ବିମାନରେ ସାପ ଚୋରାଚାଲାଣ; ବ୍ୟାଙ୍କକରୁ ୧୦ଟି ଆନାକୋଣ୍ଡା ନେଇ ଆସିଥିବା ଯାତ୍ରୀ ଗିରଫ

ବେଙ୍ଗାରୁରୁ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରେ ଚେକିଂ ସମୟରେ ଯାତ୍ରୀଙ୍କଠାରୁ ଆନାକୋଣ୍ଡା ଉଦ୍ଧାର କରାଯାଇଛି।

Rescued Anaconda

ଉଦ୍ଧାର ହୋଇଥିବା ଆନାକୋଣ୍ଡା

Debibandita Barick
  • Published: Tuesday, 23 April 2024
  • Updated: 23 April 2024, 11:42 AM IST

Sports

Latest News

ବିମାନବନ୍ଦରରେ ଯାଞ୍ଚ ସମୟରେ ଉଦ୍ଧାର ହୋଇଛି ହଳଦିଆ ଆନାକୋଣ୍ଡା। ଜଣେ ଯାତ୍ରୀଙ୍କ ପାଖରୁ ଏହି ବିରଳ ପ୍ରଜାତିର ସାପ ଉଦ୍ଧାର କରିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ। ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରି ତଦନ୍ତ କରୁଛି ପୁଲିସ।

ସୂଚନା ଅନୁସାରେ, ଆଜି ବେଙ୍ଗାରୁରୁ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଚେକିଂ ସମୟରେ ବ୍ୟାଙ୍କକରୁ ଆସିଥିବା ଜଣେ ଯାତ୍ରୀଙ୍କ ବ୍ୟାଗରୁ ୧୦ଟି ହଳଦିଆ ଆନାକୋଣ୍ଡା ମିଳିଥିଲା। ଏନେଇ ବେଙ୍ଗାଲୁରୁ ଅବକାରୀ ବିଭାଗ ପକ୍ଷରୁ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛି। 

ଅବକାରୀ ବିଭାଗ କହିଛି ଯେ, ଯାତ୍ରୀଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି। ବନ୍ୟଜନ୍ତୁ ବ୍ୟବସାୟକୁ ବରଦାସ୍ତ କରାଯିବ ନାହିଁ।

Also Read

ହଳଦିଆ ଆନାକୋଣ୍ଡା ହେଉଛି ଏକ ନଦୀଜଳ ପ୍ରଜାତିର ସରିସୃପ। ହଳଦିଆ ଆନାକୋଣ୍ଡା ସାଧାରଣତଃ ପାରାଗୁଏ, ବୋଲିଭିଆ, ବ୍ରାଜିଲ, ଉତ୍ତର-ପୂର୍ବ ଆର୍ଜେଣ୍ଟିନା ଏବଂ ଉତ୍ତର ଉରୁଗୁଏରେ ଦେଖାଯାଏ। ଆଇନ ଅନୁଯାୟୀ ଭାରତରେ ବନ୍ୟଜନ୍ତୁ ବ୍ୟବସାୟ ବା କାରବାର ବେଆଇନ। 

ଗତ ବର୍ଷ ମଧ୍ୟ ବେଙ୍ଗାଲୁରୁ ବିମାନବନ୍ଦରର ଅବକାରୀ ଅଧିକାରୀମାନେ ବ୍ୟାଙ୍କକରୁ ଜଣେ ଯାତ୍ରୀଙ୍କଠାରୁ ବନ୍ୟଜନ୍ତୁ ଉଦ୍ଧାର କରିଥିଲେ। ତାଙ୍କଠାରୁ କଙ୍ଗାରୁ ଛୁଆ ସମେତ ୨୩୪ଟି ଜଙ୍ଗଲୀ ଜନ୍ତୁ ଉଦ୍ଧାର କରିଥିଲେ ଅବକାରୀ ଅଧିକାରୀ। ଛୁଆ କଙ୍ଗାରୁକୁ ପ୍ଲାଷ୍ଟିକ୍ ବାକ୍ସରେ ରଖି ଚୋରାଚାଲାଣ କରାଯାଇଥିବାରୁ ଶ୍ୱାସରୁଦ୍ଧ ହୋଇ ତାର ମୃତ୍ୟୁ ଘଟିଥିଲା। ଏପରି ଚୋରାଚାଲାଣ କାରବାରକୁ ରୋକିବା ପାଇଁ ବିମାନବନ୍ଦର ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚକୁ କଡାକଡି କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story