'ଟିକା ନେଇଥିଲେ ମାସ୍କ ଦରକାର ନାହିଁ'

ଓ୍ୱାଶିଂଟନ: ଆମେରିକାର ସରକାର କହିଛନ୍ତି, ଯେଉଁମାନେ ଟିକା ନେଇଛନ୍ତି ସେମାନେ ସର୍ବସାଧାରଣ ଜାଗାରେ ମାସ୍କ ଲଗାଇବାର ଆବଶ୍ୟକତା ନାହିଁ। ଆମେରିକାର ସରକାରର ସ୍ୱାସ୍ଥ୍ୟ ବିଭାଗ ଆଜି ଏଭଳି ବାର୍ତ୍ତା ନିଜ ଦେଶବାସୀଙ୍କୁ ଦେଇଛି। ସ୍ୱାସ୍ଥ୍ୟ ବିଭାଗ ଏକ ପ୍ରେସ ରିଲିଜ୍ ଜାରି କରି କହିଛି, ଯେଉଁମାନେ ସମ୍ପୂର୍ଣ୍ଣ ଟିକା ନେଇସାରିଛନ୍ତି ସେମାନେ ବଜାର, ପାର୍କ ଏବଂ ଛୋଟ ଜନଗହଳି ସ୍ଥାନରେ ମାସ୍କ ବ୍ୟବହାର ନକରିଲେ ଚଳିବ। କରୋନା ମହାମାରୀକୁ ରୋକିବା ପାଇଁ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବାକୁ […]

usa-on-vaccine

usa-on-vaccine

Subhransu Sekhar
  • Published: Wednesday, 28 April 2021
  • Updated: 28 April 2021, 09:45 PM IST

ଓ୍ୱାଶିଂଟନ: ଆମେରିକାର ସରକାର କହିଛନ୍ତି, ଯେଉଁମାନେ ଟିକା ନେଇଛନ୍ତି ସେମାନେ ସର୍ବସାଧାରଣ ଜାଗାରେ ମାସ୍କ ଲଗାଇବାର ଆବଶ୍ୟକତା ନାହିଁ। ଆମେରିକାର ସରକାରର ସ୍ୱାସ୍ଥ୍ୟ ବିଭାଗ ଆଜି ଏଭଳି ବାର୍ତ୍ତା ନିଜ ଦେଶବାସୀଙ୍କୁ ଦେଇଛି।

ସ୍ୱାସ୍ଥ୍ୟ ବିଭାଗ ଏକ ପ୍ରେସ ରିଲିଜ୍ ଜାରି କରି କହିଛି, ଯେଉଁମାନେ ସମ୍ପୂର୍ଣ୍ଣ ଟିକା ନେଇସାରିଛନ୍ତି ସେମାନେ ବଜାର, ପାର୍କ ଏବଂ ଛୋଟ ଜନଗହଳି ସ୍ଥାନରେ ମାସ୍କ ବ୍ୟବହାର ନକରିଲେ ଚଳିବ। କରୋନା ମହାମାରୀକୁ ରୋକିବା ପାଇଁ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବାକୁ କୁହାଯାଇଥିଲା। ଏବେ ଯେଉଁମାନେ ଟିକା ନେଇସାରିଛନ୍ତି ସେମାନେ ଏବେ ମାସ୍କ ଖୋଲି ନିଜ ନିଜ କାମ କରିବାର ଆବଶ୍ୟକତା ରହିଛି। ହେଲେ ବଡ ବଡ ଷ୍ଟେଜ ଶୋ କିମ୍ୱା ହଜାର ହାଜର ଲୋକଙ୍କ ଗହଳିକୁ ଗଲେ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ଆମେରିକାର ସ୍ୱାସ୍ଥ୍ୟ ବିଭାଗ କହିଛି।

ସେହପରି ଇନଡୋର କାର୍ଯ୍ୟକଳାପ ବେଳେ ଯେମିତିକି ସିନେମା ହଲ୍ ଏବଂ ସପିଂ ମଲ୍ ଏବଂ ମ୍ୟୁଜିୟମ ମଧ୍ୟରେ ଟିକା ନେଇଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ସରକାର କହିଛନ୍ତି।

ଆମେରିକାର ସମସ୍ତ ବୟସ୍କଙ୍କ ଅଧାରୁ ଅଧିକ ବର୍ତ୍ତମାନ ଦୁଇଟି ଟିକା ନେଇସାରିଥିବା ସୂଚନା ରହିଛି। ଏବେ ଆମେରିକାରେ ଟିକାକରଣ ଅଧାରୁ ଅଧିକ ହୋଇସାରିଛି। ଟିକାକରଣ ବୃଦ୍ଧି ହେବାରୁ ଏବେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି।

ସୂଚନାଯୋଗ୍ୟ, ଆମେରିକା ପୂର୍ବରୁ ଇସ୍ରାଏଲ ହେଉଛି ପ୍ରଥମ ଦେଶ ଯିଏକି ଦେଶରେ ମାସ୍କ ପିନ୍ଧିବା ନେଇ ଲଗାଇଥିବା ନିୟମ ହଟାଇ ଦେଇଛି। ଆଉ ଇସ୍ରାଏଲ ବିଶ୍ୱର ପ୍ରଥମ ଦେଶ ଭାବରେ ଏଭଳି ପ୍ରଥମ ଘୋଷଣା କରିଛି। ଏବେ କିନ୍ତୁ ଇସ୍ରାଏଲରେ ୧୦୦ରୁ ୨୦୦ ଆକ୍ରାନ୍ତ ପ୍ରତିଦିନ ଚିହ୍ନଟ ହେଉଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story