୧୦ ମାସରେ ୪୩ ଥର କରୋନାରେ ଆକ୍ରାନ୍ତ, ଶେଷରେ ସୁସ୍ଥ ହେଲେ ବୃଦ୍ଧ

ଲଣ୍ଡନ: ଦୀର୍ଘ ୧୦ ମାସ ହେଲା ବାରମ୍ବାର କରୋନାରେ ଆକ୍ରାନ୍ତ ହେଉଥିବା ଜଣେ ୭୨ ବର୍ଷୀୟ ବ୍ୟକ୍ତ ଶେଷରେ ସୁସ୍ଥ ହୋଇଛନ୍ତି। ସେ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ସର୍ବାଧିକ ସମୟ କରୋନାରେ ଆକ୍ରାନ୍ତ ହେବାର ରେକର୍ଡ କରିଛନ୍ତି। ଏହି ୧୦ ମାସ ମଧ୍ୟରେ ତାଙ୍କ ଟେଷ୍ଟ ରିପୋର୍ଟ ୪୩ ଥର ପଜିଟିଭ ଆସିଛି ଓ ସେ ୭ ଥର ଗୁରୁତର ହୋଇ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଲଣ୍ଡନର ଡାଭେ […]

Corona

Corona

Hemant Lenka
  • Published: Thursday, 24 June 2021
  • Updated: 24 June 2021, 06:06 PM IST

Sports

Latest News

ଲଣ୍ଡନ: ଦୀର୍ଘ ୧୦ ମାସ ହେଲା ବାରମ୍ବାର କରୋନାରେ ଆକ୍ରାନ୍ତ ହେଉଥିବା ଜଣେ ୭୨ ବର୍ଷୀୟ ବ୍ୟକ୍ତ ଶେଷରେ ସୁସ୍ଥ ହୋଇଛନ୍ତି। ସେ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ସର୍ବାଧିକ ସମୟ କରୋନାରେ ଆକ୍ରାନ୍ତ ହେବାର ରେକର୍ଡ କରିଛନ୍ତି। ଏହି ୧୦ ମାସ ମଧ୍ୟରେ ତାଙ୍କ ଟେଷ୍ଟ ରିପୋର୍ଟ ୪୩ ଥର ପଜିଟିଭ ଆସିଛି ଓ ସେ ୭ ଥର ଗୁରୁତର ହୋଇ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଛନ୍ତି।

ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଲଣ୍ଡନର ଡାଭେ ସ୍ମିଥ। ୱେଷ୍ଟର୍ଣ୍ଣ ଇଂଲଣ୍ଡର ବ୍ରିଷ୍ଟଲରେ ସେ ଜଣେ ଡ୍ରାଇଭିଂ ପରାମର୍ଶଦାତା ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି। ସେ ୧୦ ମାସ ହେଲା ବାରମ୍ବାର ସଂକ୍ରମିତ ହେଉଥିବାରୁ ନିଜ ଅନ୍ତିମ ସଂସ୍କାର ପାଇଁ ସବୁ ପ୍ରକାରର ଯୋଜନା ଆଗୁଆ ପ୍ରସ୍ତୁତ କରି ଦେଇଥିଲେ।

ସେ କହିଛନ୍ତି, ମୁଁ ଜୀବନରୁ ମୋ ତରଫରୁ ଇସ୍ତଫା ଦେଇଦେବି। ମୁଁ ମୋ ପରିବାର ବର୍ଗଙ୍କୁ ଡାକି ସମସ୍ତଙ୍କ ସହ ପାଇଁ ପ୍ରାର୍ଥନା ସଭା କରିବି। ଏହାପରେ ସମସ୍ତଙ୍କୁ ଗୁଡବାଏ କହିବି ବୋଲି ସେ କହିଛନ୍ତି।

ତାଙ୍କ ସହ କ୍ୱାରେଣ୍ଟାଇନରେ ଥିବା ତାଙ୍କ ପତ୍ନୀ ଲିଣ୍ଡା ମଧ୍ୟ ବାରମ୍ବାର ଏପରି ଘଟୁଥିବାରୁ ହତାଶାଭାବ ଅନୁଭବ କରୁଥିଲେ। ସେ ବର୍ଷେ ହେଲାଣି ନର୍କ ଯନ୍ତ୍ରଣା ଅନୁଭବ କରୁଥିବା କହିଛନ୍ତି।

ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ପରାମର୍ଶଦାତା ଇଡି ମୋରାନ କହିଛନ୍ତି, ୧୦ ମାସ ହେଲାଣି ସକ୍ରିୟ ଭାଇରସ ସ୍ମିଥ ଶରୀରରେ ଠାବ ହେବାରେ ଲାଗିଥିଲା। ତାଙ୍କ ନମୁନାକୁ ବିଭିନ୍ନ ସ୍ଥାନରେ ପରୀକ୍ଷା କରିବା ପରେ ଏପରି ତଥ୍ୟ ମିଳିଛି। ତେବେ ଆମେରିକାର ରେଜେନେରୋନ ପ୍ରସ୍ତୁତ କରିଥିବା ସିନ୍ଥେଟିକ ଆଣ୍ଟିବଡି କକଟେଲ ଦ୍ୱାରା ଚିକିତ୍ସା କରାଯିବା ପରେ ସ୍ମିଥ ସୁସ୍ଥ ହୋଇଥିଲେ।

କିନ୍ତୁ ବ୍ରିଟେନରେ ଏହାର ବ୍ୟବହାର କରିବାକୁ ଏଯାଏ ବିଧିବଦ୍ଧ ଅନୁମତି ମିଳିନାହିଁ। କେବଳ ସ୍ୱତନ୍ତ୍ର ଭାବେ ସ୍ମିଥଙ୍କ ଚିକିତ୍ସା ପାଇଁ ଏହାର ବ୍ୟବହାର କରାଯାଇଥିଲା। ଏହି ଆଣ୍ଟିବଡି ନେବାର ୪୫ ଦିନ ପରେ ଶେଷରେ ସ୍ମିଥଙ୍କ ଟେଷ୍ଟ ରିପୋର୍ଟ ନେଗଟିଭ ଆସିଥିଲା। ୩୦୫ ଦିନ ତଳେ ପ୍ରଥମଥର ପାଇଁ ସ୍ମିଥ କରୋନାରେ ଆକ୍ରାନ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story