ନୂଆଦିଲ୍ଲୀ: ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲାଙ୍କ ଅଟକ ଅବଧି ବୃଦ୍ଧିକୁ ନେଇ ସମାଲୋଚନା କରିଛନ୍ତି ପୂର୍ବତନ ବୈଦେଶିକ ତଥା ଅର୍ଥ ମନ୍ତ୍ରୀ ଯଶୱନ୍ଦ ସିହ୍ନା। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଫାରୁକ୍ ଅଧିକ ରାଷ୍ଟ୍ରବାଦୀ।
ସେ ଏକ ଟ୍ୱିଟ୍ ଜରିଆରେ କହିଛନ୍ତି, “ଫାରୁକ୍ ଅବଦୁଲ୍ଲାଙ୍କ ଅଟକ ଅବଧି ଆଉ ୩ ମାସ ବଢ଼ାଇବା ଦୁଃଖଦ କଥା। ଅନ୍ୟ କେତେଜଣଙ୍କ ଅପେକ୍ଷା ଅଧିକ ରାଷ୍ଟ୍ରବାଦୀ। ଏପରିକି ଅମା ଦେଶକୁ ନଷ୍ଟ କରିବାକୁ ବାହାରିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ମଧ୍ୟ ଅଧିକ ରାଷ୍ଟ୍ରବାଦୀ।”
ଗତ ବର୍ଷ ବିଜେପି ଛାଡ଼ିଥିବା ସିହ୍ନା କହିଛନ୍ତି, ମୋଦିର ଅର୍ଥ ସେହି ଲୋକ ଯିଏ ଦେଶକୁ ଧ୍ୱଂସ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଟ୍ରେନ୍ ତଳେ ଲୁଚି ୨୫୦ କିମି ଅତିକ୍ରମ କଲେ ଯୁବକ, କାରଣ କହିଲେ...
ଟ୍ରେନ୍ ଟିକେଟ କାଟିବାକୁ ପାଖରେ ଟଙ୍କା ନ ଥିଲା। ମାତ୍ର ଯାହା ବି ହେଲେ ରାସ୍ତା ଅତିକ୍ରମ କରିବାର ଥିଲା। ତେଣୁ ଯୁବକ ରଚିଲେ ଭୟଙ୍କର ଉପାୟ।ଟ୍ରେନ୍ ବଗି ତଳେ ଓ ଚକା ମଝିରେ ରହି ସେ ଅତିକ୍ରମ କଲେ ୨୫୦ କିମି ବାଟ।
National
ପୂର୍ବ ପ୍ରଧାନମନ୍ତ୍ରୀଙ୍କର ନ ଥିଲା କାର୍, ଶେଆର ବି କିଣି ନ ଥିଲେ, ଜାଣନ୍ତୁ ମୋଟ ସମ୍ପତ୍ତି କେତେ ?
ମନମୋହନଙ୍କ ନାମରେ କୌଣସି ଗାଡ଼ି ନ ଥିବା ବେଳେ ଅଳଙ୍କାର ବି କିଛି ନ ଥିଲା। ଏଥିସହ ନିଜ ନାମରେ କିଛି ଜମିବାଡ଼ି ବି ମନମୋହନ କିଣି ନ ଥିବା ଜଣାଯାଇଛି ।
National
ବିଦ୍ୱାନ ନେତା ମନମୋହନ, ପାଲଟିଥିଲେ ଅର୍ଥନୈତିକ ସଂସ୍କାରକ
୧୯୯୧ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଦେଶର ଅର୍ଥ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିଲେ। ଉକ୍ତ ସମୟରେ ଦେଶ ବହୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ମନନମୋହନ ସିଂହ ସାଜିଥିଲେ ସଙ୍କଟମୋଚକ ।
National
‘ମୁଁ ଆକ୍ସିଡେଣ୍ଟାଲ ପିଏମ୍ ନୁହେଁ, ଅର୍ଥ ମନ୍ତ୍ରୀ ମଧ୍ୟ ଆକ୍ସିଡେଣ୍ଟାଲି ହୋଇଥିଲି’
ନରସିଂହା ରାଓଙ୍କ ସରକାର ସମୟରେ ଦିନେ ମୁଁ ନିଜ ଅଫିସରେ UGC ମିଟିଙ୍ଗରେ ବସିଥିଲି। ଉକ୍ତ ସମୟରେ ନରସିଂହା ରାଓ ଫୋନ୍ କରି କେଉଁଠି ଅଛ ବୋଲି ପଚାରିଥିଲେ।
National
ମନମୋହନଙ୍କ ବିୟୋଗରେ ପୂରା ଦେଶ ସ୍ତବ୍ଧ, ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା
ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ଘୋଷଣା କରାଯାଇଛି।