ଅସହାୟ ମେୟର; କହିଲେ- ତାଲିବାନୀଙ୍କୁ ଅପେକ୍ଷା କରିଛି, ଆସିଲେ ମୋତେ ହତ୍ୟା କରିବେ

କାବୁଲ: ତାଲିବାନ କବଳରେ ଆଫଗାନିସ୍ତାନ। କବ୍‌ଜାର ଦିନକରେ ପରେ ବଢ଼ି ଚାଲିଛି ବର୍ବରତା। କ୍ଷିପ୍ରଗତିରେ ଦେଖିବାକୁ ମିଳିଛି ପରିବର୍ତ୍ତନ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜନେତାମାନେ ଦେଶ ଛାଡି ପଳାୟନ କରିଛନ୍ତି। ଆଫଗାନିସ୍ତାନ ନାଗରିକମାନେ ମଧ୍ୟ ନିଜର ସବୁ କିଛି ଛାଡି ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ଦେଶକୁ ଦୌଡୁଛନ୍ତି। ସେପଟେ ଆଫଗାନ ମହିଳାମାନଙ୍କ ଅବସ୍ଥା ନ କହିବା ଭଲ। ତାଲିବାନୀଙ୍କ ବର୍ବରତାକୁ ଦୃଷ୍ଟିରେ ରଖି ନିଜକୁ ଅସହାୟ ମଣିଛନ୍ତି ଆଫଗାନିସ୍ତାନର ପ୍ରଥମ […]

mayor Zarifa Ghafari

mayor Zarifa Ghafari

Madhupriya Mistry
  • Published: Tuesday, 17 August 2021
  • Updated: 17 August 2021, 01:24 PM IST

Sports

Latest News

କାବୁଲ: ତାଲିବାନ କବଳରେ ଆଫଗାନିସ୍ତାନ। କବ୍‌ଜାର ଦିନକରେ ପରେ ବଢ଼ି ଚାଲିଛି ବର୍ବରତା। କ୍ଷିପ୍ରଗତିରେ ଦେଖିବାକୁ ମିଳିଛି ପରିବର୍ତ୍ତନ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜନେତାମାନେ ଦେଶ ଛାଡି ପଳାୟନ କରିଛନ୍ତି। ଆଫଗାନିସ୍ତାନ ନାଗରିକମାନେ ମଧ୍ୟ ନିଜର ସବୁ କିଛି ଛାଡି ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ଦେଶକୁ ଦୌଡୁଛନ୍ତି। ସେପଟେ ଆଫଗାନ ମହିଳାମାନଙ୍କ ଅବସ୍ଥା ନ କହିବା ଭଲ। ତାଲିବାନୀଙ୍କ ବର୍ବରତାକୁ ଦୃଷ୍ଟିରେ ରଖି ନିଜକୁ ଅସହାୟ ମଣିଛନ୍ତି ଆଫଗାନିସ୍ତାନର ପ୍ରଥମ ମହିଳା ମେୟର।

ଆଫଗାନିସ୍ତାନର ପ୍ରଥମ ମହିଳା ମେୟର ଜରିଫା ଗଫାରୀ। ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ସେ ଏବେ ଅସହାୟ। ତାଙ୍କର ସବୁ ଆଶା ଏବେ ଆଶାରେ ହିଁ ରହିଯାଇଛି। ସେ ଏବଂ ତାଙ୍କ ପରିବାର ପୂରାପୁରି ଏକୁଟିଆ ହୋଇଯାଇଛନ୍ତି। ଏହାରି ଭିତରେ ଜରିଫା କହିଛନ୍ତି, 'ମୁଁ ଏବେ ତାଲିବାନୀଙ୍କ ଅପେକ୍ଷାରେ। ଆସିଲେ ମୋତେ ହତ୍ୟା କରିବେ। ମୋତେ ଏବଂ ମୋ ଭଳି ଅନ୍ୟ ଲୋକଙ୍କୁ ଜୀବନରେ ମାରିଦେବେ।'

ଆଫଗାନିସ୍ତାନର ବଦଳୁଥିବା ପରିସ୍ଥିତିକୁ ଦେଖି ସେ ତାଙ୍କର ସବୁ ଆଶା ହରାଇ ବସିଛନ୍ତି। ସେ ଏବେ ତାଙ୍କ ସ୍ୱାମୀ ଏବଂ ପରିବାର ସହ ଗୋଟିଏ ଆପାର୍ଟମେଣ୍ଟରେ ବସି, ତାଲିବାନୀଙ୍କ ଅପେକ୍ଷାରେ ଅଛନ୍ତି। ସେଠାରେ ତାଙ୍କର ଏବଂ ତାଙ୍କ ପରିବାରର ସହାୟତା କରିବା ପାଇଁ କେହି ନାହାନ୍ତି। ତାଲିବାନୀମାନେ ତାଙ୍କୁ ଏବଂ ତାଙ୍କ ଭଳି ଅନ୍ୟ ଲକଙ୍କୁ ମାରିଦେବ। କିନ୍ତୁ ମୃତ୍ୟୁ ଭୟରେ ସେ ତାଙ୍କ ପରିବାରକୁ ଛାଡି ପାରିବେ ନାହିଁ। ଦେଶ ଏବଂ ପରିବାରକୁ ଛାଡି କୁଆଡେ ଯିବେ ବୋଲି ମେୟର ଜରିଫା କହିଛନ୍ତି।

ସୂଚନା ମୁତାବକ ୨୦୧୮ରେ ୨୭ ବର୍ଷୀୟ ଜରିଫା ଆଫଗାନିସ୍ତାନର ୱାର୍ଡକ ଅଞ୍ଚଳରୁ ସର୍ବ କନିଷ୍ଠ  ଏବଂ ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଥିଲେ। ତେବେ ଆଫଗାନିସ୍ତାନରେ ପୁଣି ତାଲିବାନର ଆଗମନ ଭିତରେ ପ୍ରତିରକ୍ଷା ମନ୍ତ୍ରାଳୟକୁ ଜରିଫାଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ତାଲିବାନ ବର୍ବରତା ଆଗରେ ସେ ଏବେ ଅସହାୟ। ଅତୀତରେ ତାଙ୍କୁ ତାଲିବାନଙ୍କ ପକ୍ଷରୁ ହତ୍ୟା ଧମକ ମଧ୍ୟ ମିଲିଥିଲା। ଗତ ନଭେମ୍ବର ୧୫ରେ ଜରିଫାଙ୍କ ବାପା ଅବଦୁଲ ୱାସି ଗଫାରୀଙ୍କୁ ତାଲିବାନୀ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story