ଯୋଗ ଶରୀର, ଆତ୍ମା ଓ ବୁଦ୍ଧିକୁ ଏକତ୍ର କରେ : ମୋଦି

ଚଣ୍ଡିଗଡ଼: ଯୋଗ ଜୀବନର ଅନୁଶାସନ ଓ ମୁକ୍ତିର ମାର୍ଗ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ଡିଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ  ଯୋଗ ଦେଇ ଏହା କହିଛନ୍ତି। ସେ କହିଛନ୍ତି,“ ଯୋଗ ଶରୀର, ଆତ୍ମା ଓ ବୁଦ୍ଧିକୁ ଏକତ୍ର କରେ । ଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ଆଗାମୀ ବର୍ଷଠାରୁ ଏକ ଅନ୍ତର୍ଜାତୀୟ ଓ ଜାତୀୟ ପୁରସ୍କାର ଦିଆଯିବ। ” ଆଜି ସାରା ବିଶ୍ୱରେ ଦ୍ୱିତୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଚଳିତ […]

modi

modi

Rakesh Mallick
  • Published: Tuesday, 21 June 2016
  • Updated: 21 June 2016, 01:32 PM IST

Sports

Latest News

ଚଣ୍ଡିଗଡ଼: ଯୋଗ ଜୀବନର ଅନୁଶାସନ ଓ ମୁକ୍ତିର ମାର୍ଗ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ଡିଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ  ଯୋଗ ଦେଇ ଏହା କହିଛନ୍ତି। ସେ କହିଛନ୍ତି,“ ଯୋଗ ଶରୀର, ଆତ୍ମା ଓ ବୁଦ୍ଧିକୁ ଏକତ୍ର କରେ । ଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ଆଗାମୀ ବର୍ଷଠାରୁ ଏକ ଅନ୍ତର୍ଜାତୀୟ ଓ ଜାତୀୟ ପୁରସ୍କାର ଦିଆଯିବ। ”

ଆଜି ସାରା ବିଶ୍ୱରେ ଦ୍ୱିତୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଚଳିତ ବର୍ଷ ଅନ୍ତର୍ଜାତୀୟ  ଯୋଗ ଦିବସର ଥିମ୍ ରହିଛି ‘ୟୋଗ୍ ଫର୍ ପିସ୍‌ ଆଣ୍ଡ୍‌ ହାର୍ମୋନି। ରାଜଧାନୀ ଦିଲ୍ଲୀ ସମେତ ସମସ୍ତ ରାଜ୍ୟରେ ଆୟୋଜିତ ଶିବିରରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ରାଷ୍ଟ୍ରପତି ଭବନରେ ଆୟୋଜିତ ଶିବିରରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗାଭ୍ୟାସ କରିଥିଲେ। ବିଶ୍ୱର ୧୯୦ଟି ଦେଶରେ ଯୋଗ ଦିବସ ପାଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story