ଆସିଲା ‘ଭାରତ ଅଟା’, ୨୭ ଟଙ୍କା ୫୦ ପଇସାରେ ମିଳିବ

ସାରା ଦେଶରେ ପ୍ରାୟ ୨୦୦୦ ଆଉଟ୍‌ଲେଟ୍‌ରେ ମିଳିବ ଭାରତ ଅଟା। ସେହିପରି ୮୦୦ଟି ମୋବାଇଲ୍‌ ଭ୍ୟାନ୍ ଯୋଗେ ମଧ୍ୟ ଲୋକଙ୍କୁ ଯୋଗାଇ ଦିଆଯିବ ଭାରତ ଅଟା।

Bharat Atta

ପିଆଜ, ଭାରତ ଅଟା ଓ ଭାରତ ଡାଲି

Jitendra Garnayak
  • Published: Monday, 06 November 2023
  • Updated: 06 November 2023, 07:06 PM IST

Sports

Latest News

ଆସିଲା ‘ଭାରତ ଅଟା’। କେଜି ପ୍ରତି ୨୭ ଟଙ୍କା ୫୦ ପଇସାରେ ‘ଭାରତ ଅଟା’ ଯୋଗାଇବେ କେନ୍ଦ୍ର ସରକାର। ଆଜି କେନ୍ଦ୍ର ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲ ଦିଲ୍ଲୀରେ ଏହାର ଶୁଭାରମ୍ଭ କରିଛନ୍ତି।

ସାରା ଦେଶରେ ପ୍ରାୟ ୨୦୦୦ ଆଉଟ୍‌ଲେଟ୍‌ରେ ମିଳିବ ଭାରତ ଅଟା। ସେହିପରି ୮୦୦ଟି ମୋବାଇଲ୍‌ ଭ୍ୟାନ୍ ଯୋଗେ ମଧ୍ୟ ଲୋକଙ୍କୁ ଯୋଗାଇ ଦିଆଯିବ ଭାରତ ଅଟା। ଏହାକୁ ନାଫେଡ, ଏନ୍‌ସିସିଏଫ ଓ କେନ୍ଦ୍ରୀୟ ଭଣ୍ଡାର ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। 

ଭାରତ ଅଟା ପ୍ରସ୍ତୁତ ପାଇଁ ଏଫସିଆଇ ଜରିଆରେ ଅଢ଼େଇ ଲକ୍ଷ ମେଟ୍ରିକ୍ ଟନ୍ ଗହମ ସଂଗ୍ରହ କରାଯାଇ ନାଫେଡ, ଏନ୍‌ସିସିଏଫ୍‌ ଓ କେନ୍ଦ୍ରୀୟ ଭଣ୍ଡାରକୁ ଯୋଗାଇ ଦିଆଯାଇଛି। ନାଫେଡ ଓ ଏନ୍‌ସିସିଏଫକୁ ଏକ ଲକ୍ଷ ଟନ୍ ଲେଖାଏଁ ଏବଂ କେନ୍ଦ୍ରୀୟ ଭଣ୍ଡାରକୁ ୫୦ ହଜାର ଟନ୍ ଗହମ ଯୋଗାଇ ଦିଆଯାଇଛି। ସେମାନେ ଅଟା ପ୍ରସ୍ତୁତ କରି କେଜି ପ୍ରତି ୨୭ଟଙ୍କା ୫୦ ପଇସାରେ ବିକ୍ରି କରିବେ।

Also Read

ବଜାରରେ ଏବେ ଅଣ ବ୍ରାଣ୍ଡେଣ୍ଡ ଅଟା କେଜି ପ୍ରତି ୩୦ରୁ ୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ସେହିପରି ବ୍ରାଣ୍ଡେଣ୍ଡ ଅଟାର ମୂଲ୍ୟ କେଜି ପ୍ରତି ୪୦ରୁ ୫୦ ଟଙ୍କା ମଧ୍ୟରେ ରହିଛି। ଗହମର ଦର ଲଗାତାର ବଢୁଥିବା ବେଳେ ଲୋକଙ୍କୁ ଶସ୍ତାରେ ଅଟା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।

ଗତ ଫେବ୍ରୁଆରୀ ମାସରେ ସରକାର ପାଇଲଟ ପ୍ରୋଜେକ୍ଟ ଭାବେ ୧୮ ହଜାର ଟନ୍ ଭାରତ ଅଟା ବିକ୍ରି କରିଥିଲେ। କେଜି ପ୍ରତି ଏହାକୁ ୨୯ ଟଙ୍କା ୫୦ ପଇସାରେ ବିକ୍ରି କରାଯାଇଥିଲା। ଏଥିରୁ ସଫଳତା ମିଳିବା ପରେ ସରକାର ଆଜି ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି।

ଭାରତ ଅଟା ବ୍ୟତୀତ ଏହି ଆଉଟ୍‌ଲେଟ୍‌ ଓ ମୋବାଇଲ ଭ୍ୟାନ୍‌ଗୁଡ଼ିକ ରିହାତି ମୂଲ୍ୟରେ ଚଣା ଡାଲି ଓ ପିଆଜ ମଧ୍ୟ ବିକ୍ରି କରିବେ। ଏବେ ପିଆଜି ଦର ଉଚ୍ଚା ରହିଥିବା ବେଳେ କେନ୍ଦ୍ର ସରକାର କିଲୋ ପ୍ରତି ୨୫ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି। ନାଫେଡ ଓ ଏନ୍‌ସିସିଏଫ ଜରିଆରେ ଲୋକଙ୍କୁ କେଜିପ୍ରତି ୨୫ ଟଙ୍କାରେ ପିଆଜ ଯୋଗାଇ ଦିଆଯାଉଛି। ଏନ୍‌ସିସିଏଫ ୨୦ ରାଜ୍ୟର ୫୪ ସହରର ୪୫୭ଟି ରିଟେଲ ଷ୍ଟୋରରେ କେଜି ପ୍ରତି ୨୫ ଟଙ୍କାରେ ପିଆଜ ବିକ୍ରି କରୁଛି। ସେହିପରି ନାଫେଡ ୨୧ଟି ରାଜ୍ୟର ୫୫ ସହରରେ ୩୨୯ଟି ରିଟେଲ ଷ୍ଟୋରରେ ରିହାତି ମୂଲ୍ୟରେ ପିଆଜ ବିକ୍ରି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story