ଧୋକା ଦେଲେ ପୁଟିନ! ଯୁଦ୍ଧ ବିରତି ସତ୍ତ୍ୱେ ୟୁକ୍ରେନରେ ହମଲା

ମସ୍କୋ: ପୁଣିଥରେ ଧୋକା ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନି। ଗୁରୁବାର ୟୁକ୍ରେନ ସହ ଯୁଦ୍ଧ ବିରତି ଘୋଷଣା କରିଥିବା ପୁଟିନ ଶୁକ୍ରବାର ସକାଳୁ ପୁଣିଥରେ ହମଲା କରିଛନ୍ତି। ରୁଷ ସେନାର ଆକ୍ରମଣରେ ଥରି ଉଠିଛି ୟୁକ୍ରେନର ପୂର୍ବପ୍ରାନ୍ତରେ ଥିବା ବାକମୁଟ ସହର। ଏଠାରେ ଥିବା ଆବାସିକ ଅଞ୍ଚଳ ଓ ପ୍ରତିଷ୍ଠାନ ଗୁଡ଼ିକ ଉପରେ ଏକାଧିକ ବୋମା ମାଡ଼ କରାଯାଇଛି। ଯୁଦ୍ଧ ବିରତି ସତ୍ତ୍ୱେ ରୁଷର ଏପରି ହମଲାକୁ ୟୁକ୍ରେନ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ନିନ୍ଦା […]

ukraine

ukraine

Hemant Lenka
  • Published: Friday, 06 January 2023
  • Updated: 06 January 2023, 08:31 PM IST

Sports

Latest News

ମସ୍କୋ: ପୁଣିଥରେ ଧୋକା ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନି। ଗୁରୁବାର ୟୁକ୍ରେନ ସହ ଯୁଦ୍ଧ ବିରତି ଘୋଷଣା କରିଥିବା ପୁଟିନ ଶୁକ୍ରବାର ସକାଳୁ ପୁଣିଥରେ ହମଲା କରିଛନ୍ତି। ରୁଷ ସେନାର ଆକ୍ରମଣରେ ଥରି ଉଠିଛି ୟୁକ୍ରେନର ପୂର୍ବପ୍ରାନ୍ତରେ ଥିବା ବାକମୁଟ ସହର। ଏଠାରେ ଥିବା ଆବାସିକ ଅଞ୍ଚଳ ଓ ପ୍ରତିଷ୍ଠାନ ଗୁଡ଼ିକ ଉପରେ ଏକାଧିକ ବୋମା ମାଡ଼ କରାଯାଇଛି।

ଯୁଦ୍ଧ ବିରତି ସତ୍ତ୍ୱେ ରୁଷର ଏପରି ହମଲାକୁ ୟୁକ୍ରେନ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ନିନ୍ଦା କରାଯାଇଛି। ରୁଷ କିମ୍ବା ପୁଟିନ ଆଦୌ ଭରସାଯୋଗ୍ୟ ନୁହନ୍ତି ବୋଲି ସୋଶାଲ ମିଡିଆରେ ଅନେକ ଲୋକ ମତ ଦେଇଛନ୍ତି।

ଅର୍ଥଡକ୍ସ ଖ୍ରୀଷ୍ଟମାସ ପାଇଁ ରୁଷ ରାଷ୍ଟ୍ରପତି ପୁଟିନ ଆସନ୍ତା ୩୬ ଘଣ୍ଟା ପାଇଁ ୟୁକ୍ରେନ ସହ ଯୁଦ୍ଧ ବିରତି ଘୋଷଣା କରିଥିଲେ। ଯୁଦ୍ଧ ବିରତି ସମୟରେ କୌଣସି ପ୍ରକାରର ଆକ୍ରମଣ ହେବନି ଓ ଦୁଇ ଦେଶର ଲୋକ ଅର୍ଥଡକ୍ସ ଖ୍ରୀଷ୍ଟମାସ ପାଳନ କରିବେ ବୋଲି ପୁଟିନ ଘୋଷଣା କରିଥିଲେ। ହେଲେ ଯୁଦ୍ଧ ବିରତି ଘୋଷଣା ସତ୍ତ୍ୱେ ପୁଟିନଙ୍କ ସେନା ୟୁକ୍ରେନର ପୂର୍ବପ୍ରାନ୍ତରେ ବୋମା ମାଡ଼ କରି ତାଣ୍ଡବ ରଚିଛନ୍ତି।

ଅର୍ଥଡକ୍ସ ଖ୍ରୀଷ୍ଟମାସ ପର୍ବ ପାଇଁ ରକ୍ତପାତ ବନ୍ଦ କରିବାକୁ ରୁଷର ଧର୍ମଗୁରୁ ପାଟ୍ରିଆଚ କିରିଲ୍ଲ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ପୁଟିନ ଅସ୍ଥାୟୀ ଭାବେ ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ଘୋଷଣା କରିଥିବା କ୍ରେମଲିନ ପକ୍ଷରୁ କୁହାଯାଇଥିଲା।

ସୂଚନାଯୋଗ୍ୟ, ଫେବୃଆରୀ ୨୪ରୁ ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା କରୁଥିଲେ ବି ଏଯାଏ ଆଖିଦୃଶିଆ ସଫଳତା ପାଇନି। ଅବଶ୍ୟ ରୁଷର ଘନଘନ ମିସାଇଲ ଓ ବୋମା ମାଡ଼ରେ ୟୁକ୍ରେନର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ୟୁକ୍ରେନ ଏଯାଏ ରୁଷ ଆଗରେ ହାର ମାନିନି। ଏବେ ବି ଦେଶର ସେନା ଯବାନମାନେ ରୁଷକୁ କଡ଼ା ଜବାବ ଦେବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story