କୋଭିଡ ନିୟମ ଭାଙ୍ଗିବାରୁ ପ୍ରଧାନମନ୍ତ୍ରୀଙ୍କ ନାଁରେ ଚାଲାଣ କାଟିଲା ପୁଲିସ୍

ଓସଲୋ: କରୋନା ପାଇଁ ଦେଶରେ ଜାରି ହୋଇଥିବା କଟକଣା ସମସ୍ତଙ୍କ ପାଇଁ ସମାନ। ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ରାଷ୍ଟ୍ରପତି ନିୟମ ଭାଙ୍ଗିଲେ ଜୋରିମାନା ଦେବାକୁ ପଡ଼ିବ। ଏହି କଥାକୁ ନରୱେ ପୁଲିସ୍‌ ଠିକ୍‌ ଭାବେ ପାଳନ କରିଛି। ନରୱେରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ଉଲ୍ଲଙ୍ଘନ କରିଥିବାରୁ ପୁଲିସ୍‌ ଖୋଦ୍‌ ଦେଶର ପ୍ରଧାନମନ୍ତ୍ରୀ ଇରନା ସୋଲବର୍ଜଙ୍କ ନାଁରେ ଚାଲାଣ କାଟିଛି। ସେ ନିଜର ଜନ୍ମଦିନ ପାଇଁ ପରିବାର ଲୋକଙ୍କ ସହ ପାର୍ଟି କରିଥିଲେ। […]

Police

Police

Hemant Lenka
  • Published: Friday, 09 April 2021
  • Updated: 09 April 2021, 03:32 PM IST

Sports

Latest News

ଓସଲୋ: କରୋନା ପାଇଁ ଦେଶରେ ଜାରି ହୋଇଥିବା କଟକଣା ସମସ୍ତଙ୍କ ପାଇଁ ସମାନ। ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ରାଷ୍ଟ୍ରପତି ନିୟମ ଭାଙ୍ଗିଲେ ଜୋରିମାନା ଦେବାକୁ ପଡ଼ିବ। ଏହି କଥାକୁ ନରୱେ ପୁଲିସ୍‌ ଠିକ୍‌ ଭାବେ ପାଳନ କରିଛି। ନରୱେରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ଉଲ୍ଲଙ୍ଘନ କରିଥିବାରୁ ପୁଲିସ୍‌ ଖୋଦ୍‌ ଦେଶର ପ୍ରଧାନମନ୍ତ୍ରୀ ଇରନା ସୋଲବର୍ଜଙ୍କ ନାଁରେ ଚାଲାଣ କାଟିଛି।

ସେ ନିଜର ଜନ୍ମଦିନ ପାଇଁ ପରିବାର ଲୋକଙ୍କ ସହ ପାର୍ଟି କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଇରନା ସମାଜିକ ଦୂରତା ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିଲେ। ଏଥିପାଇଁ ପୁଲିସ୍‌ ତାଙ୍କ ନାଁରେ ୨୩୫୨ ଡଲାରର ଚାଲାଣ କାଟିଛି। ଏ ସମ୍ପର୍କରେ ପୁଲିସ୍‌ ମୁଖ୍ୟ ଓଲେ ସାଇଭେରୁଡ ସୂଚନା ଦେଇଛନ୍ତି।

[caption id="" align="aligncenter" width="650"]This PM Was Fined By Police Over Covid Rules Violation ନରୱେ ପ୍ରଧାନମନ୍ତ୍ରୀ[/caption]

କରୋନା ସଂକ୍ରମଣ ପାଇଁ ନରୱେ ସରକାର କଟକଣା ଜାରି କରିଛନ୍ତି। କଟକଣା ଅନୁଯାୟୀ, ଗୋଟିଏ ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କିନ୍ତୁ ଫେବୃଆରୀ ଶେଷ ଭାଗରେ ପ୍ରଧାନମନ୍ତ୍ରୀ ଇରନା ନିଜର ୬୦ତମ ଜନ୍ମଦିନ ଗୋଟିଏ ପାହାଡ଼ିଆ ରିଜର୍ଟରେ ପାଳନ କରିଥିଲେ।

ଏଥିରେ ତାଙ୍କ ପରିବାରର ୧୩ ଜଣ ସଦସ୍ୟ ଭାଗ ନେଇଥିଲେ। ଏହା ପ୍ରଚଳିତ ନିୟମର ଉଲ୍ଲଙ୍ଘନ ବୋଲି ଜଣାପଡ଼ିବା ପରେ ଗତ ମାସରେ ନରୱେରେ କ୍ରମାଗତ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହୋଇଥିବା ଇରନା କ୍ଷମା ମାଗିଥିଲେ।

ସେ କ୍ଷମା ମାଗିଥିଲେ ହେଁ ପୁଲିସ୍ ତାଙ୍କ ନାଁରେ ଚାଲାଣ କାଟିଛି। ପୁଲିସ୍ ମୁଖ୍ୟ କହିଛନ୍ତି, ଆଇନ ଆଗରେ ସମସ୍ତେ ସମାନ। କଟକଣା ଯିଏ ବି ଉଲ୍ଲଙ୍ଘନ କରିବ, ତାଙ୍କ ନାଁରେ ଫାଇନ କଟକାଯିବ। ତେଣୁ ପ୍ରଧାନମନ୍ତ୍ରୀଙ୍କ ନାଁରେ ମଧ୍ୟ ଚାଲାଣ କଟାଯାଇଛି। ଏହାଦ୍ୱାରା ସାଧାରଣ ଲୋକ ମଧ୍ୟ ଅଧିକ ସଚେତନ ହେବେ। ସେମାନଙ୍କର ନିୟମ ଉପରେ ଭରସା ବଢ଼ିବ। ତେବେ ପୁଲିସ୍‌ ଜନ୍ମଦିନ ପାର୍ଟି ଆୟୋଜନ ହୋଇଥିବା ରେଷ୍ଟୁରାଣ୍ଟକୁ କୌଣସି ଫାଇନ କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story