ବାଇଡେନଙ୍କୁ ଟାର୍ଗେଟ କରିଥିଲେ। ଏବାପରେ ଜିଲ୍ ବାଇଡେନ କମଲାଙ୍କୁ ଅପଶବ୍ଦ କହିଥିଲେ। ଯାହାକୁ ଏଠାରେ ଉଦ୍ଦୃତ କରିବା ସମ୍ଭବ ନୁହେଁ।

ସେହିପରି ଏହି ବହିରେ ପ୍ରକାଶିତ ଆଲେଖ୍ୟ ଅନୁଯାୟୀ ଟ୍ରମ୍ପଙ୍କୁ ପ୍ରଥମଥର ପାଇଁ ଅଭଦ୍ର ଶବ୍ଦ କହି ବାରାକ ଓବାମା ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି। ତେବେ ଟ୍ରମ୍ପ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ବେଳେ କହିଥିଲେ ଓବାମା ରାଷ୍ଟ୍ରପତି ହେବାକୁ ଯୋଗ୍ୟ ନୁହେଁ। ହେଲେ ଓବାମା ସେତେବେଳେ ସାର୍ବଜନୀନ ଭାବରେ କିଛି କହିନଥିଲେ। ଏହାପରେ ଓବାମା ଅଭିଯୋଗ କରିଥିଲେ ଯେ ରାଷ୍ଟ୍ରପତି ନିର୍ବାଚନ ବେଳେ ଟ୍ରମ୍ପ ରୁଷିଆର ସହଯୋଗରେ ସାଇବର ଆଟାକ କରି ନିର୍ବାଚନରେ ବିଜୟୀ ହୋଇଛନ୍ତି। ହେଲେ ଏହାକୁ ନେଇ ଓବାମା କୌଣସି ପ୍ରମାଣ ଦେଇପାରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story