ବ୍ରିଟେନରେ ଲାମ୍ୱଡା ଓ ଡେଲଟା ଭାରିଆଣ୍ଟ ଆତଙ୍କ

ଲଣ୍ଡନ: ପୁଣିଥରେ ବ୍ରିଟେନରେ କୋଭିଡ ସଂକ୍ରମଣର ଭୟ ଦେଖା ଦେଇଛି। ସପ୍ତାହକ ମଧ୍ୟରେ କୋଭିଡର ଡେଲଟା ଭାରିଆଣ୍ଟ ଦ୍ୱାରା ୩୫ ହଜାର ୨୦୪ ଜଣ ସଂକ୍ରମିତ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତଙ୍କୁ ମିଶାଇଲେ ବ୍ରିଟେନରେ ମୋଟ୍ ଡେଲଟା ପ୍ଲସ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧,୧୫୭ କୁ ବୃଦ୍ଧି ପାଇଛି। ଭାରତରେ ପ୍ରଥମେ ଦେଖାଦେଇଥିବା ଏହି ଡେଲଟା ଭାରିଆଣ୍ଟ ୭୦ରୁ ଅଧିକ ଦେଶରେ ଚିହ୍ନଟ ହୋଇଛି। ଶୁକ୍ରବାର ସାପ୍ତାହିକ କୋଭିଡ ରିପୋର୍ଟ ଉପରେ ବ୍ରିଟେନର ପବ୍ଲକ ହେଲଥ ଇଂଲଣ୍ଡ କହିଛି […]

covid

covid

Subhransu Sekhar
  • Published: Saturday, 26 June 2021
  • Updated: 26 June 2021, 01:15 PM IST

Sports

Latest News

ଲଣ୍ଡନ: ପୁଣିଥରେ ବ୍ରିଟେନରେ କୋଭିଡ ସଂକ୍ରମଣର ଭୟ ଦେଖା ଦେଇଛି। ସପ୍ତାହକ ମଧ୍ୟରେ କୋଭିଡର ଡେଲଟା ଭାରିଆଣ୍ଟ ଦ୍ୱାରା ୩୫ ହଜାର ୨୦୪ ଜଣ ସଂକ୍ରମିତ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତଙ୍କୁ ମିଶାଇଲେ ବ୍ରିଟେନରେ ମୋଟ୍ ଡେଲଟା ପ୍ଲସ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧,୧୫୭ କୁ ବୃଦ୍ଧି ପାଇଛି। ଭାରତରେ ପ୍ରଥମେ ଦେଖାଦେଇଥିବା ଏହି ଡେଲଟା ଭାରିଆଣ୍ଟ ୭୦ରୁ ଅଧିକ ଦେଶରେ ଚିହ୍ନଟ ହୋଇଛି।

ଶୁକ୍ରବାର ସାପ୍ତାହିକ କୋଭିଡ ରିପୋର୍ଟ ଉପରେ ବ୍ରିଟେନର ପବ୍ଲକ ହେଲଥ ଇଂଲଣ୍ଡ କହିଛି ଯେ ଗୋଟିଏ ସପ୍ତାହ ମଧ୍ୟରେ ଡେଲଟା ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ୪୬ ପ୍ରତିଶତ ବଢ଼ିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୨ଟି ଡେଲଟା AY। ଗୋଟିଏ ଏହାର ମ୍ୟୁଟାଣ୍ଟ ଯାହା ଡେଲଟା ପ୍ଲସ୍ ଭାବରେ ପରିଚିତ। ପିଏଚଇର ରିପୋର୍ଟ ଅନୁଯାୟୀ ବ୍ରିଟେନରେ ସଂଗୃହୀତ ହୋଇଥିବା ମୋଟ୍ ନମୁନାର ଜେନେଟିକ୍ସରୁ ଡେଲ୍ଟା ଭାରିଆଣ୍ଟ ୯୫ ପ୍ରତିଶତ ରହିଛି।

କିନ୍ତୁ ଯେଉଁମାନେ ଟିକାର ଉଭୟ ଡୋଜ ନେଇଛନ୍ତି ସେମାନଙ୍କୁ ହସ୍ପିଟାଲ ନେବାକୁ ପଡ଼ି ନାହିଁ। ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଡକ୍ଟର ଜେନି ହାରିସ୍ କହିଛନ୍ତି ଯେ ଏବେର ସ୍ଥିତିରୁ ସ୍ପଷ୍ଟ ଯେ ସଫଳ ଟିକାକରଣ ପାଇଁ ଡାକ୍ତରଖାନାରେ ବହୁତ କମ୍ ରୋଗୀ ଭର୍ତ୍ତି ହୋଇଛନ୍ତି।

ତେଣୁ ସମସ୍ତେ କୋଭିଡ ସଂକ୍ରମଣକୁ ଅଣଦେଖା କରିବା ଠିକ୍ ନୁହେଁ। ଟିକାର ଗୋଟିଏ ଡୋଜ ଅପେକ୍ଷା ଡବଲ ଡୋଜ୍ ଅଧିକ ପ୍ରଭାବଶାଳୀ ବୋଲି ସେ କହିଛନ୍ତି। ତେଣୁ ଦେଶର ନାଗିରକଙ୍କୁ ଡବଲ ଡୋଜ ନେବାକୁ ସେ ଆହ୍ୱାନ କରିଛନ୍ତି। ଯିଏ ଯେଉଁଠି ସୁବିଧା ହେଉଛି ସେଠି ଯାଇ ଡବଲ ଡୋଜ ନେବା ଦରକାର ବୋଲି ସେ କହିଛନ୍ତି।

ତେବେ ଏହାରି ଭିତରେ ପିଏଚଇ ଭାଇରସର ଲାମ୍ବଡା ଫର୍ମ (C.37)କୁ ପରୀକ୍ଷା କରିବ ବୋଲି କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜୁନ ୧୪ରେ ଏହି ଲାମ୍ବଡା ଫର୍ମକୁ ଚିହ୍ନଟ କରିଥିଲା। ଏହି ଲାମ୍ବଡା ଶ୍ରେଣୀରେ ମୋଟ୍ ୬ ଜଣ ଆକ୍ରାନ୍ତ ବ୍ରିଟେନରୁ ଚିହ୍ନଟ ହୋଇଛନ୍ତି। ଏହା ପ୍ରଥମେ ପେରୁରେ ଚିହ୍ନଟ ହୋଇଥିଲା। ଏପର୍ଯ୍ୟନ୍ତ ୨୬ଟି ଦେଶକୁ ଏହି ଭାରିଆଣ୍ଟ ବ୍ୟାପିଛି। ବ୍ରିଟନରେ ଯେଉଁମାନେ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ସମସ୍ତ ବିଦେଶରୁ ଫେରିବା ପରେ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story